ଆଜିର ରାଶିଫଳ : ୩୦ ଜାନୁଆରୀ ୨୦୨୧, ଶନିବାର: ଏହି ରାଶିର ଲୋକେ ସାବଧାନ ରହିବେ, ଏହି ଲୋକଙ୍କୁ ଆଜି ଲାଭ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି:-

ଆଜି କୌଣସି ନିଷ୍ପତି ନେବାରେ ତତ୍ପର ହୁଅନ୍ତୁ ନାହିଁ। କିଛି କ୍ଷତି ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ମତଭେଦ ହେବାର ସମ୍ଭାବନା ଅଛି। ବି-ବା-ଦ ହୋଇପାରେ। କ୍ରୋ-ଧକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ। ଅଜଣା ସ୍ଥାନ ପରିଦର୍ଶନ କରିବା ଠାରୁ ଦୂରେଇ ରୁହନ୍ତୁ। ବିବାହ ପ୍ରସ୍ତାବ ମିଳିବ। ଅଚଳ ସମ୍ପତି ସମ୍ବୋଦ୍ଧିତ ମାମଲା ବିଚାରାଧୀନ ରହିବ। ଛାତ୍ରମାନେ ସଫଳତା ପାଇବେ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।

ବୃଷ ରାଶି:-

ଆଜିର ଦିନ ମିଶ୍ରିତ ରହିବ। ସନ୍ତାନ ତରଫରୁ ସଫଳତାରୁ ଖୁସି ରହିବେ। ଦମ୍ପତିମାନେ ପାରିବାରିକ କାର୍ଯ୍ୟରେ ବାହାରକୁ ଯାଇପାରନ୍ତି। କୌଣସି ବିନିଯୋଗରେ କ୍ଷତି ହେବାର ସମ୍ଭାବନା ଅଛି। ଅପରିଚିତ ବ୍ୟକ୍ତିଙ୍କ ସାମ୍ନାରେ ବ୍ୟକ୍ତିଗତ ଆଲୋଚନା କରନ୍ତୁ ନାହିଁ। କୌଣସି ଅଫିସ ସହକର୍ମୀଙ୍କ ସହିତ ବି-ବା-ଦ ହେବାର ସମ୍ଭାବନା ଅଛି। ଯୁବକମାନଙ୍କ କ୍ୟାରିୟର ଅଗ୍ରଗତି କରିବ। ଗଣ୍ଠି ଯନ୍ତ୍ରଣା ଆରମ୍ଭ ହୋଇପାରେ। ବି-ପ-ଦପୂର୍ଣ୍ଣ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ।

ମିଥୁନ ରାଶି:-

ଆଜିର ଦିନ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପରିଶ୍ରମର ପ୍ରଶଂସା ହେବ। ପୁରୁଣା ବିନିଯୋଗରେ ଲାଭ ହେବ। ଋଣ ରାଶି ଫେରସ୍ତ ହେବାର ସମ୍ଭାବନା ଅଛି। ଦୀର୍ଘ ସମୟ ପରେ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ। ଆପଣ ବହୁତ ଖୁସି ରହିବେ। ବିନିଯୋଗରୁ ଲାଭବାନ ହେବେ। ଆପଣ ଜମି, ଯାନ କିମ୍ବା ଘର କିଣିବାକୁ ଯୋଜନା କରିପାରନ୍ତି। ନିକଟସ୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ ଅବସ୍ଥା ସ୍ୱାଭାବିକ ହେବ। ଆପଣ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

Google

କର୍କଟ ରାଶି:-

ଆଜି କୌଣସି କାର୍ଯ୍ୟରେ ଅସଫଳ ହେବାରୁ ଚିନ୍ତିତ ରହିବେ।ପୈତୃକ ସମ୍ପତ୍ତି ସମ୍ବୋଦ୍ଧିତ ବି-ବା-ଦ ବୃଦ୍ଧି ପାଇପାରେ। ଛାତ୍ରମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ। କ୍ୟାରିୟର ଆଗକୁ ବଢିବ। ଟଙ୍କା ପରିସ୍ଥିତି ସ୍ୱାଭାବିକ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ପିଲାମାନଙ୍କ ସହିତ ବୁଲିବାକୁ ଯାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଦେଖାନ୍ତୁ ନାହିଁ। ବଡ଼ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ।

ସିଂହ ରାଶି:-

କୌଣସି କାର୍ଯ୍ୟ କରିବା ପାଇଁ ତତ୍ପର ହୁଅନ୍ତୁ ନାହିଁ। ଆଜି କେହି ଆପଣଙ୍କର କାମଜୁରୀର ଲାଭ ଉଠାଇ ପାରନ୍ତି। ନୂତନ କାର୍ଯ୍ୟରେ ଲାଭ ହେବ। ଆପଣଙ୍କର କାର୍ଯ୍ୟଗୁଡ଼ିକ ଠିକ ସମୟରେ ସମାପ୍ତ ହେବ। ଭଗବାନଙ୍କ ଉପାସନା କରିବାକୁ ମନ ଲାଗିବ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ମିଳିପାରେ। ବୃଦ୍ଧମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବାହାରକୁ ଯିବାବେଳେ ସାବଧାନ ରୁହନ୍ତୁ।

କନ୍ୟା ରାଶି:-

ଆଜି ଆପଣଙ୍କୁ ଖୁସି ଖବର ମିଳିବ। ବହୁତ ଖୁସି ରହିବେ।କିଛି ସାଙ୍ଗଙ୍କୁ ଦୀର୍ଘ ସମୟ ପରେ ଭେଟିବେ। କୌଣସି ପାର୍ଟିର ଆୟୋଜନ କରିପାରନ୍ତି। ଦାନ ପୁଣ୍ୟ କରିବେ। ଆୟ ସ୍ଥିର ରହିବ। ସ୍ୱାସ୍ଥ୍ୟରେ ଲାଭ ହେବ। ବ୍ୟବସାୟ ସହିତ ଜଡ଼ିତ ନୂତନ କାରବାର ହୋଇପାରେ।ନିଜ ଲୋକଙ୍କର ସହଯୋଗ ମିଳିବ। ବୁଲିବାକୁ ଯିବେ। ବି-ବା-ଦ ଦୂର ହେବାର ସମ୍ଭାବନା ଅଛି। ସନ୍ତାନ ତରଫରୁ ସାହାଯ୍ୟ ମିଳିବ। କାର୍ଯ୍ୟଗୁଡ଼ିକ ସହଜରେ ସମାପ୍ତ ହେବ।

ତୁଳା ରାଶି:-

ଆଜି ଆପଣଙ୍କୁ ସଫଳତା ମିଳିବ। ମାନସିକ ସ୍ତରରେ ବହୁତ ମଜବୁତ ରହିବେ। ନୂତନ କାର୍ଯ୍ୟର ଆରମ୍ଭ କରି ପାରିବେ। ବିପଦ ଜନକ କାର୍ଯ୍ୟ କରିବେ। ମୂଲ୍ୟବାନ ଜିନିଷର ଯତ୍ନ ନିଅନ୍ତୁ। ଧନ ଲାଭ ହେବ। ବିନିଯୋଗ ପାଇଁ ପ୍ରସ୍ତାବ ମିଳିପାରେ। ଭଗବାନଙ୍କ ଉପାସନାରେ ମନ ଲାଗିବ। ସକରାତ୍ମକ ରହିବେ। ଆପଣଙ୍କର ବ୍ୟବହାର ପ୍ରଶଂସିତ ହେବ। ବୃଦ୍ଧମାନଙ୍କର ଅନୁଭୂତିରୁ ଲାଭ ମିଳିବ। କାର୍ଯ୍ୟରେ ସହକର୍ମୀମାନଙ୍କୁ ସାହାଯ୍ୟ କରିବେ।

ବିଛା ରାଶି:-

ଆଜି ଧନ ଲାଭ ହେବାର ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହେବ। ନୂତନ ସୂଚନା ମିଳିବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ସରକାରୀ କାର୍ଯ୍ୟ ଆଗକୁ ବଢ଼ିପାରେ। ନୂତନ କାରବାର କରିବାର ସମ୍ଭାବନା ଅଛି। ବ୍ୟବସାୟରେ ଲାଭର ପରିସ୍ଥିତି ରହିବ। ପ୍ରତିପକ୍ଷଙ୍କ ବିରୋଧରେ ସଜାଗ ରହିବା ଆବଶ୍ୟକ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ। ଯାତ୍ରାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ। ଛାତ୍ରମାନେ ସଫଳତା ପାଇବ। ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ସମାପ୍ତ ହେବ।

ଧନୁ ରାଶି:-

ଆପଣଙ୍କର ମାନ ସମ୍ମାନର ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ଥିବା ଲୋକଙ୍କର ବଦଳି ହୋଇପାରେ। ବିରୋଧୀ ଶାନ୍ତ ରହିବେ। ଆପଣଙ୍କର ଆୟରେ ବୃଦ୍ଧି ହେବ। ସୁଖ ସମୃଦ୍ଧି ବନି ରହିବ। ଧର୍ମ କର୍ମରେ ମନ ଲାଗିବ। ଆଜି ଆପଣ ବହୁତ ଶାନ୍ତ ଅନୁଭବ କରିବେ। ଏକୁଟିଆ ରହିବାକୁ ଭଲ ପାଇବେ। କାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ପୁରୁଣା ସମସ୍ୟା ଦୂର ହେବ। କାର୍ଯ୍ୟଗୁଡ଼ିକ ସହଜରେ ସମାପ୍ତ ହେବ। ବିବାହିତ ଖୁସି ରହିବେ।

Google

ମକର ରାଶି:-

କାର୍ଯ୍ୟରେ କାହାର ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରିବ। ଯୁବକମାନଙ୍କ କ୍ୟାରିୟର ଆଗକୁ ବଢିବ। ସଫଳତା ମିଳିବାର ସମ୍ଭାବନା ଅଛି। ସାଙ୍ଗମାନଙ୍କ ସହିତ ସାକ୍ଷାତ ହେବ। ପରିବାର ସହିତ ବୁଲିବାକୁ ଯାଇପାରନ୍ତି। ଶତ୍ରୁମାନଙ୍କ କାର୍ଯ୍ୟକଳାପ ଯୋଗୁ କ୍ଷତି ହେବାର ସମ୍ଭାବନା ଅଛି। ବି-ବା-ଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। କଥା ପ୍ରତି ନିୟନ୍ତ୍ରଣ ରଖନ୍ତୁ। ଧନଲାଭ ହେବାର ସମ୍ଭାବନା ଅଛି। ସମ୍ପର୍କୀୟଙ୍କଠାରୁ ଖୁସି ଖବର ମିଳିପାରେ।

କୁମ୍ଭ ରାଶି:-

ସ୍ବାସ୍ଥ୍ୟ ସମ୍ବୋଦ୍ଧିତ ସମସ୍ୟା ହୋଇପାରେ। ଶୁଭ ସୁଚନା ମିଳିବ। ସମୟ ଭିତରେ କାର୍ଯ୍ୟ ଶେଷ ହେବା। ପାରିବାରିକ ଯାତ୍ରା କରିପାରନ୍ତି। ବିବାହିତ ଆଜି ବହୁତ ଅଧିକ ଖୁସି ରହିବେ। ବ୍ୟବସାୟ ସମ୍ବୋଦ୍ଧିତ ସମସ୍ୟାର ସମାଧାନ ହେବ। ନୂତନ କାରବାର ହୋଇପାରେ। ପୁରୁଣା ବି-ବା-ଦର ଅନ୍ତ ଘଟିବ। ପରିବାର ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ ରହିବ। ନୂତନ କାର୍ଯ୍ୟ ଉପକୃତ ହେବ। ଯୁବକମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ।

ମୀନ ରାଶି:-

ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ବୃଦ୍ଧ ମାନଙ୍କର ସ୍ବାସ୍ଥ୍ୟ କିଛି ଖରାପ ହୋଇପାରେ। ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଅପରିଚିତ ଲୋକଙ୍କଠାରୁ ଦୂରତା ରଖିବାକୁ ଚେଷ୍ଟା କରନ୍ତୁ। ଅଫିସରେ କାହା ସହିତ ମତଭେଦ ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ବିବାହିତ ଲୋକଙ୍କ ମଧ୍ୟରେ ମଧୁରତା ରହିବ। ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବର ଖବର ମିଳିପାରେ। ଭଗବାନଙ୍କ ଉପାସନାରେ  ଶାନ୍ତି ମିଳିବ। ବ୍ୟବସାୟ ଅବସ୍ଥା ସ୍ୱାଭାବିକ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *