ଆଜିର ରାଶିଫଳ : ୦୫ ଡିସେମ୍ବର ୨୦୨୦, ଶନିବାର: ମେଷ ରାଶିର ଲୋକଙ୍କୁ ସଫଳତା ପ୍ରାପ୍ତ ହେବ। ସଫଳତାର ନୂଆ ମାର୍ଗ ପ୍ରାପ୍ତ ହେବ। ଜାଣନ୍ତୁ ଅନ୍ୟ ରାଶିର ଅବସ୍ଥା।

ମାର୍ଗ ଶୀର୍ଷ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଏବଂ ଶନିବାର ଦିନ ଅଟେ। ପଞ୍ଚମୀ ତିଥି ରାତି ୮ ଟା ବାଜି ୧୧ ମିନିଟ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶଙ୍କ ଠାରୁ କିପରି ରହିବ ଆପଣଙ୍କ ଦିନ।

ମାର୍ଗ ଶୀର୍ଷ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଏବଂ ଶନିବାର ଦିନ ଅଟେ। ପଞ୍ଚମୀ ତିଥି ରାତି ୮ ଟା ବାଜି ୧୧ ମିନିଟ ପର୍ଯ୍ୟନ୍ତ ରହିବ। ଏହାସହିତ ସାରାଦିନ ପୁରା ରାତି ପାରି କରି ସକାଳ ୮ ଟା ବାଜି ୧୩ ମିନିଟ ପର୍ଯ୍ୟନ୍ତ ଇନ୍ଦ୍ର ଯୋଗ ରହିବ। ଏହାସହିତ ଦ୍ବିପ୍ରହର ୨ ଟା ବାଜି ୨୮ ମିନିଟ ପର୍ଯ୍ୟନ୍ତ ପୁଷ୍ପ ନକ୍ଷତ୍ର ରହିବ। ଏହାପରେ ଆଶ୍ଲେଶା ନକ୍ଷତ୍ର ଲାଗିଯିବ। ସକାଳ ୬ ଟା ବାଜି ୪୦ ମିନିଟରେ ଚନ୍ଦ୍ରମା ଏବଂ ପୁଷ୍ପ ନକ୍ଷତ୍ର ମିଳନ ହେବ। ମୋକଦ୍ଧମା ଦାୟର କରିବା ଏବଂ ନିଜ କଥା ରଖିବାର ଯୋଗ ଅର୍ଥାତ ଯୟୀଜୟଦ ଯୋଗ ଦ୍ବିପ୍ରହର ୨ ଟା ବାଜି ୨୭ ମିନିଟରୁ  ରାତି ୮ ଟା ବାଜି ୧୦ ମିନିଟ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ଆଚାର୍ଯ୍ୟ ହିନ୍ଦୁ ପ୍ରକାଶଙ୍କ ଠାରୁ କିପରି ରହିବ ରାଶି ଅନୁସାରେ ଆପଣଙ୍କ ଦିନ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆର୍ଥିକ ରୂପରେ ପ୍ରଗତି ହେବ। ଜୀବନରେ ସଫଳତାର ନୂଆ ମାର୍ଗ ପ୍ରାପ୍ତ ହେବ। ଅଫିସ ରେ ଆଜି ଆପଣଙ୍କୁ ପ୍ରଶଂସା ପ୍ରାପ୍ତ ହେବ। ଆପଣ କିଛି ଖାସ୍ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଆପଣଙ୍କୁ ନିଜ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ଜୀବନସାଥୀଙ୍କ ସହିତ କୌଣସି ଯାତ୍ରା ପାଇଁ ଯୋଜନା କରି ପାରନ୍ତି। କୌଣସି ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ସମ୍ପର୍କ ସୁଦୃଢ କରିବାରେ ଆପଣଙ୍କୁ ପ୍ରୟାସ କରିବାକୁ ପଡି।

ବୃଷ ରାଶି –

ଆଜିର ଦିନଟି ଅନୁକୂଳ ରହିବ। ବ୍ୟବସାୟ ମାମଲାରେ ଆପଣଙ୍କୁ କିଛି ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ସାମାଜିକ ସ୍ତରରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ବରିଷ୍ଠ ଲୋକଙ୍କ ତରଫରୁ ଆଶୀର୍ବାଦ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ସହିତ ମାନସମ୍ମାନ ପ୍ରାପ୍ତ ହେବ।ଆପଣଙ୍କୁ ନିଜକୁ ପ୍ରମାଣିତ କରିବା ପାଇଁ ପ୍ରୟାସ କରି ପାରନ୍ତି। ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ମିଥୁନ ରାଶି –

ଆଜି ଆପଣଙ୍କୁ ଜୀବନସାଥୀଙ୍କ ସହିତ କଥାବାର୍ତ୍ତା ସମୟରେ ସାବଧାନ ରହିବା ଆବଶ୍ୟକ। ଧର୍ଯ୍ୟ ରଖନ୍ତୁ ,ନିଶ୍ଚିତ ରୂପରେ ଆପଣଙ୍କର ସମ୍ପର୍କ ସୁଦୃଢ ରହିବ। ଆଜି କିଛି କାର୍ଯ୍ୟ ସମ୍ପନ୍ନ କରିବାରେ ବିଳମ୍ବ ହୋଇପାରେ। କୌଣସି ବ୍ୟକ୍ତିଙ୍କ ରାୟ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ। ଅନ୍ୟ ମାନଙ୍କ ସାମ୍ନାରେ ଆପଣ ନିଜର ପ୍ରଦର୍ଶନ ଉତ୍ତମ ରଖିବେ। ଆମଦାନୀକୁ ବୃଦ୍ଧି କରିବା ପାଇଁ ଆପଣ ଯୋଜନା କରି ପାରନ୍ତି। ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।ଚାକିରି କ୍ଷେତ୍ରରେ ଲୋକଙ୍କୁ ନୂତନ ପ୍ରୋଜେକ୍ଟ ମିଳିପାରେ।ଭବିଷ୍ୟତରେ ଆପଣଙ୍କୁ ଏହି ପ୍ରୋଜେକ୍ଟରୁ ଲାଭ ମିଳିବାର ସମ୍ଭାବନା ରହିଛି। ଏହି ରାଶିର ଛାତ୍ରଛାତ୍ରୀ ମାନଙ୍କୁ ଫାଇଦା ମିଳିବ। କଠିନ ପରିଶ୍ରମ ଦ୍ବାରା କ୍ୟାରିୟରରେ ସଫଳତା ପ୍ରାପ୍ତ ହେବ। ଅଫିସରେ ସହକର୍ମୀଙ୍କ ସହିତ ଆପଣଙ୍କୁ ସମସ୍ୟା ଉତ୍ପନ୍ନ ହୋଇପାରେ। ଆପଣ ଅଧିକ ସକାରାତ୍ମକ ରହିବେ।

ସିଂହ ରାଶି –

ଆପଣଙ୍କୁ ସଫଳତାର ନୂଆ ମାର୍ଗ ପ୍ରାପ୍ତ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ମୁଡ଼ ସକାରାତ୍ମକ ରହିବ। ବ୍ୟବସାୟ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କ ମଧ୍ୟରେ ନୂଆ ବିଚାର ଆସିବ। ଆପଣ ଖାସ୍ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରହିବ। ଆପଣ ସିନେମା ଦେଖିବାକୁ ଯୋଜନା କରି ପାରନ୍ତି। ବ୍ୟବସାୟରେ ନୂଆ ପ୍ରତିଶ୍ରୁତି ହୋଇପାରେ। ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣଙ୍କ କାରବାରରେ ବୃଦ୍ଧି ହେବ। ଛାତ୍ରଛାତ୍ର ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ସମ୍ପତ୍ତି ବଢେଇବା ପାଇଁ ଯୋଜନା ସଫଳ ରହିବ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଆପଣଙ୍କୁ କିଛି ବିଶେଷ କାର୍ଯ୍ୟ ସମ୍ପନ୍ନ କରିବାକୁ ପଡ଼ିବ। ପରିବାର ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରହିବ। କୌଣସି ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ। ମାତାଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ଅଫିସରେ ମାହୋଲ ସୁଖମୟ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ଉତ୍ତମ ବ୍ୟବହାର ଦ୍ଵାରା ଆଖପାଖ ଲୋକେ ପ୍ରସନ୍ନ ରହିବେ। ଆପଣଙ୍କ ପ୍ରଦର୍ଶନ ଆକର୍ଷଣୀୟ ରହିବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଅଫିସ କାର୍ଯ୍ୟରେ ଆପଣ ଅଧିକ ସମୟ ଦେବେ। ବନ୍ଧୁଙ୍କ ସହଯୋଗ ଦ୍ଵାରା ଆପଣଙ୍କର କଠିନ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। କିଛି ମାମଲାରେ ଆପଣ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ କରିବେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। ପରିବାର ଲୋକଙ୍କ ସହିତ ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ଆର୍ଥିକ ରୂପରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଉତ୍ତମ ରହିବ। ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ପରିଶ୍ରମ ପ୍ରାପ୍ତ ହେବ।କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ। ସବୁ ପ୍ରକାରର କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆପଣଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିବ। ବନ୍ଧୁଙ୍କ ସହିତ ମନୋରଞ୍ଜନର ସମୟ ଅତିବାହିତ କରିବେ। ଆପଣଙ୍କ କାର୍ଯ୍ୟରେ ପରିବର୍ତ୍ତନ ହୋଇପାରେ। କ୍ୟାରିୟର ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଛାତ୍ରଛାତ୍ରୀ ବିଦେଶକୁ ଯାଇ ପଢ଼ାପଢ଼ି କରି ପାରନ୍ତି।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ଆପଣଙ୍କୁ ସୁଖ ପ୍ରାପ୍ତି ହେବ। କୌଣସି ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। କାର୍ଯ୍ୟ ମାମଲାରେ କରିଥିବା ଯାତ୍ରା ସଫଳ ରହିବ। ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ଅଧିକାରୀ ଲୋକ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେଇ ପାରନ୍ତି। ଅଫିସରେ ଆପଣଙ୍କୁ ନୂଆ କାର୍ଯ୍ୟ ମିଳିପାରେ। ନିଜର ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ। ପରିବାରର ଆବଶ୍ୟକତାକୁ ବୁଝିବେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣ କୌଣସି ବନ୍ଧୁଙ୍କ ଘରକୁ ଯାଇ ପାରନ୍ତି। ଧନ ସଂପତ୍ତି ମାମଲାରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *