ଭୁଲରେ ବି ମଧ୍ୟ ଏହି ୭ଟି ଘଟଣାକୁ ଅଣଦେଖା କରନ୍ତୁ ନାହିଁ , ଜୀବନରେ ଆଗକୁ ଆସୁଥିବା ଅଶୁଭର ସଂକେତ ହୋଇ ଥାଏ

ହିନ୍ଦୁ ଧର୍ମରେ ଶୁଭ ଏବଂ ଅଶୁଭ , ଯଶ ଏବଂ ଅପଯଶ ଘଟଣାକୁ ନେଇ ଅନେକ କଥା ଉପରେ ବିଶ୍ୱାସ କରାଯାଏ । କିଛି ନାଁ କିଛି କାର୍ଯ୍ୟରେ, ଆମେ ଯଶ ଅପଯୋଶ ସହିତ ଜଡିତ କିଛି ନାଁ କିଛି କଥା ଶୁଣିବାକୁ ପାଇଥାଉ । ଆମର ହିନ୍ଦୁ ଧର୍ମରେ ଅନେକ ପ୍ରକାରର ଧର୍ମଶାସ୍ତ୍ର ଏବଂ ପୁରାଣ ରଚନା କରାଯାଇଛି । ଶକୁନି ଶାସ୍ତ୍ର ମଧ୍ୟ ଏହିପରି ଶାସ୍ତ୍ର ଏବଂ ପୁରାଣ ମଧ୍ୟରୁ ଅନ୍ୟତମ । ଯାହା ଭଲ ଖରାପ ପରିସ୍ଥିତି ସହିତ ଜଡିତ ଜିନିଷ ସମ୍ବନ୍ଧୀୟ ବିଷୟରେ କହିଥାଏ । ଆଜି ଆମେ ଆପଣଙ୍କୁ ଏହି ଶକୁନି ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଏପରି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଅଶୁଭ ବୋଲି ମାନାଯାଇଥାଏ ଏବଂ ଆସୁଥିବା ସମସ୍ୟାର ସଂକେତ ଦେଇଥାଏ।

ଘରେ ମୂଷା ରହିବା ଗୋଟେ ବଡ ସମସ୍ୟା ଅଟେ। ଯଦିଓ ଘରେ ଥିବା ମୂଷା ଜିନିଷକୁ କ୍ଷତି ପହଞ୍ଚାଏ, କିନ୍ତୁ ସେଗୁଡ଼ିକ ଆମ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଶକୁନି ଶାସ୍ତ୍ର ଅନୁସାରେ, ଯଦି ଘରେ କଳା ରଙ୍ଗର ମୂଷା ବଂଶ ବୃଦ୍ଧି ପାଇଯାଇଛି, ତାହେଲେ ଏହା ଆସୁଥିବା ବିପଦର ସଙ୍କେତ ଅଟେ।

Google

ଘର ଆଖପାଖରେ କିମ୍ବା କବାଟ ପାଖରେ କୁକୁରର କାନ୍ଦଣା ଅଶୁଭ ବୋଲି ମାନାଯାଏ । ଏହା ଆଗକୁ ଆସୁଥିବା ସମସ୍ୟାର ସଂକେତ ଦେଇଥାଏ । ଏହା ବ୍ୟତୀତ କୁକୁରର କାନ୍ଦିବା ମଧ୍ୟ ମୃତ୍ୟୁର ସଙ୍କେତ ବୋଲି ବିବେଚନା କରାଯାଏ।

ଯଦି ଆପଣ ନୂଆ ଜମି କିଣିଛନ୍ତି ଏବଂ ସେଠାରେ ଖୋଳିବା ସମୟରେ କୌଣସି ମରିଯାଇଥିବା ଜୀବ କିମ୍ବା ସାପ ବାହାରେ, ତାହେଲେ ଏହା ଅଶୁଭ ସଙ୍କେତର ସୂଚନା ଦିଏ । ଏମିତି ହେଲେ ବିଶେଷ ଭୂମି ପୂଜା କରାଯିବା ଉଚିତ୍ |

ଯଦି ପେଚା ହଠାତ୍ ଆପଣଙ୍କ ଘରକୁ ଆସେ ଏବଂ ଜୋରରେ କୋଳାହଳ ଆରମ୍ଭ କରେ, ତାହେଲେ ବୁଝିଯାନ୍ତୁ ଯେ ଏହା ଆଗକୁ ଆସୁଥିବା ଦୁର୍ଘଟଣାର ଲକ୍ଷଣ ଅଟେ।

Google

ବିଲେଇମାନଙ୍କୁ ନେଇ ଅନେକ ପ୍ରକାରର କଥା କୁହାଯାଇଛି, ବିଲେଇ ରାସ୍ତା କାଟିବା ଅଶୁଭ ବୋଲି ବିବେଚନା କରାଯାଏ ଏହା ମଧ୍ୟ କୁହାଯାଇଛି ଯେ ଯଦି ବିଲେଇମାନେ ଘରେ ଝଗଡା ଆରମ୍ଭ କରନ୍ତି, ତାହେଲେ ଏହା ଘରର ସଦସ୍ୟଙ୍କ ମଧ୍ୟରେ ଅଧିକ ଝଗଡା ହେବାର ସୂଚାଇଥାଏ।

ଯଦି କୌଣସି ପକ୍ଷୀ ଆହତ ହୋଇ ଘର ଅଗଣାରେ ପଡ଼ିଯାଏ, ତାହେଲେ ଏହା ଏକ ଅଶୁଭ ସଙ୍କେତ ଅଟେ । ଏହା ଭବିଷ୍ୟତରେ ହେବାକୁ ଯାଉଥିବା ଦୁର୍ଘଟଣାକୁ ସୂଚିତ କରେ।

Google

ଯଦି ଘରେ କୌଣସି ଦେବୀ ଦେବୀତାଙ୍କର ପ୍ରତିମା ଭାଙ୍ଗିଯାଏ କିମ୍ବା ଫାଟି ଯାଏ ତାହେଲେ ଏହା ଏକ ଅଶୁଭ ସଙ୍କେତ ଅଟେ । ଏହା ଆସୁଥିବା ସଙ୍କଟକୁ ସୂଚିତ କରେ, ଆମେ କହିଦେଉଛୁ କି ଘରେ କୌଣସି ଦେବୀ ଦେବତାଙ୍କ ଖଣ୍ଡବିଖଣ୍ଡିତ ଫୋଟ ରଖିବେ ନାହିଁ । ଏମିତି ହେଲେ ଘରେ ନକାରାତ୍ମକତା ସୃଷ୍ଟି କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଯେମିତି ଆପଣଙ୍କ ଜୀବନରେ କିଛି ସମସ୍ୟା ନ ଆସୁ ସେଥିପାଇଁ ଭକ୍ତିର ସହିତ ନିଜ ପ୍ରିୟ ଭଗବାନଙ୍କ ନାମ ଆମ କମେଣ୍ଟ ବାକ୍ସରେ ଲେଖି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *