ଆଜିର ରାଶିଫଳ : ୧୮ ଜାନୁଆରୀ ୨୦୨୧, ସୋମବାର: ଜାଣନ୍ତୁ ଭଗବାନ ଶିବଙ୍କ କୃପାରୁ କେଉଁ ରାଶି ମାନଙ୍କ ଭାଗ୍ୟ ଚମକିବ, ପଢନ୍ତୁ ଆପଣଙ୍କ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି:-

ଆଜିର ଦିନ ଭଲ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ ଲାଭ ଏବଂ ବୃଦ୍ଧିର ଯୋଗ ରହିଛି। ଆଇନଗତ ମାମଲାକୁ ନେଇ ସ୍ଥିତି ଅନୁକୂଳ ରହିବ। କାହା ସହିତ ସାକ୍ଷାତ ହେବ। ବ୍ୟବସାୟରେ ନୂତନ କାର୍ଯ୍ୟ ମିଳିପାରେ। ଛାତ୍ରମାନଙ୍କୁ ସମସ୍ୟା ହୋଇପାରେ। ଦୁଷ୍ଟ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ। ବୃଦ୍ଧ ମାନଙ୍କର ଆଶୀର୍ବାଦ ମିଳିବ। ଆପଣ ପରିବାରର ସଦସ୍ୟଙ୍କ ସହିତ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।ସତସଙ୍ଗରେ ଲାଭ ମିଳିବ। ଆପଣଙ୍କର କାର୍ଯ୍ୟ ସହଜ ହେବ।

ବୃଷ ରାଶି:-

ଆଜିର ଦିନ ସମସ୍ୟାଭରା ରହିବ। କୌଣସି ସମ୍ପର୍କୀୟଙ୍କ ପାଖରୁ ଦୁଃଖଦ ସୁଚନା ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ଚିନ୍ତିତ ହୋଇପାରନ୍ତି। କାହା ସହିତ ବିବାଦର ଆଶଙ୍କା ରହିଛି। ଆର୍ଥିକ ସ୍ଥିତି କମଜୋର ହୋଇପାରେ। ଜରୁରୀ ନିଷ୍ପତି ନେବାରେ ତତ୍ପର ହୁଅନ୍ତୁ ନାହିଁ। କଥା ପ୍ରତି ନିୟନ୍ତ୍ରଣ ରଖନ୍ତୁ। ମୂଲ୍ୟ ବାନ ଜିନିଷର ସୁରକ୍ଷା କରନ୍ତୁ। ଅଚାନକ ନୂତନ କାର୍ଯ୍ୟ ସାମ୍ନାକୁ ଆସିବା ଦ୍ବାରା ଚିନ୍ତା ବଢ଼ିବ। ଚାପ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ଯାତ୍ରା କରିପାରନ୍ତି।

ମିଥୁନ ରାଶି:-

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଯୁବକ ମାନଙ୍କୁ ଚାକିରି ମିଳିପାରେ। ଛାତ୍ର ମାନଙ୍କୁ ସଫଳତା ମିଳିବ। ଅଚାନକ କୌଣସି କାର୍ଯ୍ୟରେ ଲାଭ ମିଳିବାର ସମ୍ଭାବନା ଅଛି। ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। ଋଣ ରାଶି ଫେରସ୍ତ ମିଳିବ। ଯୁବକ ମାନଙ୍କୁ ସଫଳତା ମିଳିବ। କାରବାରକୁ ନେଇ କରାଯାଇଥିବା ଯାତ୍ରା ଲାଭଦାୟକ ରହିବ। ଚାକିରିରେ ପ୍ରଭାବ ବୃଦ୍ଧି ପାଇବ। ରିକ୍ସ ନିଅନ୍ତୁ ନାହିଁ।

Google

କର୍କଟ ରାଶି:-

ଆଜି ଆପଣ ବହୁତ ବ୍ୟସ୍ତ ରହିବେ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଚାକିରି ଅଫିସରଙ୍କ ସହିତ ସାକ୍ଷାତ ହେବ।ସ୍ଥାନାନ୍ତର କିମ୍ବା ପଦନ୍ନତି ହେବାର ଅଧିକ ସମୟ ଆହୁରି ଅଛି। ଆପଣଙ୍କୁ ଧନ ଲାଭ ହୋଇପାରେ। ସନ୍ତାନ ତରଫରୁ ସମସ୍ୟା ଦୂର ହୋଇପାରେ। ଆଜି ସାମାଜିକ କାର୍ଯ୍ୟ କରିପାରିବେ। ବ୍ୟବସାୟକୁ ନେଇ ନୂତନ ଯୋଜନା ପ୍ରସ୍ତୁତ ହେବ। କୌଣସି ବନ୍ଧୁଙ୍କର ମାର୍ଗଦର୍ଶନ ଏବଂ ସହଯୋଗ ପ୍ରାପ୍ତ ହୋଇପାରେ। ଦିନଚଯ୍ୟାର ପରିବର୍ତନ ହେବ। ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଦୃଢ ରହିବ। ଆ-ଘା-ତ ଲାଗିପାରେ। ସାବଧାନ ରୁହନ୍ତୁ।

ସିଂହ ରାଶି:-

ଆଜି ସ୍ବାସ୍ଥ୍ୟ କମଜୋର ରହିବ। ଆଜି ମାନସିକ ସ୍ତରରେ ବିଚଳିତ ରହିବେ। କାହାକୁ ଉଦ୍ଧାର ଦେବା ପାଇଁ ପଡିପାରେ। ସମ୍ପର୍କୀୟ ମାନଙ୍କୁ ସାହାର୍ଯ୍ୟ କରିବେ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଯାତ୍ରା କରିପାରନ୍ତି। ସରକାରୀ କାର୍ଯ୍ୟାଳୟରେ ବନ୍ଦ ଥିବା କାର୍ଯ୍ୟ ଗତି କରିବ। ମତଭେଦ ସମାଧାନ ହୋଇପାରେ। ଛାତ୍ରମାନଙ୍କ ସମସ୍ୟାର ସମାଧାନ ହୋଇପାରିବ। ଜୀବନସାଥୀଙ୍କୁ ଉପହାର ଦେବାର ସୁଯୋଗ ପାଇବେ। ଆଜି ବହୁତ ଖୁସି ରହିବେ। ପରିବାର ଏବଂ ସମ୍ପର୍କୀୟମାନଙ୍କର ସହାୟତା ପାଇବା ଜାରି ରହିବ। ଆୟରେ ବୃଦ୍ଧି ହେବ।

କନ୍ୟା ରାଶି:-

ଆଜି ଅଧିକ ଖୁସି ରହିବ। କୌଣସି କାର୍ଯ୍ୟକୁ ନେଇ ଯାତ୍ରାର କାର୍ଯ୍ୟକ୍ରମ ହୋଇପାରେ। କୌଣସି ବୁଦ୍ଧିଜିବିଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଜୀବନର ଦିଗ ବଦଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ସତସଙ୍ଗର ଲାଭ ମିଳିବ।ବିବାଦୀୟ ପରିସ୍ଥିତିଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ଆଜି ଦାୟିତ୍ୱ ଅଧିକ ରହିବ। ଯୁବକମାନେ କାର୍ଯ୍ୟକୁ ସଫଳତା ପୂର୍ବକ କରିପାରିବେ। ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଛାତ୍ରମାନେ ସଫଳତା ପାଇବେ। କୌଣସି ବନ୍ଧୁଙ୍କୁ ସାକ୍ଷାତ କରିବେ। ବିନିଯୋଗର ପ୍ରସ୍ତାବ ମିଳିପାରେ।

ତୁଳା ରାଶି:-

ଆଜି ଆପଣଙ୍କର ଦିନ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ କାମ ପୁରଣ କରିବାରେ ସଫଳ ହେବେ। ପରିବାର ସଦସ୍ୟଙ୍କଠାରୁ ପରାମର୍ଶ ନେବା ଲାଭଦାୟକ ରହିବ। ଛାତ୍ରମାନଙ୍କର ମନ ଅଧ୍ୟୟନରେ ଲାଗିବ। ଆପଣ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ଆପଣ ଜୀବନସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ବିବାହିତ ଲୋକମାନଙ୍କ ପାଇଁ ଆଜି ସର୍ବୋତ୍ତମ ଦିନ ରହିବ। ଆପଣ ପାରିବାରିକ ଦାୟିତ୍ୱ ପାଇବେ ଯାହାକୁ ଆପଣ ପୂରଣ କରିବାକୁ କ୍ଲାନ୍ତ ଅନୁଭବ କରିବେ। ନୂତନ ଲୋକଙ୍କ ସହିତ ଭେଟହେବ।

ବିଛା ରାଶି:-

ଋଣ ଦେବା ସମୟରେ ସତର୍କତା ବ୍ୟବହାର କରନ୍ତୁ। ଧନର ବୃଦ୍ଧି ହେବାର ସମ୍ଭାବନା ଅଛି। ବେରୋଜଗାର ଦୂରେଇବା ପାଇଁ ପ୍ରୟାସ ସଫଳ ହେବ। ନୂତନ ଆୟର ଉତ୍ସର ସୂଚନା ମିଳିବ। ସାଙ୍ଗମାନଙ୍କ ସହିତ ମତଭେଦ ଦୂର ହେବ। ବିରୋଧୀମାନଙ୍କ ଠାରୁ ସାବଧାନ ରୁହନ୍ତୁ। ଆଜି ଧନହାନି ହେବାର ସମ୍ଭାବନା ଅଛି। ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବିପଦ ଇତ୍ୟାଦି ନେବା ସମୟରେ ଯତ୍ନବାନ ହୁଅନ୍ତୁ।ସ୍ୱାସ୍ଥ୍ୟ ଖରାପ ଯୋଗୁ କାର୍ଯ୍ୟରେ ବାଧା ଉପୁଜିପାରେ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ବ୍ୟବସାୟ ଭଲ ଚାଲିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ ରାଶି:-

ଆଜି କୌଣସି ବିବାଦରେ ପଡନ୍ତୁ ନାହିଁ। କୌଣସି କାମକୁ ନେଇ ତତ୍ପର ହୁଅନ୍ତୁ ନାହିଁ। ସନ୍ତାନ ସମ୍ବନ୍ଧୀୟ ଅସୁବିଧା ହେବାର ସମ୍ଭାବନା ଅଛି। ଛାତ୍ରମାନଙ୍କ ଉଦ୍ୟମ ସଫଳ ହେବ। ଚାକିରିରେ କାମର ପ୍ରଶଂସା ହେବ। କୌଣସି କାର୍ଯ୍ୟ ସମାପ୍ତ କରିବା ଲାଗି ଇଚ୍ଛା ପ୍ରବଳ ହେବ। ଟଙ୍କା ପାଇବା ପାଇଁ ସୁଯୋଗ ମିଳିବ। ନିଜର ପୁରୁଣା ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ।ବ୍ୟବସାୟର ବିସ୍ତାର ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରନ୍ତୁ। ଆଇନଗତ ମାମଲା ଆଗକୁ ବଢିପାରେ। ଆଜିର ଦିନ ବ୍ୟସ୍ତପୂର୍ଣ୍ଣ ରହିବ।

Google

ମକର ରାଶି:-

ଆଜି ଯାତ୍ରା କରନ୍ତୁ ନାହିଁ। କାହା ସହିତ ବିନା କାରଣରେ ମତଭେଦ ହୋଇପାରେ। ବ୍ୟସ୍ତତା ଯୋଗୁ କ୍ଲାନ୍ତ ଲାଗିବ।କୌଣସି କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ। ଅପ୍ରୀତିକର ଖବର ମିଳିପାରେ। ଚିନ୍ତା ଏବଂ ଟେନସନ ରହିବ। ବ୍ୟବସାୟ ଭଲ ଚାଲିବ।ଆଜି ଧନ ହାନି ହୋଇପାରେ। ସାବଧାନ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରାଯାଇପାରେ। ଦମ୍ପତିଙ୍କ ମଧ୍ୟରେ ମଧୁରତା ରହିବ। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। କୌଣସି ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ। ପେଟ ଯନ୍ତ୍ରଣାର ସମସ୍ୟା ହୋଇପାରେ। ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ସାକ୍ଷାତ ହେବ।

କୁମ୍ଭ ରାଶି:-

ଆଜିର ଦିନ ସାମାନ୍ୟ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ ଲାଭର ବୃଦ୍ଧି ହେବ। ଆଇନଗତ ପ୍ରସଙ୍ଗରେ ପରିସ୍ଥିତି ଅନୁକୂଳ ହେବ। କାହା ସହିତ ସାକ୍ଷାତ ହେବ। ବ୍ୟବସାୟରେ ନୂତନ ସୁଯୋଗ ମିଳିପାରେ। ଛାତ୍ରମାନଙ୍କର ସମସ୍ୟା ଦୂର ହେବ। କୁଟିଳ ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖାଇବା ପିଇବାକୁ ନିୟମିତ ରଖନ୍ତୁ। ଆପଣଙ୍କର ଦିନଚଯ୍ୟା ବଦଳିପାରେ। ଆଧ୍ୟାତ୍ମିକ ପରିବର୍ତ୍ତନ ପାଇଁ ଆଜିର ଦିନ ଭଲ ରହିବ। କୌଣସି କାମକୁ ନେଇ ଯାତ୍ରା କରିପାରନ୍ତି। କାହାର ପରାମର୍ଶ ବିନା ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ ରାଶି:-

ସମ୍ପର୍କୀୟଙ୍କଠାରୁ ଭଲ ଖବର ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ଚାକିରିରେ ସହଯୋଗୀମାନେ ସାହାଯ୍ୟ କରିବେ। ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ସମ୍ଭବ ଅଟେ। କୌଣସି କାମ ନହେବା ଯୋଗୁ ଅସ୍ଥିରତା ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଅଫିସ କାର୍ଯ୍ୟ ଠିକ ସମୟରେ ସମାପ୍ତ କରିପାରିବେ। ପରିବାର ସଦସ୍ୟଙ୍କ ପରାମର୍ଶ ନେବା ଲାଭଦାୟକ ହେବ। ଛାତ୍ରମାନଙ୍କର ମନ ଅଧ୍ୟୟନରେ ଲାଗିବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *