ଆଜିର ରାଶିଫଳ : ୨୧ ସେପ୍ଟେମ୍ବର ୨୦୨୦,ସୋମବାର,ଆଜି ଏହି ଛଅଟି ରାଶିର ଲୋକଙ୍କ ଭାଗ୍ୟ ପ୍ରବଳ ରହିବ। କାର୍ଯ୍ୟ ବ୍ୟାପାରରେ ମିଳିବ ଶୁଭ ସମାଚାର।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟା ରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ସମସ୍ୟା ଧୀରେ ଧୀରେ ସମାପ୍ତ ହୋଇଯିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯାହାଦ୍ବାରା ଆପଣଙ୍କୁ ସଫଳତା ମିଳିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ବୁଦ୍ଧିମତ୍ତାରେ ଆପଣ ପ୍ରସନ୍ନ ହେବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ରୋମାଣ୍ଟିକ ରହିବେ। କାର୍ଯ୍ୟ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଦ୍ବିପ୍ରହର ପର୍ଯ୍ୟନ୍ତ ଆପଣଙ୍କର ସବୁ ସମସ୍ୟା ଦୂର ହେବ। ସବୁ କ୍ଷେତ୍ରରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ପରସ୍ପର କଥାବାର୍ତ୍ତା ଦ୍ଵାରା ଆପଣ ସମସ୍ୟାର ସମାଧାନ କାଢ଼ିବେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ବଢିଆ ରହିବ। ଦ୍ବିପ୍ରହର ପର୍ଯ୍ୟନ୍ତ ଘର ପରିବାର ପ୍ରତି ଧ୍ୟାନ ଦେବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଆପଣଙ୍କର କଳା ପ୍ରଦର୍ଶନ ଦ୍ଵାରା ଜୀବନସାଥୀ ପ୍ରସନ୍ନ ହେବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ପରସ୍ପର ବୁଝାମଣା ରହିବ। ପରିବାରକୁ ଏକଜୁଟ କରି ରଖିବେ। କାର୍ଯ୍ୟ ମାମଲାରେ ଦିନଟି ସାମାନ୍ୟ ରହିବ। ସରକାରଙ୍କ ତରଫରୁ ଆପଣଙ୍କୁ ଲାଭ ମିଳିବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। ଆପଣ ଘର ଖର୍ଚ୍ଚ ଉପରେ ଧ୍ୟାନ ଦେବେ। କାର୍ଯ୍ୟରେ ଉତ୍ତମ ତାଳମେଳ ରଖିବେ। ହାଲକା ଖର୍ଚ୍ଚ ହୋଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଉତ୍ତମ ବୁଝାମଣା ରହିବ। ସନ୍ତାନ ସୁଖ ପ୍ରାପ୍ତ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ପ୍ରେମୀଙ୍କ ପାଖରେ ନିଜ ହୃଦୟର କଥା ପ୍ରକାଶ କରିବେ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ହାଲକା ଖର୍ଚ୍ଚ ହୋଇପାରେ। ଆୟରେ ବୃଦ୍ଧି ହେବ। ଅଚାନକ ଧନ ଲାଭ ହେବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଗୃହସ୍ଥ ଜୀବନରେ ସୁଖଶାନ୍ତି ବିରାଜମାନ କରିବ। ଭାଗ୍ୟ ପ୍ରବଳ ରହିବ, ଯାହାଦ୍ବାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ସଂପର୍କକୁ ନେଇ ଗମ୍ଭୀର ରହିବେ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।ଆପଣଙ୍କ ବୁଦ୍ଧିମତ୍ତା ଯୋଗୁଁ ସବୁ କାର୍ଯ୍ୟ ସୁବିଧାରେ କରିବେ ଏବଂ ସଫଳତା ହାସଲ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଆପଣଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ରୋମାଣ୍ଟିକ ସମୟ ଅତିବାହିତ କରିବେ। କାର୍ଯ୍ୟ ମାମଲାରେ ଆପଣଙ୍କ ବୁଦ୍ଧି କାମରେ ଆସିବ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। କାର୍ଯ୍ୟ ମାମଲାରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ପ୍ରେମ ଜୀବନରେ ନିରାଶା ଅନୁଭବ ହୋଇପାରେ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଦ୍ବିପ୍ରହର ପରେ ଆପଣଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ। ଆପଣଙ୍କ ପ୍ରୟାସ କାର୍ଯ୍ୟକାରୀ ହେବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ପରିବାରର ମାହୋଲ ସୁଖମୟ ଏବଂ ସକାରାତ୍ମକ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ପ୍ରେମ ଭରି ରହିବ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ରୂପରେ ସୁଖମୟ ରହିବ। ଦ୍ବିପ୍ରହର ପରେ ଆପଣଙ୍କ ଅଭିଳାଷା ପୂରଣ ହେବା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଦ୍ବିପ୍ରହର ପରେ ଖର୍ଚ୍ଚରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। କୌଣସି ବଡ଼ ସମସ୍ୟା ଦୂର ହେବ। କାର୍ଯ୍ୟ ମାମଲାରେ ଆପଣଙ୍କ ବୁଦ୍ଧି କାର୍ଯ୍ୟକାରୀ ହେବ। ଆପଣଙ୍କ କାର୍ଯ୍ୟ ଲୋକଙ୍କ ନଜରରେ ଆସିବ। ଗୃହସ୍ଥ ଜୀବନରେ ପ୍ରେମ ଭରି ରହିବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ଆପଣଙ୍କ ଉଚ୍ଚ ଅଧିକାରୀ ଆପଣଙ୍କୁ ଡକାଇ କିଛି ଉଚିତ ପରାମର୍ଶ ଦେଇ ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ଆଜି ବଢିଆ ରହିବ। ନିଜ ସମ୍ପର୍କରେ ରୋମାନ୍ସ ଭରି ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଯିବ ଜୀବନକୁ ଉପଭୋଗ କରିବେ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। କିଛି କାର୍ଯ୍ୟରେ ବାରମ୍ବାର ଗଡ଼ବଡ଼ କରି ପାରନ୍ତି। ଶ୍ଵଶୁର ଘରୁ କିଛି ଦୁଃଖଦ ସମାଚାର ମିଳିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। କୌଣସି କାର୍ଯ୍ୟରେ ଆପଣ ପ୍ରେମୀଙ୍କ ସାହାଯ୍ୟ ନେଇ ପାରନ୍ତି। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଦ୍ବିପ୍ରହର ପର୍ଯ୍ୟନ୍ତ ଯେଉଁ ଖର୍ଚ୍ଚ ଚାଲିଥିଲା ତାହା ଧୀରେ ଧୀରେ ସମାପ୍ତ ହୋଇ ଯାଇପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିଥିବା ଯୋଗୁଁ ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ପ୍ରେମ ଜୀବନ ରୋମାଣ୍ଟିକ ରହିବ। ସ୍ବାସ୍ଥ୍ୟ ସୁଦୃଢ ରହିବ। କାର୍ଯ୍ୟ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *