ଆଜିର ରାଶିଫଳ : ୦୫ ଅକ୍ଟୋବର ୨୦୨୦,ସୋମବାର,ଶୁଭ ଯୋଗ ବନିବା ଦ୍ଵାରା ଧନୁ, ମକର ଏବଂ ମୀନ ରାଶିର ଲୋକଙ୍କୁ ହୋଇପାରେ ଫାଇଦା ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ନିଜ ଉପରେ ଭରସା ରଖନ୍ତୁ। କାର୍ଯ୍ୟରେ ସଫଳତା ମିଳିବ। ବିଦେଶ ଯିବାର ଯୋଗ ରହିଛି। ଖର୍ଚ୍ଚରେ ବୃଦ୍ଧି ହେବ। ସରକାରଙ୍କ ତରଫରୁ କିଛି ସୁବିଧା ମିଳିପାରେ। କାର୍ଯ୍ୟ ମାମଲାରେ ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। ମାନସିକ ଚିନ୍ତା ବଢିପାରେ। ଉଚିତ ସମୟ ମଧ୍ୟରେ କାର୍ଯ୍ୟରେ ସଫଳତା ମିଳିବ। ଆୟ ରେ ବୃଦ୍ଧି ହେବ । ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ସମସ୍ୟାରେ ଭରି ଯିବ, ଏଥିପାଇଁ ସାବଧାନ ରୁହନ୍ତୁ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। ଦ୍ବିପ୍ରହର ପରେ ଆୟ ସାମାନ୍ୟ ରହିବ। ଦ୍ବିପ୍ରହର ପରେ ସ୍ଥିତିରେ ପରିବର୍ତ୍ତନ ଆସିବ। ଖର୍ଚ୍ଚରେ ବୃଦ୍ଧି ହେବ, ଯାହାଦ୍ବାରା ଆପଣ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟରେ କ୍ଷେତ୍ରରେ ସୁଦୃଢ ରହିବ। ସରକାରୀ କ୍ଷେତ୍ରରେ ଜମିବାଡ଼ି ମାମଲାକୁ ନେଇ କିଛି ଫାଇଦା ହୋଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ଆପଣଙ୍କୁ ନିଜ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। ଉତ୍ତମ ଭୋଜନର ଆନନ୍ଦ ନେଇ ପାରନ୍ତି। ବନ୍ଧୁ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସାମାନ୍ୟ ରହିବ। ପ୍ରେମ ଜୀବନରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ଏବଂ ଉତ୍ତମ କାର୍ଯ୍ୟ କରିବେ। ପାରିବାରିକ ଜୀବନରେ ନିରାଶାର ସାମ୍ନା କରିବାକୁ ପଡିପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରୋମାନ୍ସ ରେ ଭରି ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜିର ଦିନଟିକୁ ଆନନ୍ଦରେ ଉପଭୋଗ କରିବେ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଭାଗ୍ୟ ଦୁର୍ବଳ ରହିବ। ଦ୍ବିପ୍ରହର ପରେ ସ୍ଥିତିରେ ସୁଧାର ଆସିବ। କାର୍ଯ୍ୟରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଦିନଟି ଅତ୍ୟନ୍ତ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ସଂପର୍କକୁ ନେଇ ଗମ୍ଭୀର ରହିବେ। ପରିବାରରେ ସୁଖଶାନ୍ତି ବିରାଜିତ ହେବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ପାଇଁ ଦିନଟି ଅନୁକୂଳ ରହିଛି। ଆପଣ ନିଜ ସଂମ୍ପର୍କରେ ଅଧିକ ବୁଝାମଣା ରଖିବେ। ଜୀବନସାଥୀ କୌଣସି କାମରେ ଆପଣଙ୍କୁ ସହଯୋଗ କରିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ସୁଦୃଢ ରହିଛି। ସମ୍ପର୍କ ରେ ମଧୁରତା ଦେଖା ଦେବ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ହାଲକା ଖର୍ଚ୍ଚ ହୋଇପାରେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ମାନସିକ ଚିନ୍ତା ଗ୍ରାସ କରିବାକୁ ଦିଅନ୍ତୁ ନାହିଁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସାମାନ୍ୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ।ଆପଣଙ୍କ ସମ୍ପର୍କରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।ଆପଣଙ୍କ ମନ ରେ ସକାରାତ୍ମକ ବିଚାର ଆସିବ। ପ୍ରେମ ଜୀବନ ସୁଖମୟ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ପରସ୍ପର ପ୍ରତି ବୁଝାମଣା ରହିବ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ସରକାରଙ୍କ ତରଫରୁ ଲାଭ ମିଳିବ। ଜମିବାଡ଼ି ମାମଲାରେ ସଫଳତା ମିଳିବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ଆପଣ ସାମାନ୍ୟ ରହିବ। ମାନସିକ ଚିନ୍ତା ଦୂର ହେବ। ପରିବାର ପ୍ରତି ଧ୍ୟାନ ରଖନ୍ତୁ। ମାତାଙ୍କ ପ୍ରତି ଅଧିକ ପ୍ରେମ ବଢିବ। ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ହେବ। ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ମଧ୍ୟରେ କିଛି ସମସ୍ୟା ଦେଖା ଦେଇପାରେ। ଓରେମ ଜୀବନରେ ଅତିବାହିତ କରୁଥିବା ଲୋକେ କିଛି କଠିନ ପରିସ୍ଥିତି ସହିତ ସାମ୍ନା କରି ପାରନ୍ତି। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପାରିବାରିକ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଖର୍ଚ୍ଚରେ ବୃଦ୍ଧି ହେବ, ଏଥିପାଇଁ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ଧ୍ୟାନ ଦେବା ଆବଶ୍ୟକ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ପାଇଁ ଦିନଟି ଅନୁକୂଳ ରହିଛି। ସମ୍ପର୍କରେ ରୋମାନ୍ସ ବଢିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ମୀନ ରାଶି –

ଆପଣଙ୍କ ପାଇଁ ଆଜିର ଦିନଟି ସାମାନ୍ୟ ରୂପରେ ଫଳଦାୟକ ରହିବ। ପରିବାରରେ ପ୍ରେମ ଭରି ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କ ଅନୁଭବ ସାହାଯ୍ୟ କରିବ, ଯାହାଦ୍ବାରା ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଦିନଟି ଦୁର୍ବଳ ରହିଛି। ଏଭଳି କାର୍ଯ୍ୟ କରନ୍ତୁ ନାହିଁ, ଯେଉଁଥିରେ ଆପଣଙ୍କ ସମ୍ପର୍କରେ ଲଢେଇ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ସାମାନ୍ୟ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *