ଆଜିର ରାଶିଫଳ : ୨୦ ସେପ୍ଟେମ୍ବର ୨୦୨୦,ରବିବାର,ଶୁଭ ଯୋଗ ବନିବା ଦ୍ଵାରା ସାତଟି ରାଶିକୁ ମିଳିବ ସଫଳତାର ସଂକେତ। ପଢନ୍ତୁ ରବିବାର ଦିନର ରାଶିଫଳ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆପଣଙ୍କ ପାଇଁ ଆଜିର ଦିନଟି ଶୁଭ ରହିଛି। ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜମିବାଡ଼ି ସମ୍ବନ୍ଧିତ ମାମଲା ପାଇଁ ଦିନଟି ଅନୁକୂଳ ରହିଛି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ପରିଶ୍ରମ ଦ୍ଵାରା ଆଗକୁ ବଢିବା ଆବଶ୍ୟକ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଟିକେ ମାନସିକ ଚିନ୍ତା ଦେଖିବାକୁ ମିଳିପାରେ। ବିରୋଧୀ ମାନଙ୍କ ଉପରେ ଆପଣ ଭାରୀ ରହିବେ। ଆପଣଙ୍କ ଚିନ୍ତା ବଢିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀଙ୍କ ବୁଦ୍ଧିମତ୍ତା ଦେଖି ପ୍ରଭାବିତ ହେବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ସମସ୍ୟା କମି ଯିବ। କାର୍ଯ୍ୟ ମାମଲାରେ ଭାଗ୍ୟ ଉପରେ ନିର୍ଭର କରନ୍ତୁ ନାହିଁ ଏବଂ କଠିନ ପ୍ରୟାସ କରନ୍ତୁ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ନିଜ ପ୍ରେମୀଙ୍କୁ ନିଜ କଳା ପ୍ରଦର୍ଶନ କରି ପ୍ରସନ୍ନ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାରେ ଦିନଟି ଦୁର୍ବଳ ରହିବ। ଆପଣଙ୍କୁ ନିଜ କାର୍ଯ୍ୟରେ ଅଧିକ ଧ୍ୟାହା ଦେବା ଆବଶ୍ୟକ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ମାଆଙ୍କ ଠାରୁ କୌଣସି ଉପହାର ପ୍ରାପ୍ତ ହେବ। ମନରେ ସୁଖଶାନ୍ତି ବିଦ୍ୟମାନ ହେବ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ସମ୍ପତ୍ତି ମାମଲାରେ ଦିନଟି ସୁଦୃଢ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ପ୍ରେମୀ ଯୁଗଳ ଆଜି ପରସ୍ପରର ଯତ୍ନ ରଖିବେ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ସ୍ବାସ୍ଥ୍ୟ ବଢିଆ ରହିବ। ପରିବାର ତରଫରୁ ଆପଣଙ୍କୁ ଉଚିତ ସମ୍ମାନ ପ୍ରାପ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ସଂପର୍କ ପ୍ରତି ଅଧିକ ବିଶ୍ବାସୀ ରହିବେ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଭୋଜନର ଆନନ୍ଦ ନେବେ। ସ୍ବାସ୍ଥ୍ୟରେ ସୁଧାର ଆସିବ। ମାନସିକ ରୂପରେ ସୁଦୃଢ ରହିବେ। ଆୟରେ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଦିନଟି କଠିନ ସାବ୍ୟସ୍ତ ହୋଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ଉତ୍ତମ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଜୀବନରେ ପ୍ରେମ ଓ ରୋମାନ୍ସ ଭରି ରହିବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। ନିଜ ଉପରେ ଭରସା ରଖନ୍ତୁ। ନିଜ ଉପରେ ଖର୍ଚ୍ଚ କରି ପାରନ୍ତି। କାର୍ଯ୍ୟ ମାମଲାରେ ସତର୍କ ରୁହନ୍ତୁ। ଜମିବାଡ଼ି ମାମଲା ପାଇଁ ଦିନଟି ଅନୁକୂଳ ସାବ୍ୟସ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀ ଙ୍କ ତରଫରୁ ସୁଖଦ ସମାଚାର ପ୍ରାପ୍ତ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସମସ୍ୟାରେ ଭରି ରହିବ। ଆୟ ରେ ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବ। କୋର୍ଟ କଚେରୀ ମାମଲାରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଚାକିରୀ କ୍ଷେତ୍ରରେ ସଫଳତା ମିଳିବ। ବିରୋଧୀଙ୍କ ଉପରେ ଆପଣ ଭାରୀ ରହିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। ଆପଣଙ୍କ ଆୟରେ ବୃଦ୍ଧି ହେବ। ଆପଣ ମାନସିକ ରୂପରେ ପ୍ରସନ୍ନ ରହିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଅଧିକ ରୋମାଣ୍ଟିକ ରହିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପାରିବାରିକ ଦାୟିତ୍ୱ ଆପଣ ଉଚିତ ଢଙ୍ଗରେ ତୁଲାଇବେ। କାର୍ଯ୍ୟ ମାମଲାରେ ଦିନଟି ସୁଦୃଢ ରହିବ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ଭାଗ୍ୟ ଆପଣଙ୍କର ସୁଦୃଢ ରହିବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣ କାର୍ଯ୍ୟରେ ନିଜ ଧ୍ୟାନ ଦେବା ଆବଶ୍ୟକ। ସମ୍ପର୍କରେ ତାଳମେଳ ବନାଇ ରଖନ୍ତୁ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ରୋମାନ୍ସ ଏବଂ ଆକର୍ଷଣ ସହିତ ଆଗକୁ ବଢିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଜୀବନରେ ସୁଖମୟ ମୁହୁର୍ତ୍ତ ଅତିବାହିତ କରିବେ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କ ପ୍ରୟାସ ସାର୍ଥକ ରହିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ଦିନଟି ଅନୁକୂଳ ନାହିଁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ବଢିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସାଥୀଙ୍କ ବୁଦ୍ଧିମତ୍ତା ଯୋଗୁଁ ଆପଣ ପ୍ରସନ୍ନ ରହିବେ। ପ୍ରେମ ଜୀବନରେ ଦିନଟି ରୋମାନ୍ସ ସହିତ ଆରମ୍ଭ କରିବେ। ପ୍ରେମ ଜୀବନ ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବଡ଼ ସମସ୍ୟାକୁ ସାମ୍ନା କରିବା ପାଇଁ ଆପଣ ସକ୍ଷମ ରହିବେ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *