ମହିଳାଙ୍କ ଏହି ୩ ଟି ଅଙ୍ଗ କହିଦିଏ ସେମାନଙ୍କ ଚରିତ୍ର ବିଷୟରେ, ଖୋଲି ଦେଇଥାଏ ସେମାନଙ୍କର ସବୁ ରାଜ।

କୌଣସି ବି ମହିଳା ମାନଙ୍କର ସ୍ୱଭାବ କେମିତି ହୋଇଥାଏ ଏବଂ ସେ ଭଲ ଜୀବନସାଥୀ ସାବ୍ୟସ୍ତ ହେବେ ନାଁ ନାହିଁ। ଏହା ବିଷୟରେ ବହୁତ ସହଜରେ ପତା ଲଗେଇ ହେବ। ଯେମିତିକି ମହିଳା ମାନଙ୍କ ୩ ଟି ଅଙ୍ଗ ଅଛି ସେମାନଙ୍କ ସ୍ୱଭାବ ଏବଂ ଚରିତ୍ର ବିଷୟରେ ସବୁ କହିଦିଏ।

Google

ଭୃଲତା ଆକାର:-

ବିଶ୍ୱାସ କରାଯାଏ ଯେଉଁମାନଙ୍କର ଭୃଲତା ଧନୁ ଆକୃତିର। ସେହି ମହିଳାମାନେ ସୁନ୍ଦର ଏବଂ ଚରିତ୍ରବାନ ହୋଇଥାନ୍ତି। ଏହିପରି ମହିଳାମାନେ ସମସ୍ତଙ୍କୁ ସମ୍ମାନର ସହ କଥା ହୁଅନ୍ତି ଏବଂ ସମସ୍ତଙ୍କୁ ସମ୍ମାନ କରନ୍ତି। ସେହିଭଳି ଯେଉଁ ମହିଳାମାନଙ୍କର ଭୃଲତା ସିଧା, ଲମ୍ବା ଏବଂ ମୋଟା କିମ୍ବା ଭଙ୍ଗା ହୋଇଥାଏ ସେହିଭଳି ମହିଳା ମାନଙ୍କର ସ୍ୱଭାବ ଭଲ ହୋଇ ନଥାଏ। ଯେଉଁ ମହିଳାମାନଙ୍କର ନାକ ଉପରେ ଉଭୟ ପାର୍ଶ୍ୱରେ ଭୃଲତା ମିଶି ଥାଏ ଏପରି ମହିଳାମାନେ ସ୍ୱାମୀଙ୍କୁ ଅଧିକ ଭଲ ପାଆନ୍ତି।

ଗାଲର ଆକାର:-

ମହିଳା ମାନଙ୍କ ଗାଲ ଉପରେ ଡ଼ିମ୍ପଲ ହେବା ଅର୍ଥ ହୋଇଥାଏ କି ସେମାନେ ବହୁତ ମଜାଳିଆ ଏବଂ ବିଶ୍ୱସ୍ତ ହୋଇଥାନ୍ତି। ଏମିତି ମହିଳା ମାନେ ସ୍ୱଭାବରେ ବହୁତ ଦୟାଳୁ ହୋଇଥାନ୍ତି। ଏମିତି ଯେଉଁ ମହିଳା ମାନଙ୍କର ଗାଲ ଗୋଲକାର ହୋଇଥାଏ, ସେମାନଙ୍କୁ ବହୁତ ଅଧିକ ଭାଗ୍ୟଶାଳୀ ମାନା ଯାଇଥାଏ। ଲମ୍ବାକାର ମହିଳା ମାନେ ସାଂସ୍କାରିକ ଏବଂ ସୁଖ ଆଡକୁ ଶୀଘ୍ର ଆକର୍ଷିତ ହୋଇଥାନ୍ତି। ଏମିତି ମହିଳା ମାନେ ଭଲ ଜୀବନସାଥୀ ସାବ୍ୟସ୍ତ ହୋଇ ନଥାନ୍ତି।

Google

ଓଠର ଆକାର:

ଯେଉଁ ମହିଳାଙ୍କ ଓଠ ସୁନ୍ଦର ହୋଇଥାଏ, ସେମାନଙ୍କ ସ୍ୱଭାବ ଭଲ ହୋଇଥାଏ। ଲାଲ, ପତଳା, ଚିକଣ ଏବଂ ଭଲ ଆକୃତିର ଓଠ ଥିବା ମହିଳା ବହୁତ ସଂସ୍କାରି ହୋଇଥାନ୍ତି ଏବଂ ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି। ସେମିତି ଯେଉଁ ମହିଳା ମାନଙ୍କର ତଳ ଓଠ ମୋଟା ଏବଂ କଳା ହୋଇଥାଏ। ସେମାନଙ୍କର ବୈବାହିକ ଜୀବନ ଚାପରେ ଭରି ରହିଥାଏ।

ବନ୍ଧୁଗଣ ଏହା ଥିଲା ଆଜିର ଆର୍ଟିକିଲଟି ଏହାକୁ ବିଶ୍ୱାସ କରିବା ନ କରିବା ଆପଣଙ୍କ ଉପରେ ନିର୍ଭର କରେ । ଯଦି ଏହି ଆର୍ଟିକିଲଟି ଆପଣଙ୍କୁ ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *