ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।
ମେଷ ରାଶି:-
ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ଲୋକଙ୍କ ସହିତ ସାକ୍ଷାତ ହେବାର ସୁଯୋଗ ମିଳିବ। ସମାଜରେ ଆପଣଙ୍କର ବ୍ୟବହାରର ପ୍ରଶଂସା ହେବ। ବିରୋଧୀ ମାନଙ୍କ ପ୍ରତି ସତର୍କ ରହିବା ଉଚିତ। ଚାକିରିରେ ପରିବର୍ତନ ହୋଇପାରେ। ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ।ଜୀବନସାଥୀଙ୍କ ସହିତ ମଧୁରତା ରହିବ। ଛାତ୍ରମାନେ ସଫଳତା ପାଇବେ। ସାଙ୍ଗମାନଙ୍କ ସହିତ ଦେଖାହେବ
ବୃଷ ରାଶି:-
ନୂତନ କାର୍ଯ୍ୟ କରିବା ପାଇଁ ଚିନ୍ତା କରୁଛନ୍ତି ତ ତା ପାଇଁ ଆଜିର ଦିନ ଭଲ ସାବ୍ୟସ୍ତ ହୋଇପାରେ। କୌଣସି ବୁଦ୍ଧିଜିବିଙ୍କ ସହିତ ସାକ୍ଷାତ ହୋଇପାରେ, ଯିଏ ଆପଣଙ୍କୁ ନୂତନ ଦିଗ ଦେଖାଇବ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ପରିବାର ଏବଂ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଦାୟିତ୍ୱ ତୁଲାନ୍ତୁ। ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ।ପୈତୃକ କାର୍ଯ୍ୟ ଆଗକୁ ବଢିବ। ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବ।
ମିଥୁନ ରାଶି:-
ସାଙ୍ଗ ମାନଙ୍କର କୌଣସି କାର୍ଯ୍ୟରେ ସହଯୋଗ ପ୍ରାପ୍ତ ହେବ। ନିଜ କାମରେ ଆଜି ବିଜି ରହିବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନ ଭଲ ଅଟେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ସୁଦୃଢ ହେବ। ଭଲ ଆର୍ଥିକ ଲାଭ ହୋଇପାରେ। ଆଇନଗତ ମାମଲାର ତେଜି ଆସିବାର ସମ୍ଭାବନା ଅଛି। ଅଧିକ ଷ୍ଟ୍ରେସ ନିଅନ୍ତୁ ନାହିଁ । ଯାତ୍ରାକୁ ନଯିବା ପାଇଁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

କର୍କଟ ରାଶି:-
ବିନା କାମରେ ଯାତ୍ରା କରନ୍ତୁ ନାହିଁ। କୌଣସି ଯୋଜନାରେ ବିନିଯୋଗ କରିବାର ନିଷ୍ପତି ବର୍ତମାନ ନିଅନ୍ତୁ ନାହିଁ। ଆଜିର ଦିନ ସାଧାରଣ ଢଙ୍ଗରେ ବ୍ୟତିତ ହେବ। ଆଜି କଥା ହେବାବେଳେ ସାବଧାନ ରୁହନ୍ତୁ କାହା ସହିତ ବିବାଦ ହୋଇପାରେ। ଛାତ୍ରମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ। ପିତାମାତାଙ୍କ ସହିତ ସମୟ ବିତାନ୍ତୁ। ବ୍ୟବସାୟ ଭଲ ଚାଲିବ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ।
ସିଂହ ରାଶି:-
ବିରୋଧୀ ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରନ୍ତି। କିନ୍ତୁ ଶାନ୍ତ ଏବଂ ଧର୍ଯ୍ୟର ସହିତ ନିଜର କାମ କରନ୍ତୁ। ନିଜର ଦାୟିତ୍ୱକୁ ନେଇ ଗମ୍ଭୀର ରୁହନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଚେଷ୍ଟା କରନ୍ତୁ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ସମ୍ପର୍କରେ ମଧୁରତା ରହିବ। ପେଟରେ ସମସ୍ୟା ହୋଇପାରେ। ବଡ଼ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ନୂତନ କାର୍ଯ୍ୟ ଉପକୃତ ହେବ। ସାଙ୍ଗମାନଙ୍କ ସହିତ ଦେଖା ହେବ।
କନ୍ୟା ରାଶି:-
ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କର ଦୀର୍ଘ କାମ ଶେଷ ହେବ। ଚାକିରୀ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତିର ଯୋଗ ରହିଛି। ଆଜିର ଦିନ ଭଲ ରହିବ। ଆପଣଙ୍କର ଦିନଚଯ୍ୟାର ପରିବର୍ତନ ହେବ। ହଠାତ ଧନ ଲାଭ ହେବାର ଯୋଗ ରହିଛି। ପରିବାର ସଦସ୍ୟଙ୍କୁ ଭେଟିବେ। ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ। ନିଜ ଲୋକଙ୍କର ସାଥ ମିଳିବ।
ତୁଳା ରାଶି:-
ଆର୍ଥିକ ଲାଭ ହେବାର ସୁଯୋଗ ସାମ୍ନାକୁ ଆସିବ। ଅତୀତରେ କରାଯାଇଥିବା ପରିଶ୍ରମର ଆଧାରରେ ଆଜି ସଫଳତା ମିଳିବ। ପରିବାରର ସମ୍ପୂର୍ଣ ସହଯୋଗ ମିଳିବ। ଚାକିରୀରେ ପଦୋନ୍ନତି ପାଇପାରନ୍ତି। ଛାତ୍ରମାନେ ଅଧ୍ୟୟନରେ ଅଳସୁଆ ପ୍ରଦର୍ଶନ କରିପାରନ୍ତି। ବ୍ୟବସାୟ ବୃଦ୍ଧି ପାଇବ। ଅପରିଚିତ ଲୋକଙ୍କଠାରୁ ଦୂରତା ରଖନ୍ତୁ। ବିପଦ ନିଅନ୍ତୁ ନାହିଁ। ବିନିଯୋଗରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ।
ବିଛା ରାଶି:-
ପାରିବାରିକ ଜୀବନରେ ଚାପ ହୋଇପାରେ। ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଆଜିର ଦିନ ଅନୁକୂଳ ନୁହେଁ। କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କାରବାର ବିଷୟରେ ସାବଧାନ ରୁହନ୍ତୁ। ଆପଣଙ୍କୁ ବ୍ୟବସାୟିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପିଲାମାନଙ୍କ ସହିତ ଦିନ ବିତାନ୍ତୁ। ରି-ସ୍କ ନେବା ଠାରୁ ଦୂରେଇ ରୁହନ୍ତୁ। ସାଙ୍ଗମାନଙ୍କ ସହିତ ଆଲୋଚନା ହୋଇପାରେ। ସମ୍ପର୍କୀୟମାନଙ୍କର ଆଗମନ ହୋଇପାରେ। ଜୀବନସାଥୀଙ୍କ ସହିତ ପ୍ରେମ ବୃଦ୍ଧି ପାଇବ।
ଧନୁ ରାଶି:-
ଆପଣ ଆଜି ଶୁଭ ଖବର ମିଳିପାରେ। ଆର୍ଥିକ ଲାଭର ଜବରଦସ୍ତ ଯୋଗ ଅଛି। ପାରିବାରିକ ଜୀବନରେ ମଧୁରତା ରହିବ। ଆବଶ୍ୟକ ନିଷ୍ପତ୍ତି ନେବାକୁ ଧର୍ଯ୍ୟହରା ହୁଅନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହିତ ପରାମର୍ଶ ନିଶ୍ଚିତ ନିଅନ୍ତୁ। ଅଫିସରେ କାହା ସହିତ ମତଭେଦ ହୋଇପାରେ। ନିଜର କୌଣସି କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଆପଣ ବଡ଼ ମାନଙ୍କଠାରୁ ଆଶୀର୍ବାଦ ପାଇବେ। ଦିନଟି ଭଲ ରହିବ।

ମକର ରାଶି:-
ପୁରୁଣା ରୋଗରୁ ମୁକ୍ତି ମିଳିପାରେ। ଆଜିର ଦିନ ବ୍ୟସ୍ତବହୁଳ ରହିବ। ଏହି ସମୟରେ କୌଣସି ନୂତନ ଯୋଜନା ପ୍ରସ୍ତୁତ କରନ୍ତୁ ନାହିଁ। ଛାତ୍ରମାନେ ଉପକୃତ ହେବେ। ଆୟ ଆଗକୁ ବଢିବ। କୌଣସି ସମ୍ପର୍କୀୟଙ୍କ ସହିତ ମତଭେଦ ଦୂର ହେବ। ଜୀବନସାଥୀଙ୍କ ସହିତ ବୁଲିବାକୁ ଯିବେ। ନୂତନ ବନ୍ଧୁ ସୃଷ୍ଟି ହେବ। ବ୍ୟବସାୟ ଭ୍ରମଣ ଲାଭଦାୟକ ହେବ। ଅଧିକ ଖର୍ଚ୍ଚ ବଜେଟକୁ ଖରାପ କରିପାରେ।
କୁମ୍ଭ ରାଶି:-
ଆପଣ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବାର ସମ୍ଭାବନା ଅଛି। ଆଜି ଦିନ ସୁଖଦ ରହିବ। ଅଫିସର ମାନଙ୍କ ସହିତ ଦେଖାହେବ। ଜୀବନଶୈଳୀରେ ପରିବର୍ତ୍ତନ ଆସିବ। ଆପଣ ସକାରାତ୍ମକ ରହିବେ। ମାନ ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟଟି ସୁରୁଖୁରୁରେ ଚାଲିବ। ଆପଣ ନିଜର କୌଣସି ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି। ଛାତ୍ରମାନେ ସଫଳତା ପାଇବେ। ଅତୀତରେ କରାଯାଇଥିବା ବିନିଯୋଗ ଲାଭବାନ ହେବ।
ମୀନ ରାଶି:-
ଆଜିର ଦିନ ସାମାନ୍ୟ ରହିବ। ଆୟାର ବୃଦ୍ଧି ହେବ। ସ୍ବାସ୍ଥ୍ୟ ଭଲ ରହିବ। ଆଜି ଆପଣ ବହୁତ ଖୁସି ରହିବେ।ବିପଦ ସମ୍ବନ୍ଧୀୟ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ସମସ୍ତ କାର୍ଯ୍ୟ ସମାପ୍ତ କରିପାରିବେ। ନୂତନ ଯୋଜନା ପ୍ରସ୍ତୁତ ହେବ।କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି। ଆର୍ଥିକ ପରିସ୍ଥିତି ଭଲ ରହିବ। ପରିବାର ସଦସ୍ୟଙ୍କ ସହିତ ଧାର୍ମିକ କାର୍ଯ୍ୟରେ ଜଡିତ ହେବେ।
ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।