ଏହି ୩ ଝିଅ ମରିଯିବେ ପଛେ କେବେବି ମିଛ ପ୍ରେମ କରି ନ ଥାନ୍ତି , ଆଜି ହିଁ ନିଅନ୍ତୁ ।

ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ଏହି ଭଳି ଝିଅ ମାନେ ମରିଯିବେ ପଛେ ମିଛ ପ୍ରେମ କେବେ ହେଲେ କରନ୍ତି ନାହିଁ, ଆପଣଙ୍କ ବିଶ୍ୱାସରେ ବିଷ ଦିଅନ୍ତି ନାହିଁ କିମ୍ବା ଆପଣଙ୍କର ଭରଷା ଭାଙ୍ଗନ୍ତି ନାହିଁ। ତ ଆସନ୍ତୁ ଜାଣିବା କେଉଁ କେଉଁ ଝିଅ ମାନେ ମିଛ ପ୍ରେମ କରନ୍ତି ନାହିଁ।

ଯେଉଁ ଝିଅମାନେ ବୁଝିପାରନ୍ତି ଆପଣ କଣ କହିବା ପାଇଁ ଚାହୁଁଛନ୍ତି:-

ତ ଏହା ପଛରେ ଲୋଜିକ କଣ ନାଁ ଗୋଟେ ହେଲା ଆପଣ କଣ କହୁଛନ୍ତି, ଦ୍ୱିତୀୟଟି ହେଲା ଆପଣ କଣ କହିବା ପାଇଁ ଚାହୁଁଛନ୍ତି। ଦୁଇଟି ଲାଇନ ତ ଏକା ହୋଇଥାଏ। କିନ୍ତୁ ଫରକ ମଧ୍ୟ ଥାଏ। ମାନେ ଆପଣ କିଛି କହିବେ ଆଉ ସାମ୍ନା ବାଲା ଯଦି ଅଲଗା ବୁଝନ୍ତି ତ କଣ ହେବ। ଆପଣଙ୍କ ରିଲେସନସିପରେ ଖରାପ ହୋଇଯିବ। ଧରାଯାଉ ଆପଣ ରାଗରେ ଥିଲେ କଣ ହୋଇଥାଏ। ଯଦି ଆପଣ ରାଗରେ ଥାଆନ୍ତି ସେତେବେଳେ ଆପଣ ସେହି ସବୁ କଥା କହିଥାନ୍ତି ଯାହା ଆପଣ କହିବା ପାଇଁ ଚାହିଁ ନଥାନ୍ତି

Google

ଆପଣ ନିଜ ପାର୍ଟନରଙ୍କୁ ରାଗରେ ଥିଲା ବେଳେ ଆପଣ କଣ ନାଇଁ କଣ ସବୁ କହିଦେଇଥାନ୍ତି ଯାହାକି ସେ କଥାରେ କିଛି ଲେନା ଦେନା ନଥାଏ । ମାନେ ଆପଣ ରାଗରେ ଆସି ଯାହାବି କିଛି କହିଦେଇଥାନ୍ତି ଯଦି ଆପଣଙ୍କ ପାର୍ଟନର ବୁଝି ଯିବେ ତ ମାନେ ଆପଣ ଯାହାବି କିଛି କହିଥିଲେ ରାଗରେ କହିଥିଲେ ଯଦି ଏହି ସବୁ ବୁଝିଗଲେ ତ ସେ ବହୁତ ଭଲ ଆଉ ଯଦି ଆପଣ କଣ ପାଇଁ କହିଲେ ଏମିତି କହିଲେ ସେମିତି କହିଲେ ମାନେ ସେ ଯଦି ବୁଝି ପାରିଲେ ନାହିଁ ତ ଆପଣ କଣ ପାଇଁ କହିଲେ ତ ଏହାବି ବହୁତ ବଡ଼ ଅସୁବିଧା ହୋଇଯିବ। ମାନେ ଆପଣ କଣ କହିବା ପାଇଁ ଚାହୁଁଛନ୍ତି ଯଦି ସେ ବୁଝିପାରିବେ ନାହିଁ ତ ଅସୁବିଧା ହୋଇଯିବ। ମାନେ ଆପଣ ରାଗରେ ଆସି ଯାହାବି କହିଥିଲେ ଆପଣଙ୍କ ପାର୍ଟନର ବୁଝିଗଲେ ତ ମାନେ ଆପଣ ଯାହା କହିଥିଲେ ତାହା ସବୁ କହିବା ପାଇଁ ଚାହୁଁନଥିଲେ। ରାଗରେ କହିଥିଲେ। ଯଦି ଏହି ସବୁ ବୁଝିଗଲେ ତ ଜାଣିଯିବେ ସେ ଆପଣଙ୍କୁ ବହୁତ ଅଧିକ ଭଲ ପାଉଛନ୍ତି। ଯଦି ଏମିତି ଭାବନା ଆପଣଙ୍କ ଗାର୍ଲଫ୍ରେଣ୍ଡ ରଖୁଛନ୍ତି ତାହେଲେ ସେ ବହୁତ ଭଲ ଝିଅ। ଆଉ ଆପଣ ତାଙ୍କୁ କେବେବି ଛାଡିବେନି। ସେଥିପାଇଁ ଯେଉଁ ଝିଅ ଆପଣଙ୍କ ଭାବନାକୁ ବୁଝି ପାରୁଛନ୍ତି ଆପଣଙ୍କ କଥାକୁ ବୁଝିପାରୁଛନ୍ତି ଆପଣ କଣ କହିବା ପାଇଁ ଚାହୁଁଛନ୍ତି ତ ଆପଣ ବୁଝିଯିବେ ଆପଣ ଜଣେ ଲକୀ ବୟ ।

ଯଦି ସେ ଝିଅ ପଇସା ଲୋଭି ହୋଇ ନ ଥିବ :-

ଯେଉଁ ଝିଅମାନଙ୍କୁ ପଇସାର ଭୋକ ଥାଏ ସେହି ଭଳି ଝିଅମାନନଙ୍କୁ ବିଶ୍ୱାସ କରିବେ ନାହିଁ। ତା ମାନେ ନୁହେଁ ଯେ ସବୁ ଝିଅ ଏମିତି ହୋଇଥାଆନ୍ତି। ଆଜ୍ଞା ନାଇଁ ସବୁ ଝିଅ ଏମିତି ହୋଇନଥାନ୍ତି। ଏମିତିବି ଝିଅ ଥାନ୍ତି ବହୁତ ଝିଅ ହୋଇଥାଆନ୍ତି। ତ ସେଥିପାଇଁ ପାଇଁ ଯେଉଁ ଝିଅଙ୍କୁ ପଇସାର ଭୋକ ଥାଏ ସେହି ଭଳି ଝିଅଙ୍କୁ ଆଦୌ ଭୁଲରେ ମଧ୍ୟ love କରିବେ ନାହିଁ।

ତ ଏବେ ଜାଣିବା ପଇସାର ଭୋକ ଥିବା ଝିଅ ମାନେ କେମିତି ହୋଇଥାଆନ୍ତି। ରିଲେସନସିପରେ ଯଦି ଯେଉଁ ଝିଅ ମାନଙ୍କର ପଇସାର ଭୋକ ଅଛି ମନେ ସେମାନେ କେବଳ ଆପଣଙ୍କୁ ପଇସା ମାଗୁଛନ୍ତି, ପଇସା ପାଇଁ ମିଟ କରୁଛନ୍ତି ସବୁବେଳେ ଦରକାର ହେଉଛି ପଇସା ମାନେ ପଇସା ଵାଲା ମଣିଷ ଖୋଜୁଛନ୍ତି ଗାଡିବାଲା ମଣିଷ ଖଜୁଛନ୍ତି ତ ଭାଇ ଏମିତି ଝିଅମାନଙ୍କୁ କେବେବି ଭୁଲରେ ମଧ୍ୟ ବିଶ୍ୱାସ କରିବେ ନାହିଁ। କଣ ପାଇଁ ନାଁ ଧରାଯାଉ ଯଦି କାଲି ତାଙ୍କ ପରିବାର ଲୋକେ ତାଙ୍କୁ ଗୋଟେ ପ୍ରସ୍ତାବ ଦିଅନ୍ତି ଯେ ସେ ପୁଅର ବହୁତ ସାରା ପଇସା ଅଛି, ବହୁତ ବଡ଼ ଗାଡି ଅଛି, ଏମିତି ସେମିତି ଏମିତି ଓଏସରେ ରଖିବ ବହୁତ ଖୁସିରେ ରଖିବ ତ ଏହି ସବୁ ଦେଖି ସେ ଝିଅ କଣ ନାଁ ଚାଲି ଯିବ ଯଦି ସେ ଝିଅର ପଇସାର ଭୋକ ଥିବ ତାକୁ ତ ଆପଣଙ୍କର ବିଶ୍ୱାସ କୁଆଡେ ଯିବ। ସେ ଆପଣଙ୍କୁ ଧୋକା ଦେଇ ଚାଲିଯିବ ପଇସା ଦେଖି ତ ଏମିତି ଝିଅଙ୍କୁ ବିଶ୍ୱାସ କେମିତି କରିବେ। ତ ଏମିତି ଝିଅଙ୍କୁ ବିଶ୍ୱାସ କେବେବି କରିବେ ନାହିଁ। ତ ଯେଉଁ ଝିଅଙ୍କୁ ପଇସାର ଭୋକ ଥାଏ ସେ ଝିଅ ଭଲ ନୁହେଁ ଆଉ ଯଦି ଯେଉଁ ଝିଅଙ୍କୁ ପଇସା ଭୋକ ନାହିଁ ତାଙ୍କ ଭିତରେ ପଇସା ସବୁକିଛି ନୁହେଁ ତାଙ୍କ ପାଇଁ ତାହେଲେ ବୁଝିଯିବେ ସେ ବହୁତ ଭଲ ଝିଅ ଏମିତି ଝିଅ ଆପଣ ପାଇବେ ନାହିଁ। ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କୁ ପଇସାର ଭୋକ ନଥିବ ତାହେଲେ ବୁଝିଯିବେ ଯେ ଆପଣ ବହୁତ ଲକୀ ।

Google

କଥା ରଖିବାର ହିମତ ଥିବ:-

ଯେଉଁ ଝିଅ କଥାକୁ ରଖିବା ପାଇଁ ହିମତ ରଖିଥାଏ।  ସେହି ଝିଅ ଭଲ ହୋଇଥିବେ ତାଙ୍କୁ ବିଶ୍ୱାସ କରିବା ଦରକାର। ସେ ଆପଙ୍କ ଭରସା ଭାଙ୍ଗିବେ ନାହିଁ। ତ ଯେବେ ଯେବେ ପରିବାର ଲୋକ ଗାଳି କରନ୍ତି ତ ସେ ହିମତ ରଖିଥିବେ। ଯେମିତିକି ସେ କହିପାରିବେ ସେ ଆପଣଙ୍କୁ ଦେଖା କରିବା ପାଇଁ ଚାହୁଁଛନ୍ତି ଡାକିବେ ଦେଖା କରିବା ପାଇଁ। ଆଉ ଯଦି ସେ ଆସନ୍ତି ନାହିଁ ତ ବୁଝିଯିବେ ଯେ ତାଙ୍କ ପାଖରେ ହିମତ ନାହିଁ ନାହିଁ ଭାଇ ଆମେ ଏଠାରେ କହିଛୁ ଯେ କଥା ରଖିବା କଥା ହିମତ ରଖିବା କଥା। ଆସିବା ନ ଆସିବାର କୌଣସି କଥା ନାହିଁ। ତ ପୁଣି ଭାବୁଥିବେ କେମିତି ଜାଣିବେ ଧରାଯାଉ ଆପଣ ତାଙ୍କୁ ପଚାରିବେ ଯେ ଯଦି କାଳେ ତୁମ ପରିବାର ଲୋକ ଆମ marriage ପାଇଁ ରାଜି ନହେବେ ତାହେଲେ ତୁମେ କଣ କରିବ ଯଦି ସେ କୁହନ୍ତି ପରିବାର ଲୋକେ ରାଜି ନହୁଅନ୍ତି ତ ମୁଁ marriage କରିବିନି। ଏହାର ମାନେ ତାଙ୍କ କଥା ସେ ରଖିଛନ୍ତି। ଯଦି marriage କରିବେ ଆପଣଙ୍କୁ କରିବେ ନହେଲେ ଅନ୍ୟ କାହାରିକୁ marriage କରିବେ ନାହିଁ। ଯାହାକି ତାଙ୍କ ପାଖରେ ହିମତ ଅଛି କଥା ରଖିବାର। ଆଉ ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ ଏମିତି କଥା ଦେଉଛନ୍ତି ତାହେଲେ ଏଇ କଥା ରଖିବାର ହିମତ ରହୁଛନ୍ତି ତାହେଲେ ବୁଝିଯିବେ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି।

ବନ୍ଧୁଗଣ ଆଶା କରିଛି ଏହି ଆର୍ଟିକିଲଟି ଆପଣଙ୍କ ପସନ୍ଦ ଆସି ଥିବ ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *