ଆଜିର ରାଶିଫଳ : ୨୨ ସେପ୍ଟେମ୍ବର ୨୦୨୦,ମଙ୍ଗଳବାର,ଏହି ଚାରୋଟି ରାଶିର ଲୋକଙ୍କ ପାଇଁ ମଙ୍ଗଳ ଭାରୀ ରହିଛି, ରହିବାକୁ ହେବ ସାବଧାନ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ  ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣା ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ମାନସିକ ଚିନ୍ତା ବଢିବ। ଆପଣ ନିଜକୁ ଏକା ଅନୁଭବ କରିବେ। କାର୍ଯ୍ୟ ମାମଲାରେ ଦିନଟି ସାମାନ୍ୟ ରହିବ, ଆପଣଙ୍କୁ ଧ୍ୟାନ ହେବାକୁ ହେବ। ଆପଣଙ୍କ ମନ ଭଟକି ଯାଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଭୁଲ ବୁଝାମଣା ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ବାଦବିବାଦ ରେ ସଫଳତା ମିଳିବ। ହାଲକା ଖର୍ଚ୍ଚ ହେବ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଖର୍ଚ୍ଚରେ ବୃଦ୍ଧି ହେବ, ଯାହାଦ୍ବାରା ଆପଣଙ୍କ ମନ ଦୁଃଖିତ ରହିପାରେ। ବିବାହିତ ଲୋକଙ୍କ ଗୃହସ୍ଥ ସୁଦୃଢ ରହିବ। ପ୍ରେମ ଜୀବନ ଅତିବାହିତ ଲୋକେ ପରସ୍ପର ଉପରେ ଭରସା ରଖିବେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ମାନସିକ ଚିନ୍ତା ବଢିପାରେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ବୁଝାମଣା ରହିବ। ଆପଣ ସନ୍ତାନଙ୍କ ପ୍ରତି ଗମ୍ଭୀରତା ପ୍ରଦର୍ଶନ କରିବେ। କାର୍ଯ୍ୟ ମାମଲାରେ ଆପଣ ଧନବାନ ବନିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ହାଲକା ଖର୍ଚ୍ଚ ହୋଇପାରେ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

ସିଂହ ରାଶି –

ଆପଣଙ୍କ ପାଇଁ ଦିନଟି ବଢିଆ ରହିବ। ଆପଣଙ୍କ ମାଙ୍କୁ କୌଣସି ବଡ଼ ଉପହାର ଦେଇ ପାରନ୍ତି। ପରିବାରରେ ସୁଖଶାନ୍ତି ବିରାଜମାନ ହେବ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ଅନୁକୂଳ ରହିବ। କାର୍ଯ୍ୟ ମାମଲାରେ ଅଧିକ ବ୍ୟସ୍ତତା ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପରସ୍ପର ପ୍ରତି ବିଶ୍ବାସୀ ରହିବେ। କିଛି ଖର୍ଚ ହୋଇପାରେ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆୟ ରେ ବୃଦ୍ଧି ହେବ। ମାନସିକ ଚିନ୍ତା କମ୍ ହେବ। ନିଜ ଉପରେ ଭରସା ରଖନ୍ତୁ । କାର୍ଯ୍ୟ ମାମଲାରେ ଆପଣଙ୍କ ବୁଦ୍ଧିମତ୍ତା ସଫଳ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅଚାନକ ଧନଲାଭ ହୋଇପାରେ। ଆଜି ଆପଣ ନିଜ ବିଚାରକୁ ପରିବର୍ତ୍ତନ କରନ୍ତୁ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଲାଭକାରୀ ସାବ୍ୟସ୍ତ ହେବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କିନ୍ତୁ କୌଣସି ଚିନ୍ତାରେ ଆପଣ ନିଜକୁ ଏକା ଅନୁଭବ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ମାନସିକ ବାଧା ଉପୁଜି ପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପରସ୍ପର ପ୍ରତି ଭରସା ରଖିବେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ଆପଣଙ୍କ ଯୋଜନା ସଫଳ ରହିବ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। ଖର୍ଚ୍ଚରେ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଦିନଟି ବଢିଆ ରହିବ। ଖର୍ଚ୍ଚରେ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଦିନଟି ବଢିଆ ରହିଛି। ଆଜି ଆପଣ ନିଜର କ୍ଷମତାକୁ ଉପଯୋଗ କରିବେ ଏବଂ ଉତ୍ତମ ପ୍ରଦର୍ଶନ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଆଜି କୌଣସି କଥାକୁ ନେଇ ନିରାଶା ଅନୁଭବ ହୋଇପାରେ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆୟରେ ବୃଦ୍ଧି ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ହୃଦୟର ସହିତ ଉପଭୋଗ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରୋମାଣ୍ଟିକ ରହିବ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ଆପଣଙ୍କ ପଦୋନ୍ନତୀ ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ଜମିବାଡ଼ି ମାମଲାରେ ସଫଳତା ମିଳିବ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ ଆଜି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ବିରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ଖର୍ଚ୍ଚ ଅଧିକ ରହିପାରେ। କିନ୍ତୁ ଆୟ ଠିକ୍ ଠାକ୍ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ମୀନ ରାଶି –

ଆଜିର ଦିନଟି ଦିନଟି ବଢିଆ ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଆଶାନୁରୂପ ଫଳ ପ୍ରାପ୍ତ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ଅଧିକ ହେବା ଦ୍ବାରା ଆପଣ କିଛି ନୂଆ କିଣାକିଣି କରି ପାରନ୍ତି।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *