ଏହି ୧ ଲାଇନ ସବୁଦିନ କୁହ ତୁମେ ଯାହାକୁ ଭଲ ପାଉଛ , ତୁମ ପ୍ରେମ ଜୀବନସାରା ଭାଙ୍ଗିବ ନାହିଁ ।

ଆଜି ପୋଷ୍ଟରେ ଆଜି ଆମେ ଏମିତି ଗୋଟେ ଲାଇନ କହିବୁ ଯଦି ଆପଣ ଏହି ଗୋଟେ ଲାଇନ ବିଷୟରେ ଜାଣିଯିବେ ତ ବା use କରିବା ଆରମ୍ଭ କରିଦେବେ ତ ଯଦି ଆପଣଙ୍କ ନିଜ ପାର୍ଟନରଙ୍କର ଆପଣଙ୍କ ପ୍ରତି feeling ଖତମ ହୋଇସାରିଛି ଆପଣଙ୍କ ସହିତ ଭଲରେ କଥା ହେଉନାହାନ୍ତି ତ ପୁଣି ଆପଣଙ୍କ ସହିତ କଥା ହେବା ପାଇଁ ଲାଗିବେ। ପୁଣି ଆପଣଙ୍କ ପ୍ରତି feelings ଆସିବାକୁ ଲାଗିବ ଏହି ଲାଇନ ଆପଣ ଆପଣଙ୍କ ପାର୍ଟନରଙ୍କୁ କହିବା ପରେ। ତ ଆସନ୍ତୁ ଜାଣିବା ସେ ଗୋଟେ ଲାଇନ କଣ ଯାହା ଆପଣ ନିଜ ପାର୍ଟନରଙ୍କୁ କହିବା ପରେ ତାଙ୍କର ଆପଣଙ୍କ ପ୍ରତି feelings ବହୁତ ଅଧିକ ବଢି ଯିବ।

Google

ସେ ଗୋଟେ ଲାଇନ ହେଲା ” ମୋ ଅନୁପସ୍ଥିତ, ତୁମକୁ କହିବ ମୁଁ କଣ ଥିଲି” ତ ଏହି ଲାଇନ ଆପଣଙ୍କୁ ମେସେଜ କରିବାକୁ ପଡିବ। ହଁ ଏହି ଲାଇନ ଆପଣଙ୍କୁ ବହୁତ ସରଳ ଲାଗୁଥିବ କିନ୍ତୁ ଏହି ଲାଇନ ପୁରା ଭାବରେ ସାଇକୋଲଜି ଲାଇନ ଆଉ ଏହାର ପ୍ରଭାବ ବହୁତ ଖତରନାକ ହୋଇଥାଏ। ଆଉ ବହୁତ ଭଲରେ କାମ କରେ। ଆଉ ଆପଣଙ୍କ ପାର୍ଟନର ଆପଣଙ୍କୁ ପାଗଳଙ୍କ ପରି ଭଲ ପାଇପାରେ ଏବଂ ଆପଣଙ୍କ ପ୍ରତି feelings ଆସିପାରେ ସେଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ ନାଁ ଯଦି ଆପଣଙ୍କୁ ଲାଗିବ ଆପଣଙ୍କ ପାର୍ଟନରଙ୍କର ଆଗ ଭଳି ଆଉ feelings ନାହିଁ ସେହି ଭଲପାଇବା ନାହିଁ ସେତେବେଳେ ଏହି ଲାଇନକୁ ମେସେଜ କରି ପଠାଇବେ। ପ୍ରଥମେ ଜାଣିବା ଏହି ମେସେଜ ସେଣ୍ଡ କଲା ପରେ ଫାଇଦା କୋଣ ହେବ ତ ଆସନ୍ତୁ ଜାଣିବା ତ ପ୍ରଥମେ ଯାହା ଫାଇଦା ହୋଇଥାଏ ଏହି ଲାଇନ ପଠାଇବାର

ପ୍ରଥମ ଫାଇଦା ହେଉଛି fear of lost ମାନେ ହରାଇବାର ଡର ବହୁତ ଅଧିକ ବଢିଯିବ ଆପଣଙ୍କୁ ଏମିତି ବି ସମସ୍ତେ ଜାଣିଥାନ୍ତି ଆମ ପାର୍ଟନର ଆମକୁ ହରେଇବାର ଡର ରଖୁ, ତ fear of lost ବଢାଇବାରେ ଭଲ ତରିକା ହେଲା ଏହି ଲାଇନ use କରିବାର ଯାହାକି ସେ ହରେଇବାର ଡର ତାଙ୍କ ମନରେ ରହିବ। ଦ୍ୱିତୀୟଟି ହେଉଛି ଯେଉଁ feelings ସରିଯାଇଛି ଯାହାକି ଆଉ ଥରେ ଆସିଯିବ ସେହି feelings ଆପଣଙ୍କ ପ୍ରତି ତାଙ୍କର ସେଥିପାଇଁ ଆପଣ ଦିନକୁ ତିନିଥର use କରି ପାରିବେ। ସକାଳେ, ଦିନବେଳେ, ରାତିରେ ମେଡ଼ିସିନ ଖାଇବା ଭଳି ସତ। messag କରିବା ଦରକାର ଫୋନ ରେ ହେଉ କିମ୍ବା ମେସେଜରେ ହେଉ କିମ୍ବା ସାମ୍ନାରେ ହେଉ ତ ଏହି ଲାଇନ ଆପଣଙ୍କୁ କହିବା ପାଇଁ ପଡିବ ତ ବୁଝିପାରି ଥିବେ। ତ ଏବେ ଆସନ୍ତୁ ଆପଣଙ୍କୁ ବୁଝେଇବୁ ବୈଜ୍ଞାନିକ ଭାଷାରେ।

Google

ତ ଏହି ଲାଇନ ପଠାଇବା ପରେ ସାମ୍ନା ବାଲା କଣ react କରିଥାଏ ଆଉ କେମିତି ଭଲ ପାଇବା ବଢି ଥାଏ ଆସନ୍ତୁ ଜାଣିବା। ଦେଖନ୍ତୁ ଯଦି ଏହି ଲାଇନ କହିଥିବେ ସାମ୍ନା ବାଲାଙ୍କୁ ସାମ୍ନା ବାଲାର ସଜେସନ ଆଧାରରେ ଚାଲି ଯାଇଥାଏ। କଣ କଣ ମାଇଣ୍ଡ ତାହା ସଜେସନ ଆଧାରରେ ଚାଲିଯାଇଥାଏ। ତ ସେଥିପାଇଁ ଯଦି ଆପଣ ଚାହୁଁଛନ୍ତି ତାଙ୍କ ମାଇଣ୍ଡକୁ ସଜେସନ ଦେବା ପାଇଁ ତ ଏହି ଲାଇନକୁ use କରିପାରିବେ। ଯାହା ଫଳରେ ସେ ହରେଇବାର ଡର ଆସିଯିବ ତାଙ୍କ ଭିତରେ ସେଥିପାଇଁ ଏହି ଲାଇନ use କରିପାରିବେ ଆପଣଙ୍କ ପାର୍ଟନରଙ୍କୁ ସେଥିପାଇଁ କିଛିବି ଖରାପ ଫାଇଦା ହୋଇନଥାଏ। ବହୁତ ଭଲ ଫାଇଦା ହେବ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *