ଏହି ୩ଟି କାମ କର ଘୃଣା କରୁଥିବା ମଣିଷ ୨୪ ଘଣ୍ଟାରେ ପ୍ରେମ କରିବ ।

ଏହି ପୋଷ୍ଟରେ ଜାଣିବା ଯାହାଙ୍କୁ ଆପଣ ଭଲ ପାଉଛନ୍ତି ସେ ଆପଣଙ୍କୁ ଭଲ ପାଉ ନାହାନ୍ତି ଘୃଣା କରୁଛନ୍ତି। ଆପଣ କହୁଛନ୍ତି ଭଲ ପାଅ ଭଲ ପାଅ। ଆପଣ ବହୁତ ଅଧିକ ଭଲ ପାଉଛନ୍ତି କିନ୍ତୁ ସେ ଆପଣଙ୍କୁ ଘୃଣା କରୁଛନ୍ତି ignore କରୁଛନ୍ତି। ତ ତାଙ୍କ ଘୃଣାକୁ କେମିତି ପ୍ରେମରେ ବଦଳାଇବେ। ପୁଣି ସେ ଆପଣଙ୍କୁ ଆଗଭଳି ବହୁତ ଅଧିକ ଭଲ ପାଇବେ। ପୁଣି ପ୍ରେମ କରିବେ। ସେଥିପାଇଁ ଏହି ୩ ଟି ଉପାୟ apply କରିବେ ତ ଆପଣଙ୍କ ପାର୍ଟନର ଆପଣଙ୍କୁ ଘୃଣା ବଦଳରେ ପୁଣି ପ୍ରେମ କରିବେ। ଯଦି ଆପଣ ଏହି ୩ ଟି କାମ କରିବେ ତ। ଆପଣଙ୍କୁ ବହୁତ ଭଲ result ନିଶ୍ଚୟ ମିଳିବ। ଆଉ ଆପଣ ବୁଝିପାରିବେ ଆପଣଙ୍କ ପାର୍ଟନର ଆପଣଙ୍କୁ velu ଦେଉନାହାନ୍ତି। ଆଉ ଆପଣଙ୍କୁ ignore କରୁଛନ୍ତି ଘୃଣା କରୁଛନ୍ତି ଆଗରୁ ବହୁତ ଭଲ ପାଉଥିଲେ ଏବେ ଘୃଣା କରୁଛନ୍ତି ତ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ତ ଏହି ସବୁ problem solve ହୋଇଯିବ। ଆଉ ସେ ଆପଣଙ୍କୁ ପ୍ରେମ କରିବାକୁ ଲାଗିବେ।

Google

Continuity :

ସେହି ଜାଗାରେ ଲଗାତାର Continuity କରିବାକୁ ପଡିବ। ଧରାଯାଉ ପାଣିର ଯେଉଁ ବୁନ୍ଦା କେତେ କମଳ ହୋଇଥାଏ ନା ଯଦି ବାରମ୍ବାର ଗୋଟେ ଜାଗାରେ ପାଣିର ବୁନ୍ଦା ପଡିଥାଏ ତ ଚଟାଣକୁ ବି ଫଟେଇ ଦେଇଥାଏ। ତ ଆପଣଙ୍କୁ ବି ସେହି କାମ କରୁବାକୁ ପଡିବ ସେହି ଜାଗାରେ Continuity ରଖନ୍ତୁ ଯଦି ସେ ଘୃଣା କରୁଛନ୍ତି ତାଙ୍କୁ ଘୃଣା କରିବାକୁ ଦିଅନ୍ତୁ। ଆପଣ ଖାଲି ଭଲ ପାଇ ଚାଲନ୍ତୁ କେବଳ ଭଲ ପାଇ ଚାଲନ୍ତୁ। ପୁଣି ଭାବୁଥିବେ ଇଏ କେଉଁ ଲୋଜିକ। ସେ ଏତେ ଘୃଣା କରୁଛନ୍ତି ତ ତାଙ୍କ ପଛରେ ଆମେ କୋଣ ପାଇଁ time waste କରିବା ଏମିତି ବି ବହୁତ ଲୋକ ଭାବୁଥିବେ। ହଁ ଆମେ ତ କହୁନୁ time waste କରିବା ପାଇଁ। ଆପଣ ସବୁ କିଛି କାମ କରନ୍ତୁ କିନ୍ତୁ ଏହି ସବୁକୁ ବି Continuity କରନ୍ତୁ ତାଙ୍କୁ ପ୍ରେମ କରିବାକୁ ପଡିବ ମାନେ ପ୍ରେମ କରିବାକୁ ପଡିବ। ସେ କେତେବି ଘୃଣା କରନ୍ତୁ ନାଁ କାହିଁକି ତ ସେଥିପାଇଁ ଆପଣ Continuity ରଖନ୍ତୁ। ତ ଦେଖିବେ ସଫଳ ଆପଣ ନିଶ୍ଚୟ ପାଇବେ। ଆଉ ଭଲ result ନିଶ୍ଚୟ ପାଇବେ। ତ କେମିତି Continuity କରିବେ। start-stop-start କରନ୍ତୁ। ଏମିତି ବହୁତ ଜଣ ଭୁଲ କଣ କରନ୍ତି ନାଁ ଏହି ସବୁ କରି ନଥାଆନ୍ତି। ସେମାନେ start-stop-start କରି ନଥାନ୍ତି। ଯାହାକି ସେମାନେ ଘୃଣାକୁ ପ୍ରେମରେ convoart କରି ପାରନ୍ତି ନାହିଁ। ତ ଆପଣଙ୍କୁ start-stop-start କରିବାକୁ ପଡ଼ିବ। ତ କେମିତି ଏସବୁ କଣ ବୋଲି ଭାବୁଥିବେ। ଆମେ ଅଛୁନାଁ ଆପଣଙ୍କୁ ବୁଝେଇବା ପାଇଁ। ଆପଣ ନିଜ ପାର୍ଟନରଙ୍କୁ ireted କରନ୍ତୁ ନାହିଁ ତାଙ୍କୁ ବାରମ୍ବାର ପ୍ୟାର କରି କଲ କରି message କରି। ତ ସାମ୍ନା ବାଲାର ଯେଉଁ filings ଥାଏ ନାଁ ତାହାବି ଖତମ ହୋଇଯାଏ। କିନ୍ତୁ ଆପଣ ଏମିତି କରିବା କଥା ନୁହେଁ। ସେଥିପାଇଁ ଆପଣଙ୍କୁ start-stop-start ର ଟିପି apply କରୁବାକୁ ପଡିବ। ମାନେ ପିୟାର କରିବା ଆରମ୍ଭ କରନ୍ତୁ ଯଦି ଆପଣଙ୍କ ପାର୍ଟନର କୁହନ୍ତି ଜାଅ ଏଠାରୁ ତୁମକୁ ମୋର ଦରକାର ନାହିଁ। ଏମିତି ସେମିତି ରାଗି ଯାଆନ୍ତି ତ ସେହି ଜାଗାରେ ଆପଣ ରହିଯିବେ। ମାନେ stop ହୋଇଯିବେ। ଗ୍ୟାପ କରିବେ। ଦିନେ କି ଦୁଇଦିନ ଗ୍ୟାପ କରିବେ ତା ପରେ ପୁଣି continu start କରିବେ। ତାଙ୍କୁ ଭଲପାଇବେ, କଲ କରିବେ, ପୁଣି ସେଇ ଭଲ ପାଇବା ଆରମ୍ଭ କରିବେ। ଏମିତି ସାଇକଲ ଚଲେଇବେ ଅର୍ଥାତ ଏହିଭଳି ଭାବରେ ସାଇକଲ ଚାଲିବ। ଯାହାକି start-stop-start କରୁବାକୁ ପଡିବ। ଦେଖିବେ ଏମିତି କରିବେ ତ ସେ ଯେତେବି ଘୃଣା କରନ୍ତୁ ନାଁ କାହିଁକି ସେ ଆପଣଙ୍କୁ ପ୍ରେମ କରିବେ। ତାଙ୍କର ଘୃଣା ପ୍ରେମରେ ବଦଳି ଯିବ।

Ignorance:

ତାଙ୍କୁ ignore କରିବା ଆରମ୍ଭ କରନ୍ତୁ। ପୁଣି ଭାବୁଥିବେ ଜଣେ ଆମକୁ ଘୃଣା କରୁଛି ତାକୁ କେମିତି ignore କରିବି ସେ ତ ମତେ ପୁଣି ଭୁଲିଯିବ। ତ ପ୍ରେମ କେମିତି କରିବ ସେ। ଦେଖନ୍ତୁ ଏହା ପଛରେ since କଣ ନାଁ ଯେଉଁ ମଣିଷ ଆମକୁ ଘୃଣା କରେ ତା ମାନେ ନୁହେଁ ଯେ ସେ ଆପଣଙ୍କ ବିଷୟରେ ଦିନ ରାତି ଭାବୁଛି। ଯିଏ ଆପଣଙ୍କୁ ଘୃଣା କରେ ସେ ଆପଣଙ୍କ ବିଷୟରେ ଭାବି ନଥାଏ। ଯଦି ତାଙ୍କ ମନ ଆପଣଙ୍କ ବିଷୟରେ ଭାବି ଥାଏ ତ ଗୋଟେ point ଆସେ positive ର convert ହୋଇପାରେ। ଆଉ ସେ ଆପଣଙ୍କୁ ପୁଣି ପ୍ରେମ କରିପାରନ୍ତି ଯେତେବି ସେ ଆପଣଙ୍କୁ ଘୃଣା କରନ୍ତୁ ନାଁ କାହିଁକି। ଆପଣଙ୍କୁ କଣ କରିବାକୁ ପଡିବ ନାଁ ତାଙ୍କ ଦୀମାଗରେ ଯେଉଁ point ଅଛିନା ତାକୁ ବାହାର କରିବାକୁ ପଡିବ। ତାଙ୍କ ଦୀମାଗକୁ ପୁଣି ron କରିବାକୁ ପଡିବ। ସେଥିପାଇଁ ଆପଣଙ୍କୁ ignore କରିବାକୁ ପଡିବ। ଧୀରେ ଧୀରେ avoide କରନ୍ତୁ ପୁଣି ତାଙ୍କ ପାଖକୁ ଯାନ୍ତୁ। ଏମିତି କଲେ ତାଙ୍କ ଦୀମାଗ କାମ କରିବା ବନ୍ଦ ହୋଇଯିବ। ସେ ବୁଝିପାରିବେ ନାହିଁ ତା ପରେ ସେ ଆପଣଙ୍କୁ ଭାବିବେ। ଆଉ ଯଦି ନ ଭାବିବେ ତ ସେ ଆପଣଙ୍କୁ କେବେବି ଭଲ ପାଇବେ ନାହିଁ। ଯିଏ ଭାବିବେ ସେ ଯେତେବି ଘୃଣା କରନ୍ତୁ ନାଁ କାହିଁକି ପୁଣି ତାଙ୍କ ଘୃଣା ପ୍ରେମରେ ବଦଳି ଯିବ।

Google

Good Thinking:-

ଭଲ କଥା ସେୟାର କରନ୍ତୁ। ତ ଇଏ କି ଟୋପିକ ଭାବୁଥିବେ। ମାନେ ଆପଣଙ୍କର ଯେଉଁ sosite କିମ୍ବା ଗାଁ ପଡିଶା ଯିଏ ବି ଅଛନ୍ତି ତାଙ୍କ ପାଖରେ ୟାଙ୍କ କଥା ସେୟାର କରନ୍ତୁ। ସେ ବହୁତ ଭଲ। ସେ ଏମିତି ସେମିତି ପୁଣି ଏମିତି ଭାବୁଥିବେ ଯେ ଯିଏ ଆମକୁ ଘୃଣା କରୁଛି ସାଇ ପଡିଶାଙ୍କ ପାଖରେ ତାଙ୍କ କଥା କେମିତି ସେୟାର କରିବୁ ସେ ବହୁତ ଭଲ ଏମିତି ସେମିତି ନାଁ ଯଦି ଏହିସବୁ କରିବେତ ଯଦି ସେ ଆପଣଙ୍କୁ ଘୃଣା କରୁଛନ୍ତି ନାଁ ଯଦି ସେ ଜାଣିଯିବେ ଇଏ ମତେ ତାରିଫ କରୁଛି ଏବେବି ଭଲ ପାଉଛି ତାଙ୍କ ଘୃଣା ପ୍ରେମରେ ବଦଳି ଯିବ। ଆଉ ସେ ପୁଣି ଆପଣଙ୍କୁ ଭଲ ପାଇବେ। କଣ ପାଇଁ ନାଁ ଯଦି ସେ ଏହି ସବୁ କଥା ଜାଣିଯିବେ ଏବେବି ସେ ମତେ ଭଲ ପାଉଛି ଏବେବି ସେ ମତେ ପ୍ୟାର କରୁଛି ମୋର ଖରାପ ଚାହୁଁନି ଦେଖିବେ ତାଙ୍କ ମନରେ ଯେତେବି ଘୃଣା ଅଛି ସେ ସବୁ ପ୍ରେମରେ ବଦଳି ଯିବ। ଆଉ ସେ ପୁଣି ଆପଣଙ୍କୁ ଭଲ ପାଇବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *