ଚରିତ୍ର ହୀନ ପୁଅ କିମ୍ବା ଝିଅଙ୍କୁ ଚିହ୍ନିବାର ୩ଟି ସଂକେତ , ଆଜି ହିଁ ଜାଣି ନିଅନ୍ତୁ ନହେଲେ ପରେ ଲୁହ ଗଡାଇବେ

ଆମେ ଆପଣମାନଙ୍କୁ ଜଣେଇବୁ ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ସେମାନଙ୍କୁ ଅଣଦେଖା କରିବା ବହୁତ ଜରୁରୀ କୋଣ ପାଇଁ ନାଁ ଯଦି ଏମିତି ଲୋକ ଆପଣଙ୍କ life ରେ ରହିବେନା ଆପଣଙ୍କ life କୁ ଖାଇ ଖାଇ ଶେଷ କରିଦେବେ ଆପଣ କିଛିବି ଜାଣି ପାରିବେ ନାହିଁ। ସେଥିପାଇଁ ପୋଷ୍ଟଟିକୁ ଧ୍ୟାନରେ ପଢ଼ନ୍ତୁ। ଏବଂ ଜାଣନ୍ତୁ ସେହି ମଣିଷ ମାନେ କେମିତି ହୋଇଥାନ୍ତି।

ଲୋଭୀ ବ୍ୟକ୍ତି:- ଏମାନଙ୍କୁ କିଛିବି କାରଣ ପାଇଁ ଆପଣ ପ୍ରେମ କରିବସିଲେ। କିନ୍ତୁ ଆପଣଙ୍କୁ ଭାବିବାକୁ ପଡିବ। ଧରାଯାଉ, ଆପଣଙ୍କ ଗାର୍ଲଫ୍ରେଣ୍ଡ ଜାଣିଛନ୍ତି ଆପଣଙ୍କର ଦରମା ୭୦୦୦ ଟଙ୍କା ତଥାପି ସେ ସବୁବେଳେ ଡିମାଣ୍ଡ କରୁଛନ୍ତି ଯେ ମୋତେ ରିଙ୍ଗ କିଣି ଦିଅ, ଡ୍ରେସ କିଣି ଦିଅ, ଏହା ଦିଅ ସେଇୟା ଦିଅ ଏତେ ଡିମାଣ୍ଡ କରିଥାନ୍ତି ଯେ ଯାହାକି ସେମାନେ ଜାଣିଛନ୍ତି ଆପଣଙ୍କ ଦରମା କମ । ତଥାପି ଡିମାଣ୍ଡ ଅଧିକ କରୁଛନ୍ତି ତ ଆଉ ଆପଣ ଆପଣଙ୍କ ପରିବାର ଙ୍କୁ ମଧ୍ୟ ସେହି ଟଙ୍କାରେ ଚଳାଉଛନ୍ତି ତଥାପି ସେ ଡିମାଣ୍ଡ କରୁଛନ୍ତି ତ ଏହି ଭଳି ମଣିଷଙ୍କ ପାଖରୁ ଦୁରେଇ ରୁହନ୍ତୁ ବା ଏଭଏଡ଼ କରନ୍ତୁ। କାରଣ ଏଇଥି ପାଇଁ ଯେ ଯଦି ଆପଣଙ୍କ ଦରମା ୭୦୦୦ ଟଙ୍କା ଅଛି, ତାଙ୍କୁ ୨୫୦୦୦ ଦରମା ଵାଲା ମଣିଷ ମିଳିଯିବେ ସେ ଆପଣଙ୍କୁ ୧୦୦% ଛାଡ଼ିଦେବେ। କଣ ପାଇଁ ନାଁ ତାଙ୍କର ପଇସାର ଲୋଭ ଥାଏ। ତ ଏମିତି ଲୋକଙ୍କୁ ପାଖରୁ ଦୁରେଇ ରୁହନ୍ତୁ।

Google

ପ୍ରଥମ ଥର ଦେଖା କରିବା ପାଇଁ ରୁମ ବୁକ କରିଥିବା ବ୍ୟକ୍ତି :- କୋଣ ପାଇଁ ନାଁ ଏବେ recently social media viral ହୋଇଥିଲା ସମସ୍ତେ ଜାଣିଛନ୍ତି ଟିଣ୍ଡର ଆପରେ କେମିତି କଥାବାର୍ତା ହେଲେ ତା ପରେ room ବୁକ କଲେ ତା ପରେ ଶେଷରେ ଯାହା ପରିଣତି ହୋଇଥିଲା ଆପଣମାନେ ସମସ୍ତେ ଜାଣିଥିବେ। ତ ନିହାତି ଭାବେ ସେହି viral ଭିଡିଓ ମଧ୍ୟ ଦେଖିଥିବେ। କଣ ପାଇଁ ନାଁ ସେହିଭଳି ପୁଅ ଝିଅ ମାନେ ଏମିତି ଟ୍ରିଟ କରିଥାନ୍ତି ଆପଣ କିଛିବି ଜାଣି ପାରିବେନି। ଆଉ ସେମାନେ ବ୍ଲାକମେଲ କରିବା ଆରମ୍ଭ କରିଦିଅନ୍ତି। ଯଦି ଏମିତି ଆପଣଙ୍କ life ରେ ଆସୁଛନ୍ତି ତ ତାଙ୍କ ପାଖରୁ କିଲୋ କିଲୋ ମିଟର ଦୂରରେ ରୁହନ୍ତୁ। ତାଙ୍କୁ avoid କରନ୍ତୁ ତା ନହେଲେ ବହୁତ ପସ୍ତାଇବେ ଆପଣ ପଛରେ।

ଯିଏ ଆପଣଙ୍କ ଫେମେଲିକୁ respect କରୁନଥିବ:- କୌଣସି ମଣିଷ ଆପଣଙ୍କ ଫେମେଲିକୁ Respect କରୁନଥିବ କିମ୍ବା ଯିଏ ସବୁବେଳେ କହୁଥିବ ମତେ କେବଳ ତୁମେ ଦରକାର ତୁମ ଫେମେଲି ଦରକାର ନାହିଁ, ତ ତାଙ୍କ ସହିତ ଲେନା ଦେନା କରିବା କୌଣସି ଆବଶ୍ୟକ ନାହିଁ। ଆପଣ ବୁଝିଯିବେ ଯାନ୍ତୁ କି ସେ ଆପଣଙ୍କ ଫେମେଲିକୁ ଚାହୁଁନାହିଁ କିମ୍ବା ଆପଣଙ୍କ ଫେମେଲି ତାଙ୍କୁ ଦରକର ନାହିଁ କେବଳ ତାଙ୍କୁ ଆପଣ ଦରକାର ଆଉ ଆପଣଙ୍କ ପଇସାକୁ ଦରକାର। ଆଉ ଯେଉଁ ମଣିଷକୁ ଫେମେଲି ଦରକାର ନାହିଁ, ତାଙ୍କୁ ନେଇ ଆପଣ ଫେମେଲି ବନେଇ ପାରିବେ ନାହିଁ। ତା ମାନେ ଆପଣଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ। ତ ସେଥିପାଇଁ ଯିଏ ଆପଣଙ୍କ ଫେମେଲି କୁ Respect ଦେଉନାହାନ୍ତି ତାଙ୍କୁ ଆପଣ ଛାଡି ଦିଅନ୍ତୁ। ଆଉ ଯିଏ ଆପଣଙ୍କ ଫେମେଲି କୁ Respect ଦେଉଛନ୍ତି ତାଙ୍କୁ କେବେବି ଛାଡନ୍ତୁ ନାହିଁ।

ସତ କଥାକୁ ଲୁଚାଉ ଥିବା ମଣିଷ:- ଯଦି କୌଣସି ମଣିଷ ସତ ଲୁଚାଉଛନ୍ତି ଆଉ ମିଛ କହୁଛନ୍ତି, ସେ ମଣିଷ ବହୁତ ଖତରନାକ। ଆଉ ଗୋଟେ କଥା ଆପଣଙ୍କ ପାଇଁ କିଏ ମିଛ କହୁଛନ୍ତି ତ କିଛି କଥା ନାହିଁ, ସେଠାରେ ମିଛ ନାହିଁ ଆପଣଙ୍କ ପାଇଁ କୁହାଯାଉଥିବା ମିଛ, ମିଛ ନୁହେଁ ଖାସ କରି relationship ରେ । ଯଦି ଆପଣଙ୍କ ପାର୍ଟନର କହିଲେ ମୁଁ ତୁମକୁ ଭବିଷ୍ୟତରେ ବହୁତ ଖୁସିରେ ରଖିବି, ବହୁତ ଭଲରେ ରଖିବି କିନ୍ତୁ ରଖିପାରିଲେ ନାହିଁ ଏହାର ମାନେ ନୁହେଁ ଯେ ସେ ମିଛ କହୁଥିଲେ, କଣ ପାଇଁ ନାଁ ସେ ଯାହା ଚାହୁଁ ଥିଲେ ଆପଣଙ୍କ ଭଲ ପାଇଁ ଭବିଷ୍ୟତ କେହି ଦେଖିନାହାନ୍ତି। ଆଉ ସେ ଏମିତି କହିଥିଲେ ତ ସେ ମିଛ କହୁ ନଥିଲେ ଆଉ ଯଦି କେହି ଅଧିକା କଥା କହୁଛନ୍ତି ତାଙ୍କ ପାଖରୁ କିଲୋ କିଲୋମିଟର ଦୂରରେ ରୁହନ୍ତୁ।

ବନ୍ଧୁଗଣ ଆଶା କରୁଛି ଏହି ଆର୍ଟିକିଲଟି ଆପଣଙ୍କ ପସନ୍ଦ ଆସି ଥିବ ତେବେ ଆଉ ଡେରି ନ କରି ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *