ଆଜିର ରାଶିଫଳ : ୦୧ ଫେବୃଆରୀ ୨୦୨୧, ସୋମବାର: ଏହି ରାଶିର ଲୋକମାନେ ଟିକେ ସତର୍କ ରହିବେ, ଜାଣନ୍ତୁ କାହାକୁ ମିଳିବ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି:-

ଆଜି ସମସ୍ତ ଲୋକ ଆପଣଙ୍କ ପାଇଁ ଅନୁକୂଳ ହେବେ। ଆପଣ ହଠାତ ବ୍ୟବସାୟରେ ଲାଭବାନ ହେବେ।ଆପଣଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକ ସମାପ୍ତ ହେବ। ଆପଣ ନିଜ ଜୀବନସାଥୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ସମର୍ଥ ହେବେ। ଜୀବନର କଠିନ ପରିସ୍ଥିତିର ଉନ୍ନତି ହେବ। ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ବି-ପଦ ନିଅନ୍ତୁ ନାହିଁ। ବୃଦ୍ଧମାନଙ୍କର ଆଶୀର୍ବାଦ ନିଅନ୍ତୁ। ଦିନଟି ଭଲ ରହିବ।

ବୃଷ ରାଶି:-

ବୃଦ୍ଧ ମାନଙ୍କର ସ୍ବାସ୍ଥ୍ୟର ପରିବର୍ତନ ହେବ। ଶତ୍ରୁ ପକ୍ଷ ଆଜି ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ। ପୁରୁଣା ସାଙ୍ଗମାନଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିବ। ଆଜିର ଦିନ ଭଲ ଦିନ ରହିବ। ବ୍ୟବସାୟ ଅବସ୍ଥା ସ୍ୱାଭାବିକ ହେବ। ଅନାବଶ୍ୟକ ଖର୍ଚ୍ଚ ହ୍ରାସ ପାଇବ। କୋର୍ଟର ମାମଲା ଆଗକୁ ଚାଲିବ। ଚାକିରି ଦୃଷ୍ଟିରୁ ଆପଣ ସଫଳତା ପାଇବେ।ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ।

ମିଥୁନ ରାଶି:-

ଆଜି ସମ୍ପର୍କୀୟମାନେ ଘରକୁ ଆସିବେ ବୋଲି ଆଶା କରାଯାଉଛି। ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ। ବିନିଯୋଗରେ ଲାଭ ହେବାର ସମ୍ଭାବନା ଅଛି। ପ୍ରତ୍ୟେକ କାର୍ଯ୍ୟ ସମାପ୍ତ ହେବ। ଯୁବକମାନେ ସଫଳତା ପାଇବେ। ଆଜି ମହିଳାମାନଙ୍କୁ ଉପହାର ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ପ୍ରେମୀଯୁଗଳଙ୍କ ମଧ୍ୟରେ ରୋମାନ୍ସ ବୃଦ୍ଧି ପାଇବ। କିଛି କଥାକୁ ନେଇ ଟେନସନ ହୋଇପାରେ। ଏମିତିରେ ଆପଣ କଥାକୁ ନିୟନ୍ତ୍ରଣ କରିବାକୁ ପଡିବ।

Google

କର୍କଟ ରାଶି:-

ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ। ଆପଣଙ୍କ ପାଇଁ ଆଜିର ଦିନ ଭଲ ହେବ। କୌଣସି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସମ୍ପର୍କୀୟଙ୍କଠାରୁ ଭଲ ଖବର ମିଳିବ।ଜୀବନସାଥୀଙ୍କ ସହିତ ପ୍ରେମ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ପରିବାର ସହିତ ସମୟ ବିତାଇବାକୁ ଏକ ସୁଯୋଗ ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଛାତ୍ରମାନେ ଉପକୃତ ହେବେ। ଚାକିରିରେ ସ୍ଥାନାନ୍ତର ହୋଇପାରନ୍ତି।

ସିଂହ ରାଶି:-

ପରିବାର ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଆପଣଙ୍କର ସାଙ୍ଗମାନେ କାର୍ଯ୍ୟରେ ଆପଣଙ୍କୁ ସାହାର୍ଯ୍ୟ କରିବେ। ବିବାହିତଙ୍କ ମଧ୍ୟରେ ଭଲ ସମନ୍ୱୟ ରହିବ। ଟଙ୍କା କାରବାରରେ ସାବଧାନ ରୁହନ୍ତୁ। ପାରିବାରିକ ସମ୍ପର୍କରେ କିଛି ଚାପ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ। ଛାତ୍ର ମାନଙ୍କ ପାଇଁ ଆଜିର ଦିନ ଭଲ ରହିବ। ଯୁବକ ମାନଙ୍କୁ ଚାକିରିରେ ପଦନ୍ନତି ମିଳିବାର ସଂକେତ ଅଛି। ଆଜିର ଦିନ ଭଲ ରହିବ। ସ୍ବାସ୍ଥ୍ୟ ଭଲ ରହିବ।

କନ୍ୟା ରାଶି:-

ଧନ ଲାଭ ହୋଇପାରେ। ଛାତ୍ର ମାନଙ୍କ ପାଇଁ ସାକାରାତ୍ମକ ପରିଣାମ ଦେବା ଭୋଳି ଦିନ ରହିବ। ଆଜି ଆପଣ ନିଜର ସମ୍ପୂର୍ଣ ଦାୟିତ୍ୱ ପୁରଣ କରିପାରିବେ। ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଖାଇବା ପିଇବା ପ୍ରତି ସାବଧାନ ରୁହନ୍ତୁ। ଯାତ୍ରା କରନ୍ତୁ ନାହିଁ। ଆଜିର ଦିନ ଭଲ ରହିବ। ଆପଣଙ୍କର ସମସ୍ତ କାର୍ଯ୍ୟ ଶେଷ ହେବ। ବ୍ୟକ୍ତିଗତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆଜି ପ୍ରଶଂସା ମିଳିବ। କାର୍ଯ୍ୟ କ୍ଷେତ୍ରରେ ପରିବେଶ ଭଲ ରହିବ।

ତୁଳା ରାଶି:-

ଦୀର୍ଘ ଦିନରୁ ଚାଲି ଆସୁଥିବା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଖାଇବା ପିଇବାକୁ ନେଇ ସାବଧାନ ରହିବା ଦରକାର। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆଜି ଆପଣଙ୍କ ପାଇଁ ଅନୁକୂଳ ଦିନ ଅଟେ। କିଛି ଲୋକ ଆପଣଙ୍କ ପାଖରୁ ପରାମର୍ଶ ନେଇପାରନ୍ତି। ଆଜି ସୁଖଦ ପରିବେଶ ରହିବ। ବିବାହିତ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଖର୍ଚ୍ଚ କମ ହେବା ଯୋଗୁ ଏବଂ ଆର୍ଥିକ ସ୍ଥିତିର ପରିବର୍ତନ ହେବା କାରଣରୁ ଆପଣ ଖୁସି ରହିବେ। ବଡ଼ ମାନଙ୍କର ଆଶୀର୍ବାଦ ମିଳିବ।

ବିଛା ରାଶି:-

ଆଜି ଆପଣଙ୍କର ଚିନ୍ତା ଦୂର ହେବ। ବ୍ୟବସାୟୀ ମାନଙ୍କୁ ସଂଯମ ଏବଂ ଧର୍ଯ୍ୟର ସହିତ କାମ କରିବାକୁ ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ପ୍ରଶଂସା ହେବ। ବଡ଼ ମାନଙ୍କର ଧ୍ୟାନ ରଖନ୍ତୁ। ଭଗବାନଙ୍କ ଉପାସନାରେ ମନ ଲାଗିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଲୋକଙ୍କର ସାହାର୍ଯ୍ୟ କରିପାରିବେ। ପରିବାରଙ୍କ ପରାମର୍ଶରୁ କାମ କରନ୍ତୁ। ସ୍ବାସ୍ଥ୍ୟକୁ ନେଇ ଅସାବଧାନତା ହୁଅନ୍ତୁ ନାହିଁ।

ଧନୁ ରାଶି:-

ପରିବାରର ପରିବେଶ ସୁଖଦ ରହିବ। ଆଜି ଅଧିକ ବ୍ୟସ୍ତ ରହିବେ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ବି-ପ-ଦ ନିଅନ୍ତୁ ନାହିଁ। କାରବାରରେ ନୂତନ ନିବେଶର ସୁଯୋଗ ମିଳିବ। ଛାତ୍ର ମାନଙ୍କୁ ପରିଶ୍ରମର ଫଳ ମିଳିବ। ଦାମ୍ପତ୍ୟଙ୍କ ମଧ୍ୟରେ ଭଲ ସମ୍ବୋଦ୍ଧ ବନି ରହିବ। ପୁରୁଣା କାର୍ଯ୍ୟରେ ଭଲ ଫଳାଫଳ ମିଳିବ। ନୂତନ କାମ ମିଳିପାରେ। ବିରୋଧୀଙ୍କ ପାଖରୁ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତିର ପରିବର୍ତନ ହେବ।

Google

ମକର ରାଶି:-

ଖୁସି ଖବର ମିଳିବ। ନୂତନ ଯୋଜନା ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟର ଯତ୍ନ ରଖନ୍ତୁ। ଆଜି ଆପଣ କୌଣସି ଯାତ୍ରା କରିପାରନ୍ତି। ନୂତନ ଲୋକଙ୍କ ସହିତ ସାକ୍ଷାତ ହେବ। ଆଜି ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ। ପାରିବାରିକ ଜୀବନ ସାମାନ୍ୟ ରହିବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ବନ୍ଧୁଙ୍କ ସହିତ ଦିନ ବ୍ୟତିତ ହୋଇପାରେ। ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ।

କୁମ୍ଭ ରାଶି:-

ଚାକିରିରେ କ୍ଷେତ୍ରରେ ଲୋକଙ୍କୁ ପଦନ୍ନତି ମିଳିପାରେ। ବ୍ୟବସାୟୀ ମାନଙ୍କୁ ନୂତନ କାର୍ଯ୍ୟରେ ସଫଳତା ମିଳିପାରେ। ନିଜର ଦିନଚର୍ଯ୍ୟର ପରିବର୍ତନ କରିବା ପାଇଁ ଚେଷ୍ଟା ଆରମ୍ଭ କରିଦିଅନ୍ତୁ। ପ୍ରେମୀ ମାନଙ୍କ ପାଇଁ ଆଜିର ଦିନ ଭଲ ରହିବ। ପାରିବାରିକ ସମ୍ପର୍କରେ ମତଭେଦ ଦୂର ହେବ। ନୂତନ କାମ ମିଳିବ। ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଆର୍ଥିକ ଲାଭ ମିଳିବ। ଛାତ୍ର ମାନଙ୍କ ପାଇଁ ଆଜିର ଦିନ ଭଲ ପରିଣାମ ଦେବ।

ମୀନ ରାଶି:-

ପରିବାରରେ ଶାନ୍ତିପୂର୍ଣ ପରିବେଶ ରହିବ। ଆଜିର ଦିନ ସୁନ୍ଦର ରହିବ। ଆପଣ ନିଜ କାମରେ ସମ୍ପୂର୍ଣ ମନ ଲଗାଇବେ। ବୈବାହିକ ଜୀବନରେ ମଧୁରତା ଏବଂ ପ୍ରେମ ବନି ରହିବ। ଆଜିର ଦିନ ଭଲ ରହିବ। ଆପଣଙ୍କର କୌଣସି କାମରେ ବନ୍ଧୁଙ୍କର ସାହାର୍ଯ୍ୟ ମିଳିବ। ଅଫିସରେ ସାବଧାନ ହୋଇ କାମ କରନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଅନାବଶ୍ୟକ ଖର୍ଚ୍ଚର ହ୍ରାସ ହେବ। ବଡ଼ ମାନଙ୍କର ଧ୍ୟାନ ରଖନ୍ତୁ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *