ଆଜିର ରାଶିଫଳ : ୨୮ ଅକ୍ଟୋବର ୨୦୨୦,ବୁଧବାର ,ସାତଟି ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ, ବାକି ସମ୍ଭାଳି ରୁହନ୍ତୁ ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହେବ। ଆଜି ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। କିଛି ଲୋକେ କାର୍ଯ୍ୟ ମାମଲାରେ ବିଦେଶ ଯାତ୍ରା କରି ପାରନ୍ତି। ବିରୋଧୀ ମାନଙ୍କ ଉପରେ ଧ୍ୟାନ ରଖିବା ଆବଶ୍ୟକ। ଆପଣ ନିଜ କାର୍ଯ୍ୟକୁ ନେଇ ଅଧିକ ବ୍ୟସ୍ତ ରହିବେ। ବିରୋଧୀ ଆପଣଙ୍କ ମାନସିକ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରି ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ସହିତ ନିକଟତା ବଢିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ଅଧିକ ପ୍ରସନ୍ନ ରହିବ। ଅଧିକ ପରିଶ୍ରମ ଦ୍ଵାରା ଶାରୀରିକ ଥକା ଅନୁଭବ କରି ପାରନ୍ତି।

ବୃଷ ରାଶି –

ଆଜି ଆପଣଙ୍କୁ କାର୍ଯ୍ୟରେ ଅଧିକ ଫାଇଦା ମିଳିବ। ସେୟାର ବଜାର ରେ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଜୀବନରେ ରୋମାନ୍ସ ଭରି ରହିବ। ପାରିବାରିକ ସୁଖ ପ୍ରାପ୍ତ ହେବ ଏବଂ ବିବାଦ ମଧ୍ୟ ଉତ୍ପନ୍ନ ହୋଇପାରେ। ଆପଣଙ୍କୁ ଜୀବନସାଥୀଙ୍କ ବ୍ୟବହାର କିଛି ବୁଝି ଆସିବ ନାହିଁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ।

ମିଥୁନ ରାଶି –

ଆଜି ଆପଣଙ୍କ ଧ୍ୟାନ କାର୍ଯ୍ୟ ଉପରେ ରହିବ। ଚାକିରୀ ପେଶାରେ ଥିବା ଲୋକେ ଆଗକୁ ବଢିବେ। ବରିଷ୍ଠ ବ୍ୟକ୍ତି ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ହାଲକା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଖାସ୍ ଲୋକଙ୍କ ପାଖରୁ ପରାମର୍ଶ ମିଳିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସନ୍ତୁଷ୍ଟ ରହିବେ। ଧାର୍ମିକ ଭାବନା ଆପଣଙ୍କ ମନକୁ ଆସିବ। ପରିବାରର ଦାୟିତ୍ୱ ଆପଣ ତୁଲାଇବେ। ଘରୋଇ ଖର୍ଚ୍ଚ ବଢିପାରେ।

Google

କର୍କଟ ରାଶି –

ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଏଥିପାଇଁ ପୁରୁଣା ଅଟକି ରହିଥିବା ଯୋଜନା ସାର୍ଥକ ହେବ। ବ୍ୟାପାର ମାମଲାରେ ଦିନଟି ଅନୁକୂଳ ରହିଛି। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ସୁଦୂର କ୍ଷେତରେ ଅବସର ମିଳିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ, ଜୀବନସାଥୀଙ୍କ ତରଫରୁ ସ୍ନେହ , ପ୍ରେମ ଏବଂ ସମ୍ମାନ ପ୍ରାପ୍ତ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି କୌଣସି କଥାକୁ ନେଇ ଉଦାସ ରହି ପାରନ୍ତି। ଅଧିକ ଆତ୍ମବିଶ୍ବାସ ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ।

ସିଂହ ରାଶି –

ମାନସିକ ରୂପରେ ଆଜି ଟିକେ ଚିନ୍ତିତ ରହି ପାରନ୍ତି। କିଛି ପୂରଣ ହେଉଥିବା କାର୍ଯ୍ୟ ଅଟକି ଯାଇପାରେ। ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ବିଜୟ ଲାଭ ହେବ। ରାଜନୈତିକ କାର୍ଯ୍ୟରେ ସଫଳତା ମିଳିବ। ଯଦି କୌଣସି ପ୍ରତିଯୋଗିତାରେ ସାମିଲ ରହିଛନ୍ତି ତାହେଲେ ସଫଳତା ମିଳିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ତରଫରୁ କାର୍ଯ୍ୟ ପାଇଁ ପରାମର୍ଶ ମିଳିବ। ଆପଣ ସମ୍ପତ୍ତି କିଣି ପାରନ୍ତି। ଜୀବନସାଥୀଙ୍କ ଯୋଗଦାନ ଆପଣଙ୍କୁ ସଫଳତା ପ୍ରଦାନ କରିବ। ପରିବାରର ମାହୋଲ ସୁଖମୟ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କ ପରିଶ୍ରମ ସାର୍ଥକ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ବିବାହକୁ ନେଇ ଚିନ୍ତିତ ରହିବେ।

ତୁଳା ରାଶି –

ଆପଣ ମାନସିକ ରୂପରେ ଅଧିକ ଭାବୁକ ରହିବେ। ସମ୍ପର୍କକୁ ସମ୍ଭାଳି ରଖିବା ପାଇଁ ପ୍ରୟାସ କରନ୍ତୁ। ଖର୍ଚ୍ଚ ଅଧିକ ହୋଇପାରେ। ଜମିବାଡ଼ି କିଣାକିଣି କରିବା ପାଇଁ ଯୋଜନା କରି ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସନ୍ତୁଷ୍ଟ ରହିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ଶାନ୍ତ ରହିବେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟ ମାମଲାରେ ଦିନଟି ଆପଣଙ୍କ ପକ୍ଷରେ ରହିବ।

ବିଛା ରାଶି –

ଆଜି ଆପଣ ଅଧିକ ପ୍ରସନ୍ନ ରହିବେ। ସନ୍ତାନ ଙ୍କ ପାଇଁ କୌଣସି ନୂଆ ଜିନିଷ କିଣାକିଣି କରି ପାରନ୍ତି। ଆପଣଙ୍କ ମନ ପ୍ରସନ୍ନ ରହିବ। ଆୟରେ ବୃଦ୍ଧି ହେବ। ହାଲକା ଖର୍ଚ୍ଚ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଅଟେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ ଏବଂ ପ୍ରେମ ଜୀବନ ମଧ୍ୟରେ ଉତ୍ତମ ସମ୍ପର୍କ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଅଧିକ ରୋମାଣ୍ଟିକ ରହିବେ।

ଧନୁ ରାଶି –

ମାନସିକ ରୂପରେ ସୁଦୃଢ ରହିବେ। କିଛି ନୂଆ ନିଷ୍ପତ୍ତି ନେଇ ପାରନ୍ତି। ଆୟ ରେ ବୃଦ୍ଧି ହେବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ସମାଧାନ ରହିବାର ଆବଶ୍ୟକତା ରହିଛି। ଖର୍ଚ୍ଚରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଜମିବାଡ଼ି ମାମଲା ଆପଣଙ୍କ ସପକ୍ଷରେ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଆଜି ଖୁସି ମିଳିବ। ଆପଣଙ୍କ ସ୍ବାସ୍ଥ୍ୟ ସୁଦୃଢ ରହିବ। ଆପଣ ଲୋକଙ୍କୁ ପ୍ରେରଣା ଦେବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସନ୍ତୁଷ୍ଟ ରହିବେ।

Google

ମକର ରାଶି –

ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଋଣ ପରିଶୋଧ କରିବା ପାଇଁ ଅନୁକୂଳ ସମୟ ରହିଛି। ବନ୍ଧୁଙ୍କ ସହିତ ଉତ୍ତମ ସମ୍ବନ୍ଧ ରହିବ, ସେମାନେ ଆପଣଙ୍କୁ ଆର୍ଥିକ ସହଯୋଗ କରିବେ। ବ୍ୟାପାରରେ ଲାଭ ମିଳିବ। ବ୍ୟବସାୟ ପାର୍ଟନରଙ୍କ ସହିତ ଉତ୍ତମ କନେକ୍ସନ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜର ଭାବ ଆଦାନ ପ୍ରଦାନ କରିବେ। ବ୍ୟବସାୟ ପାଇଁ ଉତ୍ତମ ସମୟ ରହିଛି।

କୁମ୍ଭ ରାଶି –

ପରିବାରର ମାହୋଲ ସକାରାତ୍ମକ ରହିବ। ଆର୍ଥିକ ରୂପରେ ଲାଭ ପ୍ରାପ୍ତ ହେବ। ସମ୍ପତ୍ତି କିଣିବା ପାଇଁ ଯୋଜନା କରି ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରେ ଜୀବନସାଥୀ ଭବିଷ୍ୟତରେ କୌଣସି ଯାତ୍ରା ପାଇଁ ଯୋଜନା କରି ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ନିଜ ସମ୍ପର୍କକୁ ଅଧିକ ସୁନ୍ଦର ରୂପରେ ଗଢି ତୋଳିବା ପାଇଁ ସ୍ବପ୍ନ ଦେଖିବେ। ପ୍ରେମୀଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। କାର୍ଯ୍ୟ ମାମଲାକୁ ନେଇ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। ପରିଶ୍ରମରୁ ପଛକୁ ହଟିବା ଉଚିତ ନୁହେଁ।

ମୀନ ରାଶି –

ଆଜି ଆପଣ ଅଧିକ ପ୍ରସନ୍ନ ରହିବେ। ଆପଣ ଅଧିକ ଭାବୁକ ହୋଇ ପାରନ୍ତି। ପ୍ରେମୀଙ୍କ ପାଇଁ କିଛି ଉପହାର ନେଇ ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଜୀବନସାଥୀଙ୍କୁ ସ୍ନେହ ପ୍ରେମ ଦେବେ ଏବଂ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ସଂପର୍କକୁ ନେଇ ଗମ୍ଭୀର ରହିବେ। ପ୍ରେମୀଙ୍କ ସହିତ କିଛି ସମସ୍ୟା ଥିଲେ ଆପଣ କଥାବାର୍ତ୍ତା କରି ସାବଧାନ କରିବା ଆବଶ୍ୟକ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *