ଆଜିର ରାଶିଫଳ : ୨୯ ଜାନୁଆରୀ ୨୦୨୧, ଶୁକ୍ରବାର: ଏହି ରାଶିର ଲୋକ ମାନଙ୍କୁ ଆଜି ସଫଳତା ମିଳିବ, ଆପଣଙ୍କ ରାଶିଫଳ କଣ କହୁଛି ଜାଣି ନିଅନ୍ତୁ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି:-

ଜରୁରୀ ସୁଚନା ମିଳିବ, ଯାହା ଭବିଷ୍ୟତ ପାଇଁ ଲାଭଦାୟକ ହେବ। ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କର ଦିନ ବହୁତ ଭଲ ରହିବ। କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। କୌଣସି ପ୍ରସ୍ତାବ ମଧ୍ୟ ମିଳିପାରେ। ସମ୍ପତ୍ତି ବିବାଦର ସମାଧାନ ହୋଇପାରିବ। କିଛି କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ହୋଇପାରେ।

ବୃଷ ରାଶି:-

ବ୍ୟବସାୟରେ ଲାଭର ସୁଯୋଗ ମିଳିବ। ଆଜି ନୂତନ ଯୋଜନା ପ୍ରସ୍ତୁତ ହେବ। ଛାତ୍ରମାନେ ଆଜି ଅଧିକ ଅଧ୍ୟୟନ କରିବା ଉଚିତ। ଆପଣଙ୍କର ଆର୍ଥିକ ପ୍ରଗତି ପାଇଁ ଆପଣ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣ ପ୍ରଶଂସିତ ହେବେ। ଆଜିର ଦିନ ପ୍ରେମୀ ଯୁଗଳଙ୍କ ପାଇଁ ଭଲ ଅଟେ। ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। କାହା କଥାରେ ନଆସନ୍ତୁ,ସାବଧାନ ରୁହନ୍ତୁ।

ମିଥୁନ ରାଶି:-

ଦାମ୍ପତ୍ୟ ଜୀବନରେ ଭଲ ସମନ୍ୱୟ ରହିବ। ଲୋକମାନେ ଆପଣଙ୍କର ସରଳ ଏବଂ ଭଦ୍ର ବ୍ୟବହାରକୁ ପ୍ରଶଂସା କରିବେ। କଥା ପ୍ରତି ନିୟନ୍ତ୍ରଣ ରଖନ୍ତୁ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ। ଭ୍ରମଣ ପାଇଁ ସମୟ ଭଲ ଅଟେ। ସ୍ୱାସ୍ଥ୍ୟର ଉନ୍ନତି ପାଇଁ ନିତ୍ୟକର୍ମରେ ଅନୁଶାସନ ରଖନ୍ତୁ। ପରିଜନଙ୍କ ପାଖରୁ ସୁଖଦ ସୂଚନା ପାଇପାରିବେ। ବ୍ୟବସାୟ କାରବାର ପାଇଁ ସମୟ ଭଲ ଅଟେ।

Google

କର୍କଟ ରାଶି:-

ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ। ଆଜିର ଦିନ ସୁଖଦ ରହିବ। ବଡ଼ମାନଙ୍କ ସହିତ କଥାବାର୍ତ୍ତା କରିବା ପରେ ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ଶାଶୁଘର ପକ୍ଷରୁ ଭଲ ଖବର ମିଳିପାରେ। କିଛି କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଉପୁଜିପାରେ। ଲୋକମାନେ ଆପଣଙ୍କୁକୁ ସମ୍ମାନ କରିବେ। ଯାତ୍ରାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ।

ସିଂହ ରାଶି:-

ଆର୍ଥିକ ସ୍ଥିତିର ପରିବର୍ତନ ହେବ। ସାଧାରଣ ଜୀବନରେ ସକ୍ରିୟ ଥିବା ଲୋକମାନେ ସାବଧାନ ହେବା ଉଚିତ। ପରିବାରରେ ସମନ୍ୱୟ ରହିବ। ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆଜି ଶେଷ ହେବ। ଆପଣଙ୍କର କଠିନ ପରିଶ୍ରମରେ ଆପଣଙ୍କୁ ଲାଭ ମିଳିବ। ଅଫିସରେ ସାବଧାନ ରୁହନ୍ତୁ। ଶତ୍ରୁମାନେ କ୍ଷତି ପହଞ୍ଚାଇ ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଚାପ ନିଅନ୍ତୁ ନାହିଁ।

କନ୍ୟା ରାଶି:-

ଆଜି ବ୍ୟବସାୟରେ ଅଗ୍ରଗତି ସହିତ ନୂତନ ସାଧନର ବୃଦ୍ଧି ହେବ। ନିଯୁକ୍ତ ବ୍ୟକ୍ତିମାନେ ଅଫିସରେ ସହକର୍ମୀଙ୍କଠାରୁ ସାହାଯ୍ୟ ପାଇବେ। ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ସଠିକ ସମୟରେ ଆପଣଙ୍କ ସାହାଯ୍ୟରେ କୌଣସି ପାରିବାରିକ ସମସ୍ୟା ସମାଧାନ ହେବ। ନୂତନ କାର୍ଯ୍ୟରେ ସଫଳତା ମିଳିପାରିବ। ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ତୁଳା ରାଶି:-

ବୃଦ୍ଧ ମାନଙ୍କର ଯତ୍ନ ନିଅନ୍ତୁ। ଛାତ୍ର ମାନେ ଆଜି ଅଧିକ ଅଧ୍ୟୟନ କରିବେ। ଦୀର୍ଘ ସମୟ ଧରି ଅପେକ୍ଷାରେ କରିଥିବା ଜିନିଷରେ କାହାର ଆଜି ଫଳ ମିଳିବ। ଆଜିର ଦିନ ଭଲ ରହିବ। ଆପଣ ମାନସିକ ଶାନ୍ତି ଅନୁଭବ କରିବେ। ପୁରୁଣା ବିନିଯୋଗ ମଧ୍ୟ ଆଜି ଲାଭବାନ ଦେବ। ଆପଣଙ୍କ ବ୍ୟବସାୟରେ ମନ୍ଥର ହେବାର ସମ୍ଭାବନା ଅଛି। ସନ୍ତାନ ପକ୍ଷରୁ କୌଣସି ଖୁସି ଖବରର ସଂକେତ ଅଛି। ଭଗବାନଙ୍କ ଉପାସନା କରନ୍ତୁ।

ବିଛା ରାଶି:-

କାହା ସହିତ ମତଭେଦ ହୋଇପାରେ। ଆଜି ନୂତନ ଚିନ୍ତାଧାରା ଆସିବ। ଆଇନଗତ ମାମଲାର ସମାଧାନ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନୂଆ ଜିନିଷ ନେବାର ବର୍ତ୍ତମାନ ସମୟ ନୁହେଁ। ନୂତନ ଲୋକଙ୍କୁ ସାକ୍ଷାତ କରିବା ପରେ ଆପଣଙ୍କର ଜୀବନ ନୂଆ ଦିଗ ପାଇବ। ଘରୁ ବାହାରକୁ ଯିବାବେଳେ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ। ଅପରିଚିତ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ।

ଧନୁ ରାଶି:-

ଆପଣଙ୍କର ବ୍ୟବହାରର ପ୍ରଶଂସା କରାଯିବ। ସାମାଜିକ ଜୀବନ ମଜବୁତ ହେବ। ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବେ। ପ୍ରେମୀ ମାନଙ୍କ ପାଇଁ ଆଜିର ଦିନ ଭଲ ରହିବ। ପଦନ୍ନତି ହୋଇପାରେ। ବିନିଯୋଗ ପାଇଁ ମଧ୍ୟ ଆଜିର ଦିନ ଭଲ ଅଟେ। ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିପାରନ୍ତି।

Google

ମକର ରାଶି:-

ପରିବାର ସଦସ୍ୟଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ନିଜର ଦାୟିତ୍ୱ ପୁରଣ କରିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସମାଜରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରାଯିବ। ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ଆଜି କୌଣସି ନୂତନ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଛାତ୍ରମାନେ ସଫଳତା ପାଇପାରିବେ। କ୍ୟାରିୟର ଆଗକୁ ବଢିବ। ଧନର ସ୍ଥିତି ସ୍ୱାଭାବିକ ରହିବ।

କୁମ୍ଭ ରାଶି:-

ଆଜିର ଦିନ ଭଲ ରହିବ। ଆର୍ଥିକ ଲାଭର ସୁଯୋଗ ମିଳିବ। ବ୍ୟବସାୟରେ ପ୍ରଗତି ଏବଂ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ବୃଦ୍ଧମାନଙ୍କର ପରାମର୍ଶ ନିଶ୍ଚିତ ନିଅନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀଙ୍କୁ ସମ୍ପୂର୍ଣ ସମୟ ଦିଅନ୍ତୁ। ଚାକିରିରେ ଥିବା ବ୍ୟକ୍ତିମାନଙ୍କୁ ନୂତନ ସୁଯୋଗ ମିଳିବ। ଯଦି କୌଣସି କାର୍ଯ୍ୟରେ ସଫଳତା ନମିଳେ ତେବେ ନିରାଶ ହୁଅନ୍ତୁ ନାହିଁ।

ମୀନ ରାଶି:-

ଆଜି ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କାର୍ଯ୍ୟରେ ଆଜି ଆପଣ ପୁରୁଣା ଅନୁଭୂତିରୁ ଲାଭ ପାଇବେ। ବ୍ୟବସାୟକୁ ଆଗକୁ ନେବା ପାଇଁ ନୂତନ ଚିନ୍ତାଧାରା ଆସିବ। ଆପଣଙ୍କର ଅବସ୍ଥା ପୂର୍ବ ଅପେକ୍ଷା ଭଲ ରହିବ। ଲଟେରୀ, ଜୁଆ ଭଳି ନିଶା ଠାରୁ ଦୂରେଇ ରୁହନ୍ତୁ। ଛାତ୍ରମାନେ ସଫଳତା ପାଇପାରିବେ। ଭଗବାନଙ୍କ ଉପାସନାରେ ମନ ଲାଗିବ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *