ବହୁତ ବୁଦ୍ଧିମାନ ଏବଂ ସ୍ମାର୍ଟ ହୋଇଥାନ୍ତି ଏହି L ନାମକ ଝିଅମାନେ, ଜାଣନ୍ତୁ ଏହି ବିଷୟ ଜଡ଼ିତ କିଛି ରହସ୍ୟ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ରାଶି ତାହାର ଆର୍ଥିକ , ପାରିବାରିକ, କ୍ୟାରିୟର ସହିତ ଜଡିତ ମାମଲା ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ। ସେହି ପ୍ରକାରର ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ମଧ୍ୟ ସେହି ବ୍ୟକ୍ତି ପାଇଁ ମହତ୍ୱପୂର୍ଣ୍ଣ ରହି ଥାଏ। ଏହି ପୋଷ୍ଟରେ ଆମେ ଆଜି ଆପଣଙ୍କୁ ଇଂରାଜୀ ଅକ୍ଷର Lରୁ ଆରମ୍ଭ ହେଉଥିବା ନାମର ଝିଅମାନଙ୍କ ସ୍ଵଭାବ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ଉପରେ କିପରି ପ୍ରଭାବ ରହିବ।

ଦାୟିତ୍ବବାନ –

L ଅକ୍ଷର ଥିବା ଝିଅମାନଙ୍କ ପାଇଁ ତାଙ୍କ ପରିବାର ଠାରୁ ବଡ଼ କେହି ନଥାନ୍ତି। ଏମାନେ ନିଜ ପରିବାର ସଦସ୍ୟଙ୍କ ଛୋଟ ଛୋଟ କଥାକୁ ଧ୍ୟାନ ରଖିଥାନ୍ତି। ଖାସ୍ କରି ମାତାପିତାଙ୍କ ଆବଶ୍ୟକତାକୁ ଧ୍ୟାନ ରଖିଥାନ୍ତି। ଏହି ଝିଅମାନଙ୍କୁ ଶାନ୍ତି ପସନ୍ଦ ହୋଇଥାଏ। ଏମାନେ ସର୍ବଦା ପ୍ରୟାସ କରିଥାନ୍ତି କି ଘରେ ସୁଖଶାନ୍ତି ବିଦ୍ୟମାନ ହେଉ। ଏମାନେ ନିଜ ବାପାମାଆଙ୍କ ଉତ୍ତମ ଝିଅ ହୋଇ ଦେଖେଇ ଥାନ୍ତି।

Google

ଦମଦାର ବ୍ୟକ୍ତିତ୍ଵ –

ଏହି ଝିଅମାନେ ନିଜର ବ୍ୟକ୍ତିତ୍ଵ ବଳରେ କେବେ ବୁଝାମଣା କରନ୍ତି ନାହିଁ। ଏମାନେ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଆକର୍ଷକ ହୋଇଥାନ୍ତି। ଏହି ଝିଅମାନେ ସର୍ବଦା ସାଜସଜ୍ଜା ହୋଇ ରହିବାକୁ ପସନ୍ଦ କରିଥାନ୍ତି। ଏମାନେ ନିଜ କଥାରେ ଲୋକଙ୍କୁ ଆକର୍ଷିତ କରି ଥାନ୍ତି। ସେଥିପାଇଁ ଏମାନଙ୍କର ଫ୍ରେଣ୍ଡ ଲିଷ୍ଟ ଅଧିକ ହୋଇଥାଏ।

Google

ରୋମାଣ୍ଟିକ –

ଏମାନେ ନିଜ ପାର୍ଟନରଙ୍କ ସହିତ ରୋମାଣ୍ଟିକ ହୋଇଥାନ୍ତି ଏବଂ ଜୀବନସାରା ସାଥୀଙ୍କ ସପକ୍ଷରେ ରହିଥାନ୍ତି। ଏମାନେ କେବଳ ନିକ ପାର୍ଟନରଙ୍କ ନୁହେଁ ବନ୍ଧୁ ମାନଙ୍କର ସହଯୋଗ ମଧ୍ୟ କରିଥାନ୍ତି। ଏମାନେ ନିଜ ପାର୍ଟନରଙ୍କୁ ସର୍ବଦା ପ୍ରସନ୍ନ ରଖିଥାନ୍ତି ଏବଂ ପ୍ରସନ୍ନ ରଖିବାକୁ କିଛି ବି କରି ପାରନ୍ତି।

Google

ପାର୍ଟନରଙ୍କ ପାଇଁ କିଛି କରି ପାରନ୍ତି –

ଏହି ଝିଅମାନଙ୍କ ପାଇଁ ତାଙ୍କ ପାର୍ଟନର ହିଁ ସବୁକିଛି ହୋଇଥାନ୍ତି। ଏମାନେ ଯାହାଙ୍କ ପ୍ରେମରେ ପଡି ଯାଆନ୍ତି, ସେମାନଙ୍କୁ ଯେବେ ଧୋକା ଦେବା ପାଇଁ ବିଚାର କରି ନଥାନ୍ତି। ଖାଲି ଏହା ନୁହେଁ ଏମାନେ ନିଜ ସମ୍ପର୍କକୁ ବିଶ୍ୱାସ ର ସହିତ ତୁଲାଇ ଥାନ୍ତି। ପାର୍ଟନର ଙ୍କୁ ପ୍ରସନ୍ନ ରଖିବା ପାଇଁ ତାଙ୍କ ମନ ପସନ୍ଦର ଖାଇବା ତିଆରି କରିଥାନ୍ତି। ଏମାନଙ୍କୁ ସରପ୍ରାଇଜ ଦେବା ଅତ୍ୟନ୍ତ ପସନ୍ଦ ଆସିଥାଏ।

କ୍ୟାରିୟରରେ ଶିଖରରେ ପହଞ୍ଚି ଥାନ୍ତି –

ଏଲ (L) ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। କାରଣ ସବୁ କାର୍ଯ୍ୟରେ ଏମାନେ କଠିନ ପରିଶ୍ରମ କରିଥାନ୍ତି। ଏମାନଙ୍କର କଠିନ ପରିଶ୍ରମ ଏମାନଙ୍କୁ ଶିଖରରେ ପହଞ୍ଚାଇ ଥାଏ।

Google

କ୍ରୋଧ –

ଏମାନଙ୍କ ଉତ୍ତମ ଗୁଣ ସହିତ ଏମାନଙ୍କର କ୍ରୋଧ ସ୍ଵଭାବ ଏମାନଙ୍କୁ ପଛରେ ରଖି ଦିଏ। ଯଦି ଏମାନଙ୍କୁ କୌଣସି କଥା ପସନ୍ଦ ଆସେନି ତାହେଲେ ଏମାନେ ବହୁତ କ୍ରୋଧିତ ହୋଇ ଥାନ୍ତି। ଏହାପରେ ତାଙ୍କ ମୁହଁରେ ଯାହା ଆସେ କହି ଯାନ୍ତି। କିନ୍ତୁ ଯେତେବେଳେ ତାଙ୍କର କ୍ରୋଧ ଶାନ୍ତ ହୋଇଥାଏ, ସେମାନେ ନିଜ ଭୁଲ ବୁଝି ପାରନ୍ତି ଏବଂ କ୍ଷମା ମାଗି ଥାନ୍ତି।

ଛୋଟ ଛୋଟ କଥାରେ ଖୋଜିଥାନ୍ତି ଖୁସି –

ଏହି ଝିଅମାନଙ୍କର ଏକ ଖାସ କଥା ଏହିକି ଯେ ଏମାନେ ଛୋଟ ଛୋଟ କଥାରେ ନିଜର ଖୁସି ଖୁସି ଖୋଜି ଥାନ୍ତି। ଏମାନଙ୍କର ଏହି ଗୁଣ କାରଣରୁ ଏମାନେ ସର୍ବଦା ପ୍ରସନ୍ନ ରହିଥାନ୍ତି ଏବଂ ଅନ୍ୟମାନଙ୍କୁ ଖୁସି ଦେଖିବାକୁ ଚାହିଁଥାନ୍ତି।

ହୃଦୟରୁ ନୁହେଁ ମସ୍ତିଷ୍କରୁ କାମ କରିଥାନ୍ତି –

ଏଲ(L) ଅକ୍ଷର ରୁ ଆରମ୍ଭ ହେଉଥିବା ନାମର ଝିଅମାନେ ସବୁ କାର୍ଯ୍ୟ ବୁଝି ବିଚାରି କରି ଥାନ୍ତି। ଏମାନେ କୌଣସି କାର୍ଯ୍ୟ ହୃଦୟରୁ କରି ନଥାନ୍ତି ସବୁ କାର୍ଯ୍ୟ ବୁଦ୍ଧି ବିବେକ ଲଗାଇ କରିବାକୁ ପସନ୍ଦ କରି ଥାନ୍ତି। ଏଥିପାଇଁ ଏମାନଙ୍କର ସବୁ କାର୍ଯ୍ୟ ଉତ୍ତମ ଢଙ୍ଗରେ ପୂରଣ ହୋଇଥାଏ ଏବଂ ସଫଳତା ମିଳିଥାଏ। ଏମାନେ ଅନେକ ପରିସ୍ଥିତି ସହିତ ଲଢ଼ିବା ପାଇଁ ସକ୍ଷମ ହୋଇଥାନ୍ତି।

Google

ବାସ୍ତବିକ ଏବଂ ରହସ୍ୟମୟୀ ହୋଇଥାନ୍ତି –

ଏହି ଝିଅମାନେ ଅଧିକ ବାସ୍ତବିକ ହୋଇଥାନ୍ତି କିନ୍ତୁ ନିଜ ମଧ୍ୟରେ ଅନେକ ରହସ୍ୟ ଲୁଚାଇ ରଖିଥାନ୍ତି। ଏଥିପାଇଁ ଏମାନଙ୍କୁ ବୁଝିବା କଷ୍ଟକର ହୋଇଥାଏ ଯାହାକି ଏମାନେ ହୃଦୟ ଏବଂ ମସ୍ତିଷ୍କ ରେ କଣ ଚାଲିଛି। ଏମାନେ ସାମ୍ନାରେ ଥିବା ବ୍ୟକ୍ତିଙ୍କ ମନରେ କଣ ଚାଲିଛି ଜାଣି ପାରନ୍ତି

ଭରସାରେ ଜିତି ଥାନ୍ତି ସମସ୍ତଙ୍କ ହୃଦୟ –

ଏମାନେ କିଛି କଥାର ଖାସ୍ ଧ୍ୟାନ ରଖିଥାନ୍ତି କି ଏମାନଙ୍କ ପାଇଁ କେହି ଦୁଃଖିତ ନହେଉ। ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। କୌଣସି କଥାକୁ ନେଇ ବିବାଦ ନକରି ତାକୁ ବସି ବୁଝାମଣା କରିବାକୁ ପସନ୍ଦ କରି ଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *