ଆଜିର ରାଶିଫଳ : ୦୪ ଅକ୍ଟୋବର ୨୦୨୦,ରବିବାର,କର୍କଟ ଏବଂ କନ୍ୟା ସମେତ ପାଞ୍ଚଟି ରାଶିର ଲୋକଙ୍କୁ ମିଳିବ ଭାଗ୍ୟର ସପକ୍ଷ, ଜାଣନ୍ତୁ ବାକି ନକ୍ଷତ୍ର।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ନିଜର ଆତ୍ମବିଶ୍ବାସ ବଢିବ। କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟ ପ୍ରବଳ ହେବାଦ୍ବାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଅଧିକ ରୋମାଣ୍ଟିକ ରହିବେ। ଖର୍ଚ୍ଚ ଉପରେ ଧ୍ୟାନ ରଖନ୍ତୁ। ବିରୋଧୀ ମାନଙ୍କ ଉପରେ ଆପଣ ଭାରୀ ରହିବେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। ଖର୍ଚ୍ଚରେ ବୃଦ୍ଧି ହେବାଦ୍ବାରା ଆପଣଙ୍କ ଚିନ୍ତା ବଢିପାରେ। ଆୟ ଠିକ୍ ଠାକ୍ ରହିବ, ତଥାପି ଆପଣଙ୍କୁ ଖର୍ଚ୍ଚରେ ଧ୍ୟାନ ଦେବା ଉଚିତ। ପରିବାରରେ ସୁଖ ବୃଦ୍ଧି ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ସମସ୍ୟାରେ ଭରି ରହିବ। କୌଣସି କଥାକୁ ନେଇ ବିବାଦ କରନ୍ତୁ ନାହିଁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ଆୟରେ ବୃଦ୍ଧି ହେବ, ଯାହାଦ୍ବାରା ଆପଣ ଉତ୍ସାହିତ ରହିବେ। ଆପଣଙ୍କ ମନ ପ୍ରସନ୍ନ ରହିବ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ ଏବଂ କାର୍ଯ୍ୟ ମାମଲାରେ ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ପାଇଁ ଦିନଟି ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଦିନଟିକୁ ଉପଭୋଗ କରିବେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ ମାମଲାରେ କରିଥିବା ପ୍ରୟାସ ସଫଳ ରହିବ, ଯାହାଦ୍ବାରା ଆପଣଙ୍କ ପ୍ରସନ୍ନ ରହିବ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ଅଧିକ ସମୟ ଅତିବାହିତ ହୋଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖିବାକୁ ମିଳିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ସାବଧାନ ରୁହନ୍ତୁ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଭାଗ୍ୟ ପ୍ରବଳ ରହିବ, ଯାହାଦ୍ବାରା ଆପଣଙ୍କର ଇଛା ପୂରଣ ହେବ ଏବଂ ଆପଣଙ୍କ କାର୍ଯ୍ୟ ସମ୍ପନ୍ନ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରୋମାଣ୍ଟିକ ରହିବ ଏବଂ ପରସ୍ପର ଆକର୍ଷଣ ବଢିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ଅଧିକ ପ୍ରସନ୍ନ ରହିବେ ଏବଂ ନିଜ ବିବାହ ବିଷୟରେ କହିବେ।

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସମସ୍ୟାରେ ଭରି ରହିବ। ଅଯଥା ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ଧ୍ୟାନ ଆକର୍ଷିତ କରିବେ। ଘରେ ସୁଖଶାନ୍ତି ବଜାୟ ରହିବ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ। କିନ୍ତୁ ଆପଣ ଜୀବନସାଥୀଙ୍କ ଦାୟିତ୍ୱକୁ ତୁଲାଇବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ନିରାଶା ଅନୁଭବ କରି ପାରନ୍ତି।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ବ୍ୟବସାୟ ରେ ଲାଭ ମିଳିବ। କଂଷ୍ଟ୍ରକ୍ସନ କାମ କରାଇ ପାରନ୍ତି। ଆପଣଙ୍କ ମଜାଳିଆ ଶୈଳୀ ଲୋକଙ୍କୁ ପସନ୍ଦ ଆସିବ। ଖର୍ଚ୍ଚରେ ବୃଦ୍ଧି ହେବ। ଆୟ ଠିକ୍ ଠାକ୍ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଦିନଟି ବଢିଆ ରହିଛି। ନିଜ ପ୍ରେମୀଙ୍କୁ ହୃଦୟର କଥା କହିବେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଶେଷ ହୋଇପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ସମସ୍ୟାକୁ ନେଇ ଚିନ୍ତିତ ରହିବେ ଏବଂ ପରସ୍ପର ଠାରୁ ଦୂରେଇବାକୁ ପ୍ରୟାସ କରିବେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ଆପଣଙ୍କୁ କାର୍ଯ୍ୟରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଖର୍ଚ୍ଚରେ ବୃଦ୍ଧି ହେବ ଏବଂ ସ୍ବାସ୍ଥ୍ୟରେ ଅବନତି ଘଟିପାରେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ସନ୍ତାନଙ୍କୁ ନେଇ ଆପଣ ଅଧିକ ପ୍ରସନ୍ନ ରହିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ଅଧିକ ପ୍ରସନ୍ନ ରହିବେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିଥିବା ଲୋକେ ମଧୁର ବାଣୀ ପ୍ରୟୋଗ କରିବେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ସରକାରଙ୍କ ତରଫରୁ କିଛି ସୁବିଧା ମିଳିପାରେ। ଜମିବାଡ଼ି ସହିତ ଜଡ଼ିତ ମାମଲାରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସୁଦୃଢ ରହିବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ ନିଜ ଦାୟିତ୍ୱ କୁ ବୁଝି ପରିବାର ପାଇଁ କିଛି କରିବାକୁ ପ୍ରୟାସ କରିବେ। କାର୍ଯ୍ୟ ମାମଲାରେ ଦିନଟି ସାମାନ୍ୟ ରହିବ। ନିଜର ବୁଦ୍ଧି କୌଶଳ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ହାସଲ କରିବେ। ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ। ହାଲକା ଖର୍ଚ୍ଚ ହୋଇପାରେ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ଶାରୀରିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସାମାନ୍ୟ ରହିବ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। ବନ୍ଧୁ ମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ, ଏଥିପାଇଁ ସାବଧାନ ରୁହନ୍ତୁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ନିଜ ସଂପର୍କକୁ ନେଇ ଆଗକୁ ବଢିବେ। କାର୍ଯ୍ୟ ମାମଲାରେ ଦିନଟି ଦୁର୍ବଳ ରହିଛି। ସାବଧାନ ରୁହନ୍ତୁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ସମ୍ପର୍କରେ ରୋମାନ୍ସ ଭରି ରହିବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିଛି। ଅଚାନକ ଧନଲାଭ ହୋଇପାରେ। ଯାହାଦ୍ବାରା ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ନିକ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରେ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ଏହାର ଫାଇଦା ଉଠାନ୍ତୁ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *