ଲକ୍ଷେରୁ କେବଳ ଜଣେ ଜଣେ ଦେଖନ୍ତି ଏମିତି ସ୍ୱ-ପ୍ନ।ଆପଣଙ୍କୁ ଦେଖାଯିବ ତ ଖୋଲିଯିବ ଭାଗ୍ୟ। କେବଳ ଲାଭ ହିଁ ଲାଭ ହେବ।

ରାତିରେ ଗଭୀର ନିଦରେ ଶୋଇବା ସମୟରେ ସ୍ୱ-ପ୍ନ ଆସିବା ଆରମ୍ଭ ହୋଇଯାଏ। ଏହି ସ୍ୱ-ପ୍ନଗୁଡ଼ିକ ମଧ୍ୟ ବହୁତ ଅ-ଦ୍ଭୁତ ହୋଇଥାଏ। ବେଳେବେଳେ ସେଗୁଡ଼ିକ ଭଲ ଏବଂ ବେଳେବେଳେ ବହୁତ ଖରାପ ମଧ୍ୟ ହୋଇଥାଏ। କେତେକ ଏତେ ଅ-ଦ୍ଭୁତ ଯେ, ଆମେ ସେଗୁଡ଼ିକର ଅର୍ଥ ବୁଝିପାରି ନାଥାଉ। ଯଦି ସ୍ୱ-ପ୍ନକୁ ବିଜ୍ଞାନ ଭାବରେ ବିବେ-ଚନା କରାଯାଏ, ତେବେ ଏହି ସ୍ୱ-ପ୍ନଗୁଡ଼ିକ ଭବିଷ୍ୟତର ଘ-ଟ-ଣା ବିଷୟରେ ଆମକୁ ଚେ-ତା-ବ-ନୀ ଦେଇଥାଏ। ଆପଣ ସ୍ୱପ୍ନରେ ଦେଖୁଥିବା ସମସ୍ତ ଜିନିଷ ଆମ ଚାରିପାଖରେ ଥିବା ଜିନିଷ କିମ୍ବା ମନର ଇଚ୍ଛା ସହିତ ଜ-ଡିତ ହୋଇଥାଏ।

ଯଦି ଆମେ ସ୍ୱ-ପ୍ନରେ ଦେଖିଥିବା ସଂକେତଗୁଡ଼ିକୁ ବୁଝିନେବୁ ତେବେ ଆମେ ଆସୁଥିବା ଭଲ କିମ୍ବା ଖ-ରା-ପ ଘ-ଟଣା ବିଷୟରେ ନିଜକୁ ସଚେତନ କରିପାରିବା। ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି ଦୁଇଟି ସ୍ୱ-ପ୍ନ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଭଲ ଏବଂ ବହୁତ ଖ-ରାପ ସୂଚାଇ ଥାଏ। ଯଦି ଆପଣଙ୍କୁ ମଧ୍ୟ ଏହିପରି ସ୍ୱ-ପ୍ନ ଆସୁଛି ତେବେ ଆପଣ ଆପଣଙ୍କର ଲାଭ ଏବଂ କ୍ଷ-ତି ଜାଣିପାରିବେ।

Google

ନିଜକୁ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିବାର ଦେଖିବା।

ଯଦି ଆପଣ ସ୍ୱ-ପ୍ନରେ ନିଜକୁ ଲାଲ ରଙ୍ଗର କପଡ଼ା ପିଦ୍ଧି ଥିବାର ଦେଖିବେ ତ ଖୁସି ହୋଇଯାନ୍ତୁ। ଏହା ବହୁତ ଭଲ ସଂକେତ ହୋଇଥାଏ। ଏପରି ସ୍ୱ-ପ୍ନ ସମସ୍ତଙ୍କୁ ଆସିନଥାଏ। ଏହା ଲକ୍ଷେରୁ କେବଳ ଜଣଙ୍କୁ ଆସିଥାଏ। ଏଥିରୁ ଆପଣ ଅନୁମାନ କରିପାରିବେ ଯେ, ଏହି ସ୍ୱ-ପ୍ନ ଆସିବା ପରେ ଆପଣ କେତେ ଭାଗ୍ୟବାନ ହୁଅନ୍ତି। ସ୍ୱ-ପ୍ନରେ ନିଜକୁ ଲାଲ ପୋଷାକରେ ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ଲାଭ ହିଁ ଲାଭ ହେବାକୁ ଯାଉଛି।

ଏହି ସ୍ୱ-ପ୍ନର ଅର୍ଥ ଏହା ଯେ ଆପଣଙ୍କ ଘରେ ଟଙ୍କାର ବର୍ଷା ହେବାକୁ ଯାଉଛି। ଚାକିରିରେ ପ୍ରୋମସନ ମିଳିବା, ବ୍ୟବସାୟରେ ଲାଭ ହେବା, ଅଚାନକ ଧନ ଲାଭ ହେବା, କିମ୍ବା ବିନିଯୋଗ କରିଥିବା ଟଙ୍କାର ଲାଭର ମିଳିବା ଏହି ସ୍ୱ-ପ୍ନର ବିଶେଷତ୍ୱ ଅଟେ। ଏହି କା-ରଣରୁ ଏହା ଯେ, ଲାଲ ରଙ୍ଗକୁ ଶୁଭତାର ପ୍ରତୀକ ମାନାଯାଏ। ସେଥିପାଇଁ ସ୍ୱ-ପ୍ନରେ ଏହି ଲାଲ ରଙ୍ଗର କପଡ଼ା ପିନ୍ଧିବାର ଦେଖିବାକୁ ଶୁଭ ବୋଲି ମାନାଯାଏ।

Google

ନିଜକୁ ମଇଳା ଗଦା ଉପରେ ବସିଥିବାର ଦେଖିବା।:-

ଯଦି ଆପଣ ସ୍ୱ-ପ୍ନରେ ନିଜକୁ ମଇଳା ଗଦା ଉପରେ ବସିଥିବାର ଦେଖିବେ ତ ଏହା ଚିନ୍ତାର କଥା ଅଟେ। ଏହା ଏକ ଅ-ଶୁଭ ସ୍ୱ-ପ୍ନ ହୋଇଥାଏ। ଏହାକୁ ଦେଖିଥିବା ବ୍ୟକ୍ତିକୁ ଅଶୁ-ଭ ଫଳ ମିଳିଥାଏ। ଏହି ସ୍ୱ-ପ୍ନର ଅର୍ଥ ହେଉଛି ଭବିଷ୍ୟତରେ ଆପଣ ଅନେକ ଅସୁ-ବିଧା-ର ସମ୍ମୁ-ଖୀନ ହୋଇପାରନ୍ତି। କୌ-ଣସି ନିର୍ଦ୍ଦିଷ୍ଟ ସମ-ସ୍ୟା ଆପଣଙ୍କ ଚିନ୍ତାର କା-ରଣ ହୋଇପାରେ। ସେଥିପାଇଁ ଯଦି ଆପଣଙ୍କୁ ଏପରି ସ୍ୱ-ପ୍ନ ଆସୁଛି ତେବେ ଆପଣ ଆଗରୁ ସ-ତର୍କ ହୋଇଯିବା ଉଚିତ। ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ। ଏହା କୌଣସି ଆସୁଥିବା ରୋଗର ସ-ଙ୍କେତ ମଧ୍ୟ ହୋଇପାରେ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *