ଆଜିର ରାଶିଫଳ : ୦୭ ଡିସେମ୍ବର ୨୦୨୦, ସୋମବାର : ବୃଷ ରାଶିର ଲୋକଙ୍କର କଷ୍ଟ ଶୀଘ୍ର ହେବ ଅନ୍ତ , ଏହି ରାଶିର ଅବିବାହିତଙ୍କ ବନିବ ବିବାହର ଯୋଗ ।

ମାର୍ଗ ଶୀର୍ଷ କୃଷ୍ଣ ପକ୍ଷର ସପ୍ତମୀ ତିଥି ଏବଂ ସୋମବାର ଦିନ ଅଟେ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶଙ୍କ ଠାରୁ ରାଶି ଅନୁସାରେ କିପରି ରହିବ ଆପଣଙ୍କ ଦିନ।

ମାର୍ଗ ଶୀର୍ଷ କୃଷ୍ଣ ପକ୍ଷର ସପ୍ତମୀ ତିଥି ଏବଂ ସୋମବାର ଦିନ ଅଟେ। ସପ୍ତମୀ ତିଥି ସନ୍ଧ୍ୟା ୬ ଟା ବାଜି ୪୮ ମିନିଟ ପର୍ଯ୍ୟନ୍ତ ରହିବ। ଏହାସହିତ ଦ୍ବିପ୍ରହର ୨ ଟା ବାଜି ୩୩ ମିନିଟ ପର୍ଯ୍ୟନ୍ତ ରବି ଯୋଗ ରହିବ। ରବି ଯୋଗ ପ୍ରଭାବରେ ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଦ୍ବିପ୍ରହର ୨ ଟା ବାଜି ୩୩ ମିନିଟ ପର୍ଯ୍ୟନ୍ତ ମଘା ନକ୍ଷତ୍ର ରହିବ, ଏହାପରେ  ପୂର୍ବାଫାଲ୍ଗୁନୀ ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶଙ୍କ ଠାରୁ ରାଶି ଅନୁସାରେ କିପରି ରହିବ ଆପଣଙ୍କ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରୀୟତା ବଢିବ। କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପରିବାର ତରଫରୁ ସୁଖଦ ସମାଚାର ମିଳିପାରେ । ପାର୍ଟନରଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। ପିତାମାତାଙ୍କ ସହିତ ସମୟ ଅତିବାହିତ କରିବେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଛାତ୍ର ମାନଙ୍କୁ  କ୍ୟାରିୟରରେ ପରିବର୍ତ୍ତନ କରିବାକୁ ପଡ଼ିବ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଲୋକଙ୍କୁ ଲାଭ ପ୍ରାପ୍ତ ହେବ। ପାରିବାରିକ ଜୀବନ ସୁଖମୟ ରହିବ। ପାରିବାରିକ ଜୀବନ ସୁଖମୟ ରହିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଆପଣଙ୍କୁ ନିଜ ବ୍ୟବହାର ଉପରେ ସନ୍ତୁଳନ ରଖିବାର ଆବଶ୍ୟକତା ରହିଛି। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। କୌଣସି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କିଛି କାର୍ଯ୍ୟରେ ଅନୁଭବୀ ଲୋକଙ୍କ ସହଯୋଗ ପ୍ରାପ୍ତ ହେବ। ପରିବାର ସହିତ ସିନେମା ଦେଖିବାକୁ ଯାଇ ପାରନ୍ତି। ଆର୍ଥିକ ମାମଲା ବିଷୟକୁ ନେଇ ଆପଣଙ୍କୁ ସଚେତନ ରହିବାର ଆବଶ୍ୟକତା ରହିଛି। ପୁରୁଣା କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ରୋଜଗାର ନଥିବା ଲୋକଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ରହିବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିବାରେ ଆପଣ ସଫଳ ରହିବେ। ଘରୋଇ ସମସ୍ୟାକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆପଣ ପ୍ରୟାସ କରିବେ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ମାତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।

କନ୍ୟା ରାଶି –

ଆପଣଙ୍କ ଦିନଟି ଉତ୍ତମ ସାବ୍ୟସ୍ତ ହେବ।ଆର୍ଥିକ ପକ୍ଷ ସୁଦୃଢ ରହିବ। ଛାତ୍ର ମାନଙ୍କୁ ନିଜ ଶିକ୍ଷକଙ୍କ କଥାକୁ ଗୁରୁତ୍ଵ ଦେବା ଉଚିତ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ସୁଖଦ ସମାଚାର ମିଳିବ। କୌଣସି ଖୁସି ଖବର ମିଳିପାରେ। ଆୟର ନୂତନ ସ୍ରୋତ ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ନୂଆ ଆଇଡ଼ିଆ ସବୁ ମିଳିପାରେ। ଘରେ ସୁଖଶାନ୍ତି ବିରାଜମାନ କରିବ। ଆଖି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ, ନଚେତ ଆଖି ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ।

ତୁଳା ରାଶି –

ଆପଣଙ୍କ ପାଇଁ ଦିନଟି ସାମାନ୍ୟ ରହିବ। ପାରିବାରିକ ମାମଲା କୁ ନେଇ ଆପଣ ବ୍ୟସ୍ତ ରହିବେ। ଅଫିସ କାର୍ଯ୍ୟ ଧୀର ଗତିରେ ଯାଇ ସମ୍ପନ୍ନ ହେବ। କିଛି ସମସ୍ୟା ଦେଖା ଦେଇପାରେ। କୌଣସି କଥାକୁ ନେଇ ଭାଇଭଉଣୀ ମଧ୍ୟରେ ମତଭେଦ ହୋଇପାରେ । ନୂତନ ସମ୍ବନ୍ଧରୁ ଆପଣଙ୍କୁ ଫାଇଦା ମିଳିପାରେ। ମହିଳା ମିତ୍ରଙ୍କ ତରଫରୁ ଲାଭ ମିଳିପାରେ।

ବିଛା ରାଶି –

ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟରେ ଆପଣଙ୍କୁ ଫାଇଦା ମିଳିବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ଜୀବନସାଥୀଙ୍କ କଥାରେ ଆପଣ ପ୍ରଭାବିତ ହୋଇ ପାରନ୍ତି। ସାମାଜିକ କାର୍ଯ୍ୟରେ ଆପଣ ଯୋଗଦାନ କରି ପାରନ୍ତି। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। କିଛି ନୂଆ କାର୍ଯ୍ୟ ଆପଣଙ୍କ ସାମ୍ନାକୁ ଆସିପାରେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

ଧନୁ ରାଶି –

ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଅଫିସ ରେ ଲୋକଙ୍କ ସହିତ ତାଳମେଳ ରଖିବେ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ସନ୍ତୁଳନ ରହିବ। ସନ୍ଧ୍ୟା ସମୟରେ କୌଣସି ସମାରୋହ ରେ ଯୋଗ ଦେଇ ପାରନ୍ତି। ପୁରୁଣା ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି। କୌଣସି ଶୁଭ ସମାଚାର ମିଳିପାରେ। କରିଥିବା କାର୍ଯ୍ୟରେ ସଫଳତା ମିଳିବ।

Google

ମକର ରାଶି –

ଆପଣଙ୍କ ପାଇଁ ଦିନଟି ସାମାନ୍ୟ ରହିବ। ପାରିବାରିକ ସମ୍ପର୍କ ସୁଦୃଢ ରହିବ। ଅଳ୍ପ ପରିଶ୍ରମ ଦ୍ଵାରା ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ବ୍ୟବସାୟିକ ମାମଲାରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କୁ ସବୁ କାର୍ଯ୍ୟ ପାଇଁ ଭଲ ଭାବରେ ବିଚାର କରିବା ଆବଶ୍ୟକ। ବୈବାହିକ ଜୀବନ ସୁଖମୟ ରହିବ। ଅଫିସ ରେ ବଢିଆ ମାହୋଲ ରହିବ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଘରର ମାହୋଲ ସୁଖମୟ ରହିବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ ସଫଳତାର ନୂତନ ମାର୍ଗ ପ୍ରାପ୍ତ ହେବ। ପାରିବାରିକ ଜୀବନ ସୁଖମୟ ରହିବ। ଖାସ୍ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଅଫିସ କାର୍ଯ୍ୟରେ ଆପଣ ଅଧିକ ବ୍ୟସ୍ତ ରହିବେ। ଆପଣ ନିଜ କଥା ଅନ୍ୟମାନଙ୍କ ସାମ୍ନାରେ ଉପସ୍ଥାପନ କରି ପାରନ୍ତି। ଆର୍ଥିକ ପକ୍ଷ ଦୁର୍ବଳ ରହିପାରେ। ପାରିବାରିକ ମାମଲାରେ ଅଣଦେଖା କରନ୍ତୁ ନାହିଁ। ବନ୍ଧୁଙ୍କ ସହିତ ମନୋରଞ୍ଜନ ସମୟ ଅତିବାହିତ କରିବେ ଏବଂ ଭ୍ରମଣରେ ଯାଇ ପାରନ୍ତି। ଖର୍ଚ୍ଚରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିଛି।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *