ଏହି ୫ଟି କାରଣରୁ ଘରେ ତିଷ୍ଠି ପାରି ନଥାଏ ଟଙ୍କା, ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଧନଭଣ୍ଡାର ରହିଥାଏ ଖାଲି।

ଘରେ ବାସ୍ତୁ ଦୋଷ କାରଣରୁ ପରିବାର ଲୋକେ ସର୍ବଦା ଦୁଃଖୀ ରହିଥାନ୍ତି ଏବଂ ଘରେ ଟଙ୍କା ଅଧିକ ଦିନ ରହି ନଥାଏ। ବାସ୍ତୁ ଦୋଷ କାରଣରୁ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ଏହା ଜରୁରୀ ଅଟେ କି ଆପଣ ଯେଉଁ ସ୍ଥାନରେ ରହିଛନ୍ତି, ସେଠାରେ ବାସ୍ତୁ ଦୋଷରୁ ମୁକ୍ତ ହୁଅନ୍ତୁ। ଘରେ ବାସ୍ତୁ ଦୋଷ ଥିବାରୁ ଆପଣ ଭୟ କରନ୍ତୁ ନାହିଁ ଏବଂ ତଳେ ଦିଆ ଯାଇଥିବା ଉପାୟକୁ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ବାସ୍ତୁ ଦୋଷ ସମାପ୍ତ ହୋଇଯିବ ଏବଂ ଧନ ଲାଭ ହେବ।

ବାସ୍ତୁ ଶାସ୍ତ୍ର ଅନୁସାରେ ଧନଭଣ୍ଡାରକୁ ଉଚିତ ଦିଗରେ ରଖିବା ଉଚିତ। ଉତ୍ତର ଦିଗରେ ଧନଭଣ୍ଡାର ରଖିବା ଦ୍ଵାରା ଅଧିକ ଧନଲାଭ ହେବ ଏବଂ ଧନ ଭଣ୍ଡାର ସର୍ବଦା ଭରି ରହିବ। ଏଥିପାଇଁ ଆପଣ ସର୍ବଦା ଧନଭଣ୍ଡାର କୁ ଉଚିତ ଦିଗରେ ରଖନ୍ତୁ।

ଘରର ପାଣି ନିଷ୍କାସନ ଦିଗ ଭୁଲ ରହିବା ଦ୍ଵାରା ମଧ୍ୟ ଧନ ହାନୀ ହେବାର ସମ୍ଭାବନା ରହିଥାଏ। ଏଥିପାଇଁ ଏହା ଅତ୍ୟନ୍ତ ଜରୁରୀ ଅଟେ କି ପାଣି ନିଷ୍କାସନର ଦିଗ ଉଚିତ ରହିବା ଆବଶ୍ୟକ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପାଣି ନିଷ୍କାସନ ଦିଗ ଦକ୍ଷିଣ ଏବଂ ପଶ୍ଚିମରୁ ହିଁ ହେବା ଉଚିତ। ଏହି ଦିଗରେ ଜଳ ନିଷ୍କାସିତ ହେବାର ଅର୍ଥ ହୋଇଥାଏ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ।

Google

ମୁଖ୍ୟ ଫାଟକ ଆଗରେ ଲଗାନ୍ତୁ ସ୍ୱାସ୍ତିକ ଚିହ୍ନ –

ସ୍ଵାସ୍ତିକ ଚିହ୍ନ ଅଧିକ ପବିତ୍ର ହୋଇଥାଏ। ଏହି ସ୍ୱାସ୍ତିକ ଚିହ୍ନକୁ ଧନ ଲାଭ ସହିତ ମଧ୍ୟ ଯୋଡ଼ା ଯାଇଥାଏ। ଏଭଳି କୁହାଯାଏ କି ଯଦି ଏହି ସ୍ୱାସ୍ତିକ ଚିହ୍ନ ଘରର ଫାଟକ ଏବଂ ଧନଭଣ୍ଡାର ରେ ଲଗାଯିବ ତାହେଲେ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏଥିପାଇଁ ଆପଣ ନିଜର ଘରର ମୁଖ୍ୟ ଫାଟକ ଏବଂ ଧନଭଣ୍ଡାରରେ ଲଗାନ୍ତୁ, ତାହେଲେ ଘରେ ସୁଖ ସମୃଦ୍ଧିର ବାସ ହେବ।

Google

ମନ୍ଦିରରେ କଳସ ନିଶ୍ଚିତ ରଖନ୍ତୁ। ଯେଉଁ ମାନଙ୍କ ଘରର ପୂଜା ଘରେ କଳସ ରହିଥାଏ, ସେହି ଲୋକଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ନଥାଏ ଏବଂ ସର୍ବଦା ଧନର ଆଗମନ ହୋଇଥାଏ। ବାସ୍ତୁ ଦୋଷରେ ଖରାପ ପ୍ରଭାବ ଜୀବନରେ ପଡି ନଥାଏ। ପୂଜାଘରେ କଳସ ରଖି ଧ୍ୟାନ ରଖନ୍ତୁ କି କଳସରେ ସର୍ବଦା ତାଜା ପାଣି ଭରି ଥିବ ଏବଂ କଳସ ଉପରେ ନଡ଼ିଆ ରହିଥିବ। ଆପଣ ସର୍ବଦା କଳସର ପାଣି ପରିବର୍ତ୍ତନ କରନ୍ତୁ ଏବଂ ୨୧ ଦିନପରେ ନଡ଼ିଆକୁ ମଧ୍ୟ ବଦଳାଇ ଦିଅନ୍ତୁ।

Google

ପୁଜଘରେ ଓଁ ଚିହ୍ନ ବନେଇବା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଆପଣ ଚନ୍ଦନ ବା ହଳଦୀରେ ଏହି ଚିହ୍ନ କରି ପାରିବେ। ସବୁ ରୁମ ବାହାରେ ସୂତ୍ର ବାନ୍ଧି ପାରିବେ।

ବାସ୍ତୁ ଦୋଷ ଛଡ଼ା ଯେଉଁ ଘରେ ସର୍ବଦା ବିବାଦ ଏବଂ ଝଗଡ଼ା ହୋଇଥାଏ, ମହିଳା ମାନଙ୍କୁ ଅପମାନ କରା ଯାଇଥାଏ, ଘର ପରିଷ୍କାର ପରିଚ୍ଛନ୍ନ ହୋଇ ନଥାଏ, ସେଠାରେ ଧନ ଅଧିକ ଦିନ ତିଷ୍ଠି ପାରେ ନାହିଁ। ଉପରେ ଦିଆ ଯାଇଥିବା ଉପାୟ ଗୁଡ଼ିକୁ କରିବା ସମୟରେ ଏହି କଥାକୁ ଧ୍ୟାନ ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ନିଜ ସାଙ୍ଗ ସାଥିଙ୍କ ସହିତ ସେଆର କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ। ମା ଲକ୍ଷ୍ମୀଙ୍କର କୃପା ହେଲେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *