ନିଜର ଯୌ-ବନରେ ଏପରି ଦେଖାଯାଉଥିଲେ ଭାରତର ଏହି 8 ଜଣ ବଡ ରାଜନେତା , ଯାହାଙ୍କୁ ଦେଖି ଆପଣ ଚିହ୍ନି ପାରିବେ ନାହିଁ।

ଭାରତର ରାଜନୀତିର ମୁଖ୍ୟ ପଦବୀରେ ଏପରି ଅନେକ ବଡ ବଡ ରାଜନେତା ଅଛନ୍ତି ଯେଉଁମାନେ ରାଜନୀତିରେ ପାଦ ରଖି କାମ କରିବାରେ ବହୁ ବର୍ଷ ବିତିଗଲାଣି। ଏତେ ଲମ୍ବା ସମୟ ବିତିଯିବା ପରେ ଏହି ସମସ୍ତ ବଡ ନେତାଙ୍କ ରୂପରେ ବହୁତ ପରିବର୍ତନ ଆସିଗଲାଣି। ଆଜି ଆମେ ଆପଣଙ୍କୁ କିଛି ଏପରି ରାଜନେତାଙ୍କ ପୁରୁଣା ସମୟର ଫଟୋ ଦେଖାଇବୁ ଯାହାକୁ ଦେଖି ଆପଣ ସେମାନଙ୍କୁ ଚିହ୍ନି ପାରିବେ ନାହିଁ । ତେବେ ଆସନ୍ତୁ ଦେଖିବା ଏହିପରି କିଛି ବଡ ବଡ ନେତାଙ୍କର ପୁରୁଣା ଫଟୋ ।

1. ନରେନ୍ଦ୍ର ମୋଦି :-

Google

ପ୍ରଥମେ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଫଟୋ। ନରେନ୍ଦ୍ର ମୋଦି ନିଜର ଶୈଳୀ ଏବଂ ଢଙ୍ଗ ସହ ଫିଟନେସ ପାଇଁ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ଏହିଫଟୋରେ ଆପଣ ଦେଖିପାରୁଥିବେ ଯେ ନରେନ୍ଦ୍ର ମୋଦି ତାଙ୍କ ଯୌ-ବନ ସମୟରେ କିପରି ଦେଖାଯାଉଥିଲେ ।

2. ମମତା ବାନାର୍ଜୀ :-

Google

ପଶ୍ଚିମ ବଙ୍ଗାଳରେ ମମତା ବାନାର୍ଜୀଙ୍କ ଏକ ବଡ ନାମ ରହିଛି। ମମତା ବାନାର୍ଜୀ କେବଳ ପଶ୍ଚିମ ବଙ୍ଗାଳର ମୁଖ୍ୟମନ୍ତ୍ରୀ ନୁହଁନ୍ତି ,ବଙ୍ଗାଳର ରାଜନୀତିରେ ତାଙ୍କ କଥା ମଧ୍ୟ ବହୁତ ଚାଲେ। ଏହିଫଟୋରେ ଆପଣ ଦେଖିପାରୁଥିବେ ଯେ ମମତା ବାନାର୍ଜୀ ତାଙ୍କ ଯୌ-ବନ ସମୟରେ କିପରି ଦେଖାଯାଉଥିଲେ ।

3. ସୁଷମା ସ୍ୱରାଜ :-

Google

ସୁଷମା ସ୍ୱରାଜ ଜଣେ ଭାରତୀୟ ରାଜନେତ୍ରୀ ଏବଂ ସୁପ୍ରିମକୋର୍ଟର ଓକିଲ ମଧ୍ୟ ଥିଲେ । ସେ ବିଜେପି ଦଳର ଜଣେ ବରିଷ୍ଠ ନେତା ଏବଂ ନରେନ୍ଦ୍ର ମୋଦିଙ୍କ ସମୟରେ ଭାରତର ପ୍ରଥମ ବିଦେଶମନ୍ତ୍ରୀ ପଦରେ ବିରାଜମାନ ହୋଇଥିବା ମହିଳା ଥିଲେ। ଏହି ଫଟୋରେ ଆପଣ ଦେଖିପାରୁଥିବେ ଯେ ସୁଷମା ସ୍ୱରାଜ ତାଙ୍କ ଯୌ-ବନ ସମୟରେ କେତେ ସୁନ୍ଦର ଦେଖାଯାଉଥିଲେ। ତାଙ୍କ ଦେହାନ୍ତ 6 ଅଗଷ୍ଟ 2019କୁ ହେଇଥିଲା।

4. ସୋନିଆ ଗାନ୍ଧୀ :-

Google

ଭାରତୀୟ ରାଜନୀତିରେ ବିପକ୍ଷ ଦଳକୁ ସମ୍ଭାଳୁଥିବା କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀ ନିଜର ଯୌ-ବନ ସମୟରେ କିପରି ଏକ ସୁନ୍ଦର ଅଭିନେତ୍ରୀ ପରି ଦେଖାଯାଉଥିଲେ ଆପଣ ଏହି ଫଟୋରେ ଦେଖିପାରୁଥିବେ । ଆପଣ ମଧ୍ୟ ସୋନିଆ ଗାନ୍ଧୀଙ୍କର ଏହି ଫଟୋକୁ ତାଙ୍କୁ ଦେଖି ଚିହ୍ନି ପାରିବେ ନାହିଁ।

5. ରାହୁଲ ଗାନ୍ଧୀ :-

Google

ରାହୁଲ ଗାନ୍ଧୀ ଜଣେ ଯୁବ ଅଭିନେତା ହେବା ସହ ରାଜନୀତିର ବିପକ୍ଷ ଦଳରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ନିଜର ଯୌ-ବନ ସମୟରେ ରାହୁଲ ଗାନ୍ଧୀ କିଛି ଏପରି ଦେଖାଯାଉଥିଲେ।

6. ମନମୋହନ ସିଂ :-

Google

ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅଧିକ ସମୟ ନିରବ ରହିବାକୁ ପସନ୍ଦ କରୁଥିଲେ । ନିଜର ଯୌ-ବନ ସମୟରେ ସେ କିଛି ଏପରି ଦେଖାଯାଉଥିଲେ ।

7. ଅରବିନ୍ଦ କେଜ୍ରିୱାଲ :-

Google

ଅରବିନ୍ଦ କେଜ୍ରିୱାଲ ‘ଆମ୍ ଆଦମି’ ଦଳର ମୁଖିଆ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଅଟନ୍ତି। ଅରବିନ୍ଦ କେଜ୍ରିୱାଲଙ୍କର ନାମ ରାଜନୀତିର ବଡ ବଡ ଦିଗଜ ନେତାଙ୍କ ମଧ୍ୟରେ ରହିଅଛି। ଏହାଙ୍କର ଯୌବନ ଫଟୋକୁ ଦେଖିଲେ ଆପଣ କଦାପି ଜାଣିପାରିବେନି ଯେ ଏହି ଫଟୋ ଅରବିନ୍ଦ କେଜ୍ରିୱାଲଙ୍କର ।

8. ଲାଲୁ ଯାଦବ :-

Google

ଲାଲୁ ଯାଦବ ବିହାର ରାଜନୀତିର ଏକ ବହୁତ ବଡ଼ ନାମ ଅଟେ। ଲାଲୁ ଯାଦବ ରାଷ୍ଟ୍ରୀୟ ଜନତା ଦଳର ମୁଖିଆ ହେବା ସହ ବିହାରର ରାଜନୀତିରେ ଏକ ମୂଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଲାଲୁ ଯାଦବ ଯୌ-ବନ ଫଟୋକୁ ଦେଖିଲେ ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *