ଆଜିର ରାଶିଫଳ : ୩୦ ନଭେମ୍ବର ୨୦୨୦, ସୋମବାର: ସାତଟି ରାଶିର ଲୋକଙ୍କ ପାଇଁ ଶୁଭ ରହିବ ମାସର ଶେଷ ଦିନ, ପଢନ୍ତୁ ସୋମବାର ଦିନର ରାଶିଫଳ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ଆପଣ କାର୍ଯ୍ୟରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବେ ଏବଂ ଉଚିତ ପରିଣାମ ପ୍ରାପ୍ତ କରିବେ। ଆପଣଙ୍କ ମନରେ ପ୍ରେମ ଭାବନା ରହିବ। ପ୍ରେମୀଙ୍କ ସହିତ ଭଲ କଥାବାର୍ତ୍ତା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ କରିବେ। ଧର୍ମ ପ୍ରତି ଆସ୍ଥା ବୃଦ୍ଧି ହେବ। ପରିବାରରେ ଖାସ୍ ମାମଲାକୁ ବୁଝାମଣା କରିବାକୁ ପ୍ରୟାସ କରିବେ।

ବୃଷ ରାଶି –

ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଶାରୀରିକ ସମସ୍ୟା ଦେଖା ଦେଇପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଧନ ପଛରେ ଗୋଡେଇବା ବଦଳରେ ପରିବାର ଲୋକଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ମାନସିକ ରୂପରେ ଆପଣ ସୁଦୃଢ ରହିବେ। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ବନେଇ ରଖିବେ। ପ୍ରେମ ଜୀବନ ସାମାନ୍ୟ ରହିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଖର୍ଚ୍ଚ ବୃଦ୍ଧି ହେବା ସହିତ ଆୟରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଜୀବନସାଥୀଙ୍କୁ ବୁଝିବା ପାଇଁ ପ୍ରୟାସ କରି ପାରନ୍ତି। ବ୍ୟାପାର ରେ ସଫଳତା ମିଳିବ। ପ୍ରେମ ଜୀବନ ସୁଖମୟ ରହିବ ଏବଂ ରୋମାନ୍ସର ଅବସର ମିଳିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆୟରେ ବୃଦ୍ଧି ହେବ। ଆୟର ନୂତନ ସାଧବରେ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ନିଜ କାର୍ଯ୍ୟ କୁଶଳତା ଉପରେ ଭରସା ରଖନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପରିବାରର ମାହୋଲ ଆପଣଙ୍କୁ ସନ୍ତୁଷ୍ଟି ପ୍ରଦାନ କରିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଫାଇଦା ମିଳିବ। ଘରୋଇ ଗତିବିଧି ରେ ଆପଣ ଅଧିକ ବ୍ୟସ୍ତ ରହିବେ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟ ପ୍ରତି ଆପଣ ଧ୍ୟାନ କେନ୍ଦ୍ରିତ କରିବେ ଏବଂ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟାପାର ମାମଲାରେ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ବ୍ୟବସାୟ ରେ ପାର୍ଟନର କିଛି ସମସ୍ୟା ସୃଷ୍ଟି କରି ପାରନ୍ତି। କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ। ପରିବାରର ମାହୋଲ ସୁଖମୟ ରହିବ। ପ୍ରେମ ଜୀବନ ସୁଖମୟ ରହିବ। ଦାମ୍ପତ୍ୟ ଜୀବନରେ ଉଚିତ ପରିଣାମ ପ୍ରାପ୍ତ କରିବେ। ପରିବାରରେ ବରିଷ୍ଠ ଲୋକଙ୍କ ସହଯୋଗ ଦ୍ଵାରା ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ।

କନ୍ୟା ରାଶି –

ଆପଣଙ୍କ ପାଇଁ ଆଜିର ଦିନଟି ସାମାନ୍ୟ ରହିବ। ପରିବାରରେ ଉତ୍ସାହର ମାହୋଲ ରହିବ। ସମ୍ପତ୍ତି ବିବାଦରେ ପଡନ୍ତୁ ନାହିଁ। ସମ୍ପତ୍ତି ବିବାଦରେ ପଡନ୍ତୁ ନାହିଁ। କାର୍ଯ୍ୟ ମାମଲାରେ ଆପଣଙ୍କୁ ପରିଶ୍ରମ ଅନୁସାରେ ସୁଖଦ ପରିଣାମ ପ୍ରାପ୍ତ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଦାୟିତ୍ବହୀନ ହୁଅନ୍ତୁ ନାହିଁ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। କଠିନ ପରିସ୍ଥିତିକୁ ଦୂର କରିବା ପାଇଁ ଦିନଟି ଅନୁକୂଳ ରହିବ। ଆପଣ କୌଣସି ଲମ୍ବା ଯାତ୍ରାରେ ଯାଇ ପାରନ୍ତି। ଧାର୍ମିକ ଆଚରଣ କରିବେ। ମନରେ କୌଣସି ଅସାମଞ୍ଜସ୍ୟ ସ୍ଥିତି ଉତ୍ପନ୍ନ ହୋଇପାରେ। କାର୍ଯ୍ୟ ମାମଲାରେ ଆପଣ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ରହିବ। ପ୍ରେମୀଙ୍କ ତରଫରୁ କିଛି ଉପହାର ମିଳିପାରେ। ପରିବାରର ମାହୋଲ ସୁଖମୟ ରହିବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଦ୍ବିପ୍ରହର ପରେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଶ୍ଵଶୁର ଘର ଲୋକଙ୍କ ସହିତ ବିବାଦ ହୋଇପାରେ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଶିକ୍ଷାରେ ଉଚିତ ପରିଣାମ ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ରହିବ। କୌଣସି ଯାତ୍ରାରେ ଯିବା ପାଇଁ ଅନୁକୂଳ ସମୟ ନାହିଁ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ କରିବେ। ଜୀବନସାଥୀଙ୍କ ସହିତ ବିବାଦ ନ କରିବା ପାଇଁ ପ୍ରୟାସ କରନ୍ତୁ।

ଧନୁ ରାଶି –

ଆପଣଙ୍କ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଚାକିରୀ ପେଶାରେ ଲୋକଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ ମାମଲାରେ ସହକର୍ମୀଙ୍କ ବ୍ୟବହାରରେ ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ। ପ୍ରେମ ଜୀବନରେ ରୋମାନ୍ସର ଅବସର ମିଳିବ। ପରିବାରର ମାହୋଲ ସୁଖମୟ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ପ୍ରେମ ଜୀବନରେ ସୁଖଦ ପରିଣାମ ପ୍ରାପ୍ତ ହେବ। ପ୍ରେମୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଘରର ଆବଶ୍ୟକତାକୁ ଆପଣ ଧ୍ୟାନ ଦେବେ। କାର୍ଯ୍ୟ ମାମଲାରେ ଦିନଟି ବଢିଆ ରହିବ। ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ । କିଛି ନୂଆ ଜିନିଷ କିଣାକିଣି କରି ପାରନ୍ତି।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଘର ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ପରିବାରର ଘରୋଇ ଖର୍ଚ୍ଚ ପ୍ରତି ଧ୍ୟାନ ଦେବେ। ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଅନୁକୂଳ ରହିଛି। ଆପଣଙ୍କ ବ୍ୟାପାରରେ ଗତି ବଢିବ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ କରିବେ। ପ୍ରେମ ଜୀବନ ସୁଖମୟ ରହିବ।

ମୀନ ରାଶି –

ଆପଣଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିବ। କାର୍ଯ୍ୟ ମାମଲାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କେହି ଆପଣଙ୍କ ଦୁର୍ବଳତାର ଫାଇଦା ଉଠେଇ ପାରନ୍ତି। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ପ୍ରେମ ମାମଲାରେ ଦିନଟି ଦୁର୍ବଳ ରହିବ। ଦାମ୍ପତ୍ୟ ଜୀବନ ପାଇଁ ଦିନଟି ସାମାନ୍ୟ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କିଛି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ଆପଣ ନିଜ ପାଇଁ କିଛି କିଣାକିଣି କରି ପାରନ୍ତି।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *