ଆଜିର ରାଶିଫଳ : ୨୬ ନଭେମ୍ବର ୨୦୨୦, ଗୁରୁବାର: ମେଷ ଏବଂ ମିଥୁନ ସମେତ ପାଞ୍ଚଟି ରାଶିର ଲୋକଙ୍କୁ ମିଳିବ ଅଧିକ ଆୟର ଅବସର , ପଢନ୍ତୁ ରାଶିଫଳ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ  ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣା ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ।ସ୍ବାସ୍ଥ୍ୟରେ ସୁଧାର ଆସିବ। ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ। ଧନ ସଞ୍ଚୟ କରିବାରେ ଆପଣ ସଫଳ ରହିବେ। ପରିବାର ସହିତ ଉତ୍ତମ ଭୋଜନ କରିବେ। କୌଣସି ବରିଷ୍ଠ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟ ମାମଲାରେ କିଛି ସମସ୍ୟା ଆସିପାରେ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ରହିବ। ବ୍ୟକ୍ତିଗତ ଜୀବନରେ କିଛି କଠିନ ପରିସ୍ଥିତି ସହିତ ସାମ୍ନା କରି ପାରନ୍ତି। ମାନସିକ ରୂପରେ ଆପଣ ସୁଦୃଢ ରହିବେ। ଅଧିକାଂଶ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ।  ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ସୁଖମୟ ରହିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୋର୍ଟ କଚେରୀ ମାମଲାରେ ଦିନଟି ଅନୁକୂଳ ରହିବ। ଖର୍ଚ୍ଚ ବଢିପାରେ। ଆୟ ସୁଦୃଢ ରହିବ ଏବଂ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାର ଲୋକଙ୍କ ଉତ୍ତମ ସମୟ ଅତିବାହିତ କରିବେ। ଗୁପ୍ତ ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ପ୍ରେମ ଜୀବନରେ ସଫଳତା ମିଳିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପ୍ରେମ ଜୀବନରେ ଖୁସିର ଅନୁଭୂତ ହେବ। କାର୍ଯ୍ୟ ମାମଲାରେ ନିଜ ଉପରେ ଭରସା ରଖନ୍ତୁ , ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ହୋଇପାରେ।

ସିଂହ ରାଶି –

ଆଜି ଆପଣଙ୍କୁ କାର୍ଯ୍ୟରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। କାର୍ଯ୍ୟ ମାମଲା ପାଇଁ ଦିନଟି ଅନୁକୂଳ ରହିବ। ପ୍ରେମ ଜୀବନ ପାଇଁ ଦିନଟି ଦୁର୍ବଳ ରହିବ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ନିଜ ବୁଦ୍ଧିର ପ୍ରୟୋଗ କରି କାର୍ଯ୍ୟ କରନ୍ତୁ। ଆଜି ପରିବାର ସଦସ୍ୟଙ୍କୁ ଆପଣଙ୍କର ଆବଶ୍ୟକତା ପଡିପାରେ। ଆପଣଙ୍କ ଆୟକୁ ବୃଦ୍ଧି କରିବାରେ ଆପଣ ନୂତନ ପନ୍ଥା ଆପଣେଇବାକୁ ପ୍ରୟାସ କରିବେ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ମାଆଙ୍କ ତରଫରୁ ସୁଖ ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। ସମାଜ ତରଫରୁ ସହଯୋଗ ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ରହିବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ ମାମଲାରେ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନରେ ଉଚିତ ପରିଣାମ ପ୍ରାପ୍ତ ହେବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମାନସିକ ରୂପରେ ପ୍ରସନ୍ନ ରହିବେ। ବ୍ୟାପାର ବିସ୍ତାର ହେବାରେ ଦିନଟି ଅନୁକୂଳ ରହିଛି। ବ୍ୟବସାୟ ପାର୍ଟନରଙ୍କ ସହିତ ଉତ୍ତମ ତାଳମେଳ ରହିବ। ଆପଣଙ୍କ ପରିଶ୍ରମର ଫଳ ଆପଣଙ୍କୁ ମିଳିବ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଧିକ ଖର୍ଚ୍ଚ ହୋଇପାରେ। ଅଯଥା ଯାତ୍ରାରେ ଯିବାକୁ ପଡ଼ିପାରେ, ଯାହାଦ୍ବାରା ମାନସିକ କଷ୍ଟ ଅନୁଭବ କରି ପାରନ୍ତି। କାର୍ଯ୍ୟ ମାମଲାରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବିରୋଧୀଙ୍କ ଠାରୁ ସାବଧାନ ରୁହନ୍ତୁ। ପାରିବାରିକ ସୁଖ ପ୍ରାପ୍ତ ହେବ। ବ୍ୟବସାୟ ପାର୍ଟନରଙ୍କ ସହିତ ଉତ୍ତମ ତାଳମେଳ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ, ଯାହାଦ୍ବାରା ଆପଣ ପ୍ରସନ୍ନ ରହିବେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟ ମାମଲାରେ ଆପଣଙ୍କ ପ୍ରୟାସ ସଫଳ ରହିବ। ଆପଣଙ୍କ ଆୟରେ ବୃଦ୍ଧି ହେବ। ଜୀବନସାଥୀ ଙ୍କ ବ୍ୟବହାରରେ ଆପଣ ଆଶ୍ଚର୍ଯ୍ୟ ରହି ପାରନ୍ତି।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। ପରିବାର ଏବଂ କାରବାର ମଧ୍ୟରେ ଉତ୍ତମ ତାଳମେଳ ରଖିବେ। ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟବସାୟରେ ଆପଣ ଆଗେଇ ରହିବେ। ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଦେଖି ବରିଷ୍ଠ ଅଧିକାରୀ ପ୍ରସନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ଉଚିତ ପରିଣାମ ପ୍ରାପ୍ତ ହେବ ଏବଂ ପ୍ରେମୀ କିଛି ଉପହାର ଦେଇ ପାରନ୍ତି। ଆର୍ଥିକ ଲାଭ ମିଳିବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟ ମାମଲାରେ ଆଜି ଆପଣଙ୍କୁ  ଅଧିକ ପରିଶ୍ରମ କରିବାକୁ ପଡିବ। ଆସୁଥିବା ସମୟ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀଙ୍କ ସହିତ ଖାସ୍ ସମୟ ଅତିବାହିତ କରିବେ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *