ଶନିବାର ଦିନ ସୂର୍ଯ୍ୟୋସ୍ତ ସମୟରେ ଏହି ଉପାୟ କରନ୍ତୁ ଭଗବାନ ଶନିଦେବ ପ୍ରସନ୍ନ ହୋଇଯିବେ। ଆପଣଙ୍କର ସମସ୍ତ ଖରାପ ସମୟ ଟଳି ଯିବ।

ସମସ୍ତ ବ୍ୟକ୍ତିଙ୍କ ଜୀବନରେ ଭଲ ଏବଂ ଖରାପ ସମୟ ଆସିଥାଏ। ଏହି ଦୁନିଆରେ ଏମିତି କୌଣସି ବ୍ୟକ୍ତି ନଥିବେ ଯାହାର ଜୀବନରେ ସବୁବେଳେ ଆନନ୍ଦ ପୂର୍ବକ ବ୍ୟତୀତ ହେଉଥିବ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଜୀବନ କାଳରେ ଅନେକ ଥର ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡିଥିବ। ଅନେକ ଥର ଏହା ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତିଙ୍କ ଜୀବନରେ ହଠାତ ସମସ୍ୟା ଆସିଥାଏ ଯାହାଠାରୁ ମୁକ୍ତି ପାଇବା ପ୍ରାୟ କଷ୍ଟକର ହୋଇପଡ଼ିଥାଏ।

ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ମହତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରାଯାଇଛି ଯାହା ସାହାଯ୍ୟରେ ଆପଣ ନିଜର ଖରାପ ସମୟକୁ ଭଲ ସମୟରେ ପରିବର୍ତ୍ତନ କରିପାରିବେ। ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଜୀବନରେ କୌଣସି ଖରାପ ସମୟ ଆସିଲେ ଏହା ପଛରେ ଭଗବାନ ଶନି ଦେବ ଦାୟୀ । ଯେପରି ଆପଣ ସମସ୍ତେ ଜାଣିଛନ୍ତି ଭଗବାନ ଶନି ଦେବ ଜଣେ ନ୍ୟାୟଧାରି ବିଚାରପତି ଏବଂ ସେ ବ୍ୟକ୍ତିଙ୍କର କାର୍ଯ୍ୟ ଅନୁଯାୟୀ ଫଳ ଦେଇଥାନ୍ତି। ଯେଉଁମାନଙ୍କର ଉପରେ ଭଗବାନ ଶନି ଦେବଙ୍କ ଖରାପ ପ୍ରଭାବ ପଡିଥାଏ ସେମାନଙ୍କ ଜୀବନରେ ଅନେକ ସମସ୍ୟା ଉପୁଜି ଥାଏ। ଏପରି ସ୍ଥିତିରେ ଯଦି ଆପଣଙ୍କ ଜୀବନରେ କୌଣସି ଖରାପ ସମୟ ଚାଲିଥାଏ ତେବେ ସେହି ସମୟରେ ଆପଣ ଶନି ଦେବଙ୍କୁ ପୂଜା କରନ୍ତୁ। ଏଥିରେ ଆପଣଙ୍କ ଖରାପ ସମୟକୁ ଦୂର ହୋଇଯିବ।

Google

ଭଗବାନ ଶନି ଦେବଙ୍କ କୃପା ପ୍ରାପ୍ତି ପାଇବା ପାଇଁ ଶନିବାର ଦିନକୁ ଉତ୍ତମ ବୋଲି ମାନାଯାଏ। ଯଦି ଆପଣ ଶନିବାର ଦିନ କିଛି ପ୍ରତିକାର କରୁଛନ୍ତି ତେବେ ଏହା ଆପଣଙ୍କ ରାଶି ଏବଂ ଆପଣଙ୍କ ଜୀବନରେ ଯାହା ବି ଭଗବାନ ଶନିଙ୍କ ପାଖରୁ ଖରାପ ପ୍ରଭାବ ପଡୁଛି ଏହା ଠାରୁ ମୁକ୍ତି ପାଇବେ। ଆଜି ଆମେ ଆପଣଙ୍କୁ ଭଗବାନ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ଏପରି କିଛି ସରଳ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱରା ଆପଣ ଆପଣଙ୍କର ଖରାପ ସମୟକୁ ଦୁରେଇ ପାରିବେ।

ଶନିବାର ଦିନ କରନ୍ତୁ ଏହି ସରଳ ଉପାୟ।।

ଯଦି ଆପଣଙ୍କ ଜୀବନରେ ଖରାପ ସମୟ ଚାଲୁଅଛି ତେବେ ଏହାକୁ ଦୂର କରିବା ପାଇଁ ଶନିବାର ଦିନ ସୂର୍ଯ୍ୟୋସ୍ତ ସମୟରେ ଯେକୌଣସି ଅଶ୍ୱତ୍ଥ ଗଛ ନିକଟରେ ଦୀପ ଜଳାନ୍ତୁ। ଯଦି ଆପଣଙ୍କ ଆଖପାଖରେ କୌଣସି ମନ୍ଦିର ପାଖରେ ଅଶ୍ୱତ୍ଥ ଗଛ ଲଗା ହୋଇଥିବ ତେବେ ଆପଣ ସେଠାରେ ମଧ୍ୟ ଦ୍ୱୀପ ଜଳେଇ ପାରିବେ। ଏହା ସବୁଠାରୁ ଅଧିକ ଶୁଭ ବୋଲି ମାନାଯାଏ।

ଯଦି ଆପଣ ଭଗବାନ ଶନି ଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଶନିବାର ଦିନ ଭଗବାନ ଶନି ଦେବଙ୍କୁ ତେଲ ଅର୍ପଣ କରନ୍ତୁ ଏବଂ ତାଙ୍କୁ ପୂଜା କରିବା ସମୟରେ ନୀଳ ଫୁଲ ଅର୍ପଣ କରନ୍ତୁ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

Google

ଯଦି ଆପଣ ଶନିବାର ଦିନ ମହାବଳୀ ହନୁମାନଙ୍କୁ ପୂଜା କରନ୍ତି ଏବଂ ପୂଜା କରିବା ସମୟରେ ତାଙ୍କୁ ସିନ୍ଦୁର ଅର୍ପଣ କରନ୍ତି ତେବେ ଏହା ଭଗବାନ ଶନିଙ୍କ ଖରାପ ପ୍ରଭାବକୁ ଦୂର କରିଥାଏ କାରଣ ଭଗବାନ ଶନିଦେବ ଭଗବାନ ହନୁମାନଙ୍କ ଭକ୍ତମାନଙ୍କୁ କଦାପି ହଇରାଣ କରନ୍ତି ନାହିଁ ଏବଂ ଆପଣ ଶନିବାର ଦିନ ହନୁମାନ ଚାଳିସା ପାଠ କରନ୍ତୁ। ଏଥିରେ ଆପଣଙ୍କୁ ଲାଭ ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହେବ ।

Leave a Reply

Your email address will not be published. Required fields are marked *