ଆଜିର ରାଶିଫଳ : ୦୨ ଡିସେମ୍ବର ୨୦୨୦, ବୁଧବାର: କର୍କଟ, ସିଂହ ଏବଂ ଧନୁ ସମେତ ତିନିଟି ରାଶିର ଲୋକଙ୍କୁ ମିଳିବ ଲାଭ, ଅନ୍ୟ ଦିନ ଗୁଡିକ ରହିବ ସୁଖମୟ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବନ୍ଧୁଙ୍କ ସହିତ ଅଧିକ ମଉଜ ମସ୍ତି କରିବେ। ଅଫିସ କାର୍ଯ୍ୟରେ ଆପଣଙ୍କ ଅନୁଭବ କାର୍ଯ୍ୟକାରୀ ହେବ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବ୍ୟକ୍ତିଗତ ଜୀବନରେ ରୋମାନ୍ସ ଭରି ରହିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖମୟ ରହିବ। ପ୍ରେମ ଜୀବନରେ କୌଣସି କଥାକୁ ନେଇ ବିବାଦ ହୋଇପାରେ

ବୃଷ ରାଶି –

ଆଜି ଆପଣଙ୍କୁ ସନ୍ତୁଷ୍ଟି ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଗ୍ରହ ମାନଙ୍କର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର କାର୍ଯ୍ୟ କରିବାର ପ୍ରକ୍ରିୟା ସୁଦୃଢ ରହିବ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଭାଗ୍ୟ ପ୍ରବଳ ରହିବ, ଯାହାଦ୍ବାରା ଆପଣଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ବ୍ୟକ୍ତିଗତ ଜୀବନରେ ଚିନ୍ତା ରହିବ। ଜୀବନସାଥୀଙ୍କ ବ୍ୟବହାର ଖରାପ ରହିପାରେ। ପ୍ରେମ ଜୀବନ ସୁଖମୟ ରହିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। ଆପଣଙ୍କ ମନରେ କୌଣସି ବିଚାର ଆସିବ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ ଏବଂ କଠିନ ପରିଶ୍ରମ କରିବାକୁ ପଡ଼ିବ। ଜୀବନସାଥୀଙ୍କ ସହିତ ପ୍ରେମ ସହିତ କଥାବାର୍ତ୍ତା କରିବେ। ସନ୍ତାନ ସୁଖ ମିଳିପାରେ। ଖର୍ଚ୍ଚ ବଢିପାରେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ, ସତର୍କ ରୁହନ୍ତୁ। ଆପଣଙ୍କ ମନରେ ଅନେକ ବିଚାର ଆସିପାରେ। ବ୍ୟକ୍ତିଗତ ଜୀବନ ସୁଖମୟ ରହିବ। ଆପଣ ପରିବାର ପ୍ରତି ସନ୍ତୁଷ୍ଟ ରହିବେ। ପରିବାରରେ ଗାଡ଼ି କିଣାକିଣି କରି ପାରନ୍ତି। ପ୍ରେମୀଙ୍କ ବ୍ୟବହାରରେ ଆପଣ ନିରାଶ ହୋଇ ପାରନ୍ତି। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ସିଂହ ରାଶି –

ଆଜି ଆପଣ କାର୍ଯ୍ୟ କୁଶଳତା ରେ ଲାଭ ପ୍ରାପ୍ତ ହେବ। ଆୟ ରେ ବୃଦ୍ଧି ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କିଛି ଗୁପ୍ତ ଆମଦାନୀ ହୋଇପାରେ। ପରିବାରର ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବନ୍ଧୁଙ୍କ ସାନିଧ୍ୟ ଲାଭ କରିବେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। କାର୍ଯ୍ୟ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁଖଦ ପରିଣାମ ପ୍ରାପ୍ତ ହେବ। ପାରିବାରିକ ଜୀବନ ସୁଖମୟ ରହିବ। ବ୍ୟକ୍ତିଗତ ଜୀବନରେ ଜୀବନସାଥୀ ଆପଣଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେବେ। ପ୍ରେମ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ବନ୍ଧୁଙ୍କ ସହିତ ବିବାଦ ହୋଇପାରେ। ସାବଧାନ ରୁହନ୍ତୁ।

ତୁଳା ରାଶି –

ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କୌଣସି ବିବାଦରେ ପଡନ୍ତୁ ନାହିଁ। ସବୁ କାର୍ଯ୍ୟରେ ଆପଣଙ୍କୁ ଘର ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ରହିବ। ବିରୋଧୀ ମାନଙ୍କ ଠାରୁ ଭୟ କରନ୍ତୁ ନାହିଁ। ଘରେ ସୁଖଶାନ୍ତି ବିରାଜମାନ କରିବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସ୍ବାସ୍ଥ୍ୟ ବିଗିଡି ପାରେ। ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ବ୍ୟକ୍ତିଗତ ଜୀବନ ସାମାନ୍ୟ ରହିବ। ଜୀବନସାଥୀଙ୍କୁ ବୁଝିବାକୁ ପ୍ରୟାସ କରନ୍ତୁ। ଭୁଲ ବୁଝାମଣାକୁ ଦୂର କରନ୍ତୁ। ଖର୍ଚ୍ଚ ବୃଦ୍ଧି ହେବ। ଆୟରେ ବୃଦ୍ଧି ହେବ। ଆପଣ ଆଦର୍ଶ ହୋଇ କାର୍ଯ୍ୟ କରିବେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ଖର୍ଚ୍ଚ ଅଧିକ ରହିପାରେ। ନିବେଶରେ ଟଙ୍କା ଲଗାଇ ପାରନ୍ତି। ବ୍ୟକ୍ତିଗତ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ଠାରୁ ପ୍ରେମ ପ୍ରାପ୍ତ ହେବ। ପ୍ରେମ ଜୀବନରେ ଲୋକେ ରୋମାଣ୍ଟିକ ରହିବେ। ଜମିବାଡ଼ି ମାମଲାରେ ଲାଭ ମିଳିବାର ସମ୍ଭାବନା ରହିଛି। ଆୟରେ ବୃଦ୍ଧି ହେବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରୀ କ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ ସୁଖମୟ ରହିବ। ଅଧିକ ଚିନ୍ତାଗ୍ରସ୍ତ ରହି ପାରନ୍ତି। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ସ୍ବାସ୍ଥ୍ୟ ବିଗିଡି ପାରେ, ଧ୍ୟାନ ରଖନ୍ତୁ। ଆପଣଙ୍କ ମଧ୍ୟରେ ଅନେକ ପ୍ରତିଭା ରହିଛି, ଏହାକୁ ବାହାରକୁ ବାହାର କରନ୍ତୁ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପ୍ରେମ ଜୀବନ ସୁଖମୟ ରହିବ। ବ୍ୟକ୍ତିଗତ ଜୀବନରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ଆପଣ ଯେଉଁଠାରେ କାର୍ଯ୍ୟ କରୁଛନ୍ତି, ସେଠାରେ ମାହୋଲ ଗରମ ରହିପାରେ। ଆପଣଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ଭାଗ୍ୟ ପ୍ରବଳ ରହିବ , ଯାହାଦ୍ବାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଘରୋଇ ଖର୍ଚ୍ଚ ଉପରେ ଧ୍ୟାନ ଦେବେ। ବ୍ୟାପାର ଏବଂ ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଭାଗ୍ୟ ପ୍ରବଳ ରହିବ। ଆୟରେ ବୃଦ୍ଧି ହେବ। ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଖର୍ଚ୍ଚ କମ ହୋଇପାରେ। ଭାଇଭଉଣୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଜମିବାଡ଼ି ମାମଲାରେ ଆପଣଙ୍କୁ ଧନଲାଭ ହୋଇପାରେ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *