ଆଜିର ରାଶିଫଳ : ୨୮ ନଭେମ୍ବର ୨୦୨୦, ଶନିବାର: ୪ ଟି ରାଶିର ଲୋକଙ୍କ ପାଇଁ ଶୁଭ ରହିଛି ଶନିବାର, ଚାକିରୀ ଏବଂ ବ୍ୟାପାରରେ ମିଳିବ ସଫଳତା, ଧନ ମିଳିବାର ସମ୍ଭାବନା ରହିଛି।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆଜି ଆପଣ ଅଧିକ ଖୁସି ରହିବେ। ପରିବାର ତରଫରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ମାଆଙ୍କ ତରଫରୁ ସୁଖ ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରିୟଙ୍କୁ କିଛି ଉପହାର ଦେଇ ପାରନ୍ତି। ପ୍ରେମ ଜୀବନ ସୁଖମୟ ରହିବ।

ବୃଦ୍ଧ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଖର୍ଚ୍ଚରେ ବୃଦ୍ଧି ହେବ। ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। ଅଫିସ ରେ ଆପଣଙ୍କର ମନ କମ୍ ଲାଗିବ। ପାରିବାରିକ ଜୀବନ ସୁଖମୟ ରହିବ। ଦାମ୍ପତ୍ୟ ଜୀବନ ଦୁର୍ବଳ ରହିପାରେ। ଜୀବନସାଥୀଙ୍କ ସହିତ ବିବାଦ ହୋଇପାରେ। ପ୍ରେମୀଙ୍କୁ ସମସ୍ୟାରୁ ବାହାର କରିବା ପାଇଁ ଆପଣ ପ୍ରୟାସ କରି ପାରନ୍ତି। ପରିବାର ସହିତ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ପ୍ରୟାସ ସଫଳ ରହିବ। ଆୟରେ ବୃଦ୍ଧି ହେବ। ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ପ୍ରେମ ଜୀବନରେ ସଫଳତା ମିଳିବ। ବିଦ୍ୟାର୍ଥୀ ମାନଙ୍କର ପାଠ ପଢା ପ୍ରତି ମନ ଲାଗିବ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ମିଳିପାରେ। କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଧନ ପ୍ରାପ୍ତି ହେବ। ନିବେଶରେ ଲାଭ ମିଳିବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ ଉପରେ ଆପଣ ଧ୍ୟାନ ଦେଇ ପାରିବେ ନାହିଁ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ପାରିବାରିକ ଜୀବନ ସୁଖମୟ ରହିବ। ସ୍ବାସ୍ଥ୍ୟ ଦୁର୍ବଳ ରହି ପାରେ। ଅଧିକ କାର୍ଯ୍ୟ ବ୍ୟସ୍ତ ରହି ପାରେ। ପ୍ରେମ ଜୀବନ ସୁଖମୟ ରହି ପାରେ। ପ୍ରେମୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଏହି ସମୟର ସଦୁପଯୋଗ କରନ୍ତୁ। ପ୍ରେମ ଜୀବନ ସୁଖମୟ ରହିବ। ବିଦ୍ୟାର୍ଥୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଦିଗଟି ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିପାରେ। ଆଜି ଅଫିସରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ସ୍ବାସ୍ଥ୍ୟରେ ସୁଧାର ଆସିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବ୍ୟସ୍ତତାରେ ଭରି ରହିବ। ଧନ ମାମଲାରେ ଦୁର୍ବଳ ରହି ପାରେ। ନିବେଶ ସମୟରେ କଠିନ ପଦକ୍ଷେପ ନିଅନ୍ତୁ ନାହିଁ। ପାରିବାରିକ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ଶ୍ଵଶୁର ଘର ଲୋକଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। କାର୍ଯ୍ୟ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। 

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କ ପ୍ରୟାସ ସଫଳ ରହିବ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପାରିବାରିକ ଜୀବନରେ ସହଯୋଗ ପ୍ରାପ୍ତ ହେବ। ଯାତ୍ରା ପାଇଁ ସମୟ ଅନୁକୂଳ ନାହିଁ। ଆଜି ନୂଆ ବାହନ କିଣାକିଣି କରିବା ପାଇଁ ଅନୁକୂଳ ସମୟ ରହିଛି, ଏଥିପାଇଁ ଘର ଲୋକଙ୍କ ଠାରୁ ବିଚାର ବିମର୍ଷ କରି ନିଅନ୍ତୁ। ସମାଜରେ ଆପଣଙ୍କର ମାନସମ୍ମାନ ପ୍ରାପ୍ତ ହେବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟରେ ବିଳମ୍ବ ହୋଇପାରେ। ମାନସିକ ଚାପ ଅନୁଭବ କରି ପାରନ୍ତି। ଖର୍ଚ୍ଚ ଅଧିକ ରହିପାରେ, ଏଥିପ୍ରତି ନିୟନ୍ତ୍ରଣ ରଖନ୍ତୁ। ଯଦି କାହାକୁ ପ୍ରେମ କରୁଛନ୍ତି ତାହେଲେ ଆପଣ ତାଙ୍କୁ ମନକଥା କହି ପାରନ୍ତି। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆର୍ଥିକ ରୂପରେ ସୁସ୍ଥ ଅନୁଭବ କରିବେ। ନିବେଶ ରେ ଲାଭ ମିଳିବ। ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପରିବାର ପ୍ରତି ଧ୍ୟାନ ଦିଅନ୍ତୁ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ାରେ ମନ  ଲାଗିବ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ।

Google

ମକର ରାଶି –

ଆଜି ଆପଣ ଅଧିକ ବ୍ୟସ୍ତ ରହିବେ। ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ। ଜୀବନସାଥୀ ଏବଂ ପରିବାର ଲୋକଙ୍କ ସହିତ ଉତ୍ତମ ତାଳମେଳ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ସାମାନ୍ୟ ରହିବ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। କୌଣସି ଯାତ୍ରା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କୁ ନୂଆ ଲାଭ ମିଳିବାର ସମ୍ଭାବନା ରହିଛି। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ପ୍ରେମ ଜୀବନ ସୁଖମୟ ରହିବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାରରେ କିଛି ସମସ୍ୟା ଦେଖା ଦେଇପାରେ। ନିଜ ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣଙ୍କ ମାନସମ୍ମାନରେ ବୃଦ୍ଧି ହେବ । କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ଠିକ୍ ଠାକ୍ ରହିବ। କୌଣସି ସ୍ଥାନକୁ ଭ୍ରମଣ ରେ ଯିବା ପାଇଁ ଅନୁକୂଳ ସମୟ ରହିଛି। କାର୍ଯ୍ୟ ମାମଲାରେ ସ୍ଥିତି ସାମାନ୍ୟ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *