ଆଜିର ରାଶିଫଳ : ୦୬ ଡିସେମ୍ବର ୨୦୨୦, ରବିବାର: ଡିସେମ୍ବର ମାସର ପ୍ରଥମ ରବିବାର କୁ କନ୍ୟା ରାଶିର ଦିନ ରହିବ ଉତ୍ତମ, ଜାଣନ୍ତୁ ଅନ୍ୟ ରାଶିର ଅବସ୍ଥା।

ମାର୍ଗ ଶୀର୍ଷ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଏବଂ ରବିବାର ଦିନ ଅଟେ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶଙ୍କ ଠାରୁ ରାଶି ଅନୁସାରେ କିପରି ରହିବ ଆପଣଙ୍କ ଦିନ।

ମାର୍ଗ ଶୀର୍ଷ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଏବଂ ରବିବାର ଦିନ ଅଟେ। ଷଷ୍ଠୀ ତିଥି ସନ୍ଧ୍ୟା ୭ ଟା ବାଜି ୪୫ ମିନିଟ ପର୍ଯ୍ୟନ୍ତ । ସାରା ଦିନ ସାରା ରାତି ପାରି ହୋଇ ସକାଳ ୬ ଟା ବାଜି ୨୮ ମିନିଟ ପର୍ଯ୍ୟନ୍ତ ବୈଧ୍ରୁତି ଯୋଗ ରହିବ। ଦ୍ବିପ୍ରହର ସମୟରେ ୨ ଟା ବାଜି ୪୬ ମିନିଟ ପର୍ଯ୍ୟନ୍ତ ଅଶ୍ଳେଷା ନକ୍ଷତ୍ର ରହିବ, ଏହାପରେ ମଘା ନକ୍ଷତ୍ର ଲାଗି ଯିବ। ଏହାସହିତ ସାରା ଦିନ ପାରି ହୋଇ ୯ ଟା ବାଜି ୫୮ ମିନିଟରେ ଚନ୍ଦ୍ରମା  ଏବଂ ମଘା ନକ୍ଷତ୍ର ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶ ଙ୍କ ଠାରୁ କିପରି ରହିବ ଆପଣଙ୍କ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ ରହିବ। ପାରିବାରିକ କାର୍ଯ୍ୟ ସମ୍ପନ୍ନ କରିବାରେ ଆପଣ ସଫଳ ରହିବେ। ଜରୁରୀ କାର୍ଯ୍ୟ ସମ୍ପନ୍ନ କରିବାରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଆଖପାଖ ଲୋକଙ୍କ ଠାରୁ ସହାନୁଭୂତି ପ୍ରାପ୍ତ ହେବ। କିଛି ଲୋକ ଆପଣଙ୍କ ପାଇଁ ଖାସ୍ ସାବ୍ୟସ୍ତ ହୋଇ ପାରନ୍ତି। ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାର ତରଫରୁ କୌଣସି କାର୍ଯ୍ୟ ପାଇଁ ସହଯୋଗ ପ୍ରାପ୍ତ ହୋଇପାରେ। ରୋଜଗାର ମାମଲାରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହୋଇପାରେ। ବ୍ୟବସାୟ କରୁଥିବା ଲୋକଙ୍କୁ ସଫଳତା ପ୍ରାପ୍ତ ହେବ। କୌଣସି ବ୍ୟକ୍ତିଙ୍କ ସହିତ ବଡ଼ ପ୍ରୋଜେକ୍ଟ ପାଇଁ କଥାବାର୍ତ୍ତା କରି ପାରନ୍ତି। ଆପଣଙ୍କ ମନରେ ନୂଆ ବିଚାର ଆସିପାରେ। ଧନରେ ବୃଦ୍ଧି ହୋଇପାରେ।

ମିଥୁନ ରାଶି –

ଆପଣ ପରିବାର ସହିତ କୌଣସି କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି। କୌଣସି କାର୍ଯ୍ୟରେ ଆପଣଙ୍କୁ ବିଳମ୍ବ ହୋଇପାରେ। ଆପଣଙ୍କୁ ନିଜ ମନକୁ ନିୟନ୍ତ୍ରଣରେ ରଖିବାକୁ ପଡିବ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆପଣ ଖାଦ୍ୟପେୟ ଉପରେ ଧ୍ୟାନ ଦେଇ ପାରିବେ ନାହିଁ। ଆପଣଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ। ଶାରୀରିକ ସୁସ୍ଥତା ପାଇଁ ଆପଣଙ୍କୁ ବ୍ୟାୟାମ କରିବା ଆବଶ୍ୟକ। ପାରିବାରିକ ଜୀବନ ସୁଖମୟ ରହିବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ ତୁଲାଇବା ପାଇଁ ଆପଣ ପ୍ରୟାସ କରିବେ। ଆପଣଙ୍କର ଭୌତିକ ସୁଖ ସୁବିଧା ରେ ବୃଦ୍ଧି ହେବ । ଆପଣଙ୍କ ମନରେ କୌଣସି କଥା ଚାପି ରହିପାରେ। ଆପଣ କୌଣସି ରାଜନୈତିକ ମାମଲାରେ ପଶି ପାରନ୍ତି। ଅଫିସ କାର୍ଯ୍ୟରେ ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇ ପାରେ। ଭବିଷ୍ୟତକୁ ନେଇ ଆପଣ ଚିନ୍ତା କରି ପାରନ୍ତି।

ସିଂହ ରାଶି –

ଆଜିର ଦିନଟି ପୂର୍ବ ଅପେକ୍ଷା ସୁଦୃଢ ରହିବ। କୌଣସି ଜରୁରୀ କାର୍ଯ୍ୟ ତୁଲାଇ ପାରନ୍ତି। ଖାସ୍ କାର୍ଯ୍ୟ ସମ୍ପନ୍ନ ହେବ। ଆଖ ପାଖ ଲୋକଙ୍କ ସହିତ ଆପଣ ଉଦାରତାର ସହିତ ବ୍ୟବହାର କରିବେ। ପରିଶ୍ରମ ଦ୍ଵାରା ଆପଣଙ୍କୁ ସଫଳତା ମିଳିବ। ଅବିବାହିତ ଲୋକଙ୍କୁ ବିବାହ ପାଇଁ ପ୍ରସ୍ତାବ ମିଳିପାରେ।

କନ୍ୟା ରାଶି –

ଆପଣଙ୍କ ପାଇଁ ଦିନଟି ସୁଖମୟ ରହିଛି। କଳା କ୍ଷେତ୍ରରେ ରୁଚି ବଢିବ। ପରିବାରରେ ସୁଖମୟ ମାହୋଲ ରହିବ। ବନ୍ଧୁଙ୍କ ସହିତ କୌଣସି ଟ୍ରିପର ଯୋଜନା କରି ପାରନ୍ତି ।ଅଚାନକ ଯାତ୍ରା କରି ପାରନ୍ତି। ସନ୍ତାନଙ୍କ ପାଠପଢ଼ା ମାମଲାକୁ ନେଇ ସୁଖଦ ସମାଚାର ମିଳିପାରେ। ପାରିବାରିକ ସମ୍ପର୍କ ସୁଦୃଢ ରହିବ। କିଛି ଜରୁରୀ କାର୍ଯ୍ୟରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ସହିତ କୌଣସି ଭୁଲ ବୁଝାମଣା ହୋଇପାରେ। ଦିନ ଅପେକ୍ଷା ସନ୍ଧ୍ୟା ସମୟ ଅତ୍ୟନ୍ତ ସୁଖମୟ ରହିବ। ଆପଣ କୌଣସି ସାମାଜିକ ଆୟୋଜନରେ ଭାଗ ନେଇ ପାରନ୍ତି। ଭଲ ଲୋକଙ୍କ ସହିତ ପରିଚୟ ହେବ। କାରବାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି। କୌଣସି କଥାକୁ ନେଇ ଆପଣ ବ୍ୟାକୁଳ ରହି ପାରନ୍ତି।

ବିଛା ରାଶି –

ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି କରିବେ। ଅନ୍ୟ ମାନଙ୍କୁ ଉତ୍ସାହିତ ଦେଖି ଆପଣ ଉତ୍ସାହିତ ରହିବେ। ପିତାମାତାଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଆପଣଙ୍କ ସମ୍ପର୍ୟ ଜୀବନ ସୁଖମୟ ଏବଂ ସୁଦୃଢ ରହିବ। ଛାତ୍ର ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ବନ୍ଧୁଙ୍କ ସହଯୋଗରେ ଆପଣଙ୍କ କାର୍ଯ୍ୟ ସମ୍ପନ୍ନ ହେବ। ଆପଣ ଅଧିକ ସକାରାତ୍ମକ ରହିବ। କଳା ଏବଂ ରଚନାତ୍ମକ କାର୍ଯ୍ୟରେ ଆଇଅନଙ୍କ ରୁଚି ବଢିବ। ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣ କିଛି ସମୟ ମନୋରଞ୍ଜନ ରେ ଅତିବାହିତ କରିବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯାହାଦ୍ବାରା ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଆପଣଙ୍କର ସବୁ ସମସ୍ୟା ଦୂର ହେବ। ପାରିବାରିକ ସମ୍ପର୍କ ସୁଦୃଢ ରହିବ। କୌଣସି ସମ୍ପର୍କୀୟଙ୍କ ଠାରୁ ସୁଖ ପ୍ରାପ୍ତ ହେବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ପିତାମାତା ସନ୍ତାନଙ୍କୁ ନୂଆ ଡ୍ରେସ ଦେଇ ପାରନ୍ତି। ଆପଣଙ୍କର ସଫଳତାର ନୂଆ ମାର୍ଗ ପ୍ରାପ୍ତ ହେବ। ବ୍ୟବସାୟ ମାମଲାରେ ବିଦେଶ ଯାତ୍ରା କରିବାକୁ ପଡ଼ିବ। ପରିବାର ତରଫରୁ ସୁଖ ପ୍ରାପ୍ତ ହେବ। ଆଗକୁ ବଢିବା ପାଇଁ ଆପଣ ଯୋଜନା ପ୍ରସ୍ତୁତ କରିବେ। ପିଲାବେଳର ବନ୍ଧୁଙ୍କ ଜନ୍ମଦିନକୁ ଯାଇ ପାରନ୍ତି। ବନ୍ଧୁଙ୍କ ସହିତ କୌଣସି କଥାକୁ ସେୟାର କରି ପାରନ୍ତି।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଅଫିସରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବ୍ୟାପାର ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣ ବିଚାର କରିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଜୀବନସାଥୀଙ୍କ ସମ୍ବନ୍ଧରେ ମଧୁରତା ଆସିବ। ଆପଣଙ୍କ ମନ ସକାରାତ୍ମକ ରହିବ। କୌଣସି କାର୍ଯ୍ୟ ଆଶାନୁରୂପ ସମ୍ପନ୍ନ ହୋଇପାରେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ।

ମୀନ ରାଶି –

ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ଅଫିସରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ବ୍ୟାପାର ମାମଲାରେ ଧନଲାଭ ହେବାର ସମ୍ଭାବନା ରହିଛି। ଅଚାନକ ଆପଣଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ଆପଣଙ୍କର କିଛି କାର୍ଯ୍ୟ ଅଟକି ଯାଇ ପାରେ। ପାରିବାରିକ ଦାୟିତ୍ୱ ପୂରଣ ହୋଇପାରେ। ଆପଣଙ୍କ ମୁଡ ଖରାପ ହୋଇପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *