ଆଜିର ରାଶିଫଳ : ୦୮ ଡିସେମ୍ବର ୨୦୨୦, ମଙ୍ଗଳବାର : ପାଞ୍ଚଟି ରାଶିର ଲୋକଙ୍କୁ କାର୍ଯ୍ୟରେ ଉଚିତ ପରିଣାମ ପ୍ରାପ୍ତ ହେବ, ପଢନ୍ତୁ ମଙ୍ଗଳବାର ଦିନର ରାଶିଫଳ ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟା ରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ମାନସିକ ଚିନ୍ତା ବୃଦ୍ଧି ହେବ ଏବଂ ଶାରୀରିକ ଦୁର୍ବଳତା ଅନୁଭବ କରି ପାରନ୍ତି। ଖାଦ୍ୟ ପେଟ ଉପରେ ବିଶେଷ ରୂପରେ ଧ୍ୟାନ ରଖନ୍ତୁ। ଆୟ ବୃଦ୍ଧି ହେବା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନରେ ଜୀବନସାଥୀ ଆପଣଙ୍କୁ ସହଯୋଗ କରିବେ, ତାଙ୍କ ଦ୍ଵାରା ଆପଣଙ୍କୁ ଉଚିତ ପରାମର୍ଶ ମିଳିପାରେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ କରିବେ।

ବୃଷ ରାଶି –

ଆପଣଙ୍କ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ମାନସିକ ଚିନ୍ତା ଦୂର ହେବ। ସ୍ବାସ୍ଥ୍ୟ ସୁଦୃଢ ରହିବ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀଙ୍କୁ ନେଇ କୌଣସି ସ୍ଥାନକୁ ଯାଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲା ପାଇଁ କିଛି ନିରାଶାର ସାମ୍ନା କରିବାକୁ ପଡିପାରେ। ପରିବାର କୁ ସୁଦୃଢ କରିବା ପାଇଁ ଆପଣ ନିବେଶ କରି ପାରନ୍ତି। ସନ୍ତାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। ପରିବାରର ଆବଶ୍ୟକତା କୁ ବୁଝିବାକୁ ପ୍ରୟାସ କରିବେ। ବିରୋଧୀ ପରାସ୍ତ ହେବେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ବ୍ୟାପାର ମାମଲା ପାଇଁ  ସମୟ ଅନୁକୂଳ ରହିଛି। ଶ୍ଵଶୁର ପକ୍ଷରୁ ସୁଖଦ ସମାଚାର ମିଳିପାରେ। ପ୍ରେମ ଜୀବନ ସୁଖମୟ ରହିବ। ସମ୍ବନ୍ଧ ରେ ମଧୁରତା ଆସିବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବେ। ଆପଣଙ୍କ ସୁଖ ସୁବିଧାରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସହିତ କଥା ହୋଇ ଆପଣ ନିଜର ସମସ୍ୟା ଦୂର କରିବେ। ଚାକିରୀ ବଦଳିବା ପାଇଁ ପ୍ରୟାସ କରି ପାରନ୍ତି। ବ୍ୟବସାୟ ପାଇଁ ଦିନଟି ସାମାନ୍ୟ ରହିବ

ସିଂହ ରାଶି –

ଆଜି ଆପଣଙ୍କୁ ସଫଳତା ମିଳିବ। ପୁରୁଣା କାର୍ଯ୍ୟ ରେ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରର ମାହୋଲ ସୁଖମୟ ରହିବ। କାର୍ଯ୍ୟ ମାମଲା ପାଇଁ ଦିନଟି ଅନୁକୂଳ ରହିବ ଏବଂ ଅଧିକ ପରିଶ୍ରମ କରିବାକୁ ପଡିବ। ବ୍ୟାପାର ରେ ଲାଭ ମିଳିବ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ମାନସିକ ଚିନ୍ତା କମ ହୋଇଯିବ। ଶିକ୍ଷା କ୍ଷେତ୍ରରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସନ୍ତାନ ସମ୍ବନ୍ଧିତ ସୁଖଦ ସମାଚାର ମିଳିପାରେ। କାର୍ଯ୍ୟ ମାମଲା ପାଇଁ ଦିନଟି ଅନୁକୂଳ ରହିଛି । ବିରୋଧୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ପରିବାରରେ ଆପଣଙ୍କ ହସ୍ତକ୍ଷେପ ଜରୁରୀ ହେବ। ପରିବାରର ଆବଶ୍ୟକତା କୁ ଆପଣ ବୁଝିବାକୁ ପ୍ରୟାସ କରିବେ। ଭାଗ୍ୟ ଦୁର୍ବଳ ରହିବ। ଅଧିକ ପରିଶ୍ରମ କରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟରେ ବିଳମ୍ବ ହୋଇପାରେ। ଆପଣଙ୍କ ସମ୍ପକୀୟ ଆପଣଙ୍କୁ ଦୁଃଖ ଦେଇ ପାରନ୍ତି। କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। କାର୍ଯ୍ୟ ମାମଲା ପାଇଁ ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିବାର ର ବଡ଼  ଲୋକଙ୍କ ଆଶୀର୍ବାଦ ମିଳିବ। ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟ ରେ ବୃଦ୍ଧି ହେବ। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ବ୍ୟବହାର ସୁଦୃଢ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପାରିବାରିକ ଜୀବନ ସୁଖମୟ ରହିବ। ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କ କାର୍ଯ୍ୟ ରେ ସୁଖଦ ପରିଣାମ ପ୍ରାପ୍ତ ହେବ। ପରିବାରର ସାନ ପିଲା ମାନେ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ଜୀବନସାଥୀଙ୍କ ବ୍ୟବହାର ଆପଣଙ୍କୁ ଦୁଃଖିତ ହୋଇପାରେ। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟ ମାମଲା ପାଇଁ ସମୟ ସାମାନ୍ୟ ରହିବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଜୀବନସାଥୀଙ୍କ ସହିତ କୌଣସି ଯାତ୍ରା ରେ ଯାଇ ପାରନ୍ତି। ଏହି ଯାତ୍ରା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ରହିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆୟରେ ବୃଦ୍ଧି ହେବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଖର୍ଚ୍ଚ ବଢିପାରେ। ଖାଦ୍ୟ ପେୟ ଉପରେ ଧ୍ୟାନ ଦିଅନ୍ତୁ। ପରିବାରର ମାହୋଲ ସୁଖମୟ ରହିବ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସମସ୍ୟାରେ ଅତିବାହିତ ହୋଇପାରେ। କାର୍ଯ୍ୟ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ମାନସିକ ଚିନ୍ତା ବଢିପାରେ, କିନ୍ତୁ ଶୀଘ୍ରତାରୁ ବଞ୍ଚିତ ହେବା ଉଚିତ। ପଦ ପ୍ରତିଷ୍ଠା ରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ହେବ ଏବଂ ଜୀବନସାଥୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ସମ୍ପର୍କୀୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟ ମାମଲା ପାଇଁ  ଆପଣଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବ୍ୟକ୍ତିଗତ କଥାକୁ ଉଜାଗର କରନ୍ତୁ ନାହିଁ, ନଚେତ ଆପଣଙ୍କ କାର୍ଯ୍ୟ ବିଗିଡି ପାରେ। ପରିବାରର ମାହୋଲ ସୁଖମୟ ରହିବ। ଦାମ୍ପତ୍ୟ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣ ଯାହାକୁ ପ୍ରେମ କରୁଛନ୍ତି,  ତାଙ୍କୁ ପ୍ରେମ ନିବେଦନ କରି ପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରନ୍ତୁ ଏବଂ କାହା ଉପରେ ନିର୍ଭର କରନ୍ତୁ ନାହିଁ। ବ୍ୟାପାର ରେ ଲାଭ ମିଳିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *