ଆଜିର ରାଶିଫଳ : ୧୯ ସେପ୍ଟେମ୍ବର ୨୦୨୦,ଶନିବାର,କନ୍ୟା, ମକର ଏବଂ ମୀନ ରାଶିର ଲୋକଙ୍କ ପାଇଁ ଏହି ଶନିବାର ଶୁଭ ରହିଛି ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଯାହା ସବୁ ସମସ୍ୟା ରହିଛି, ଦ୍ବିପ୍ରହର ପରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ସମ୍ପର୍କରେ ପ୍ରେମ ବଢିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ବିରୋଧୀଙ୍କ ଉପରେ ଭାରୀ ପଡିବେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟ ମାମଲାରେ ଦିନଟି ବଢିଆ ରହିବ। ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଆପଣଙ୍କ ପରିଶ୍ରମ ସଫଳ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ପ୍ରେମୀଙ୍କ ବ୍ୟବହାରରେ ଆପଣ ଦୁଃଖିତ ହୋଇ ପାରନ୍ତି। ଶାରୀରିକ ମାମଲାରେ ନିଜକୁ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟ ମାମଲାରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ଅନୁଭବ ହେବ କି ଆପଣଙ୍କ ପରିଶ୍ରମ ବ୍ୟର୍ଥ ଯାଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଲୋକେ ଆଜି ହୃଦୟରୁ ଉପଯୋଗ କରିବେ। ପ୍ରେମ ଜୀବନ ସୁଖମୟ ରହିବ। ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ଶରୀର ଠିକ୍ ଠାକ୍ ରହିବ। ଆପଣ ନିଜ ଉପରେ ଖର୍ଚ୍ଚ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସାମାନ୍ୟ ରହିବ। ପ୍ରେମ ଜୀବନରେ କିଛି କଠିନ କଠିନ ପରିସ୍ଥିତି ସହିତ ମୁକାବିଲା ହୋଇପାରେ। କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ପରିବାରର ଛୋଟ ସଦସ୍ୟଙ୍କ ସହଯୋଗ ମିଳିବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ଗଳା ଖରାପ ହୋଇପାରେ। ଅଚାନକ ଧନ ଲାଭ ହୋଇପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ ଏବଂ ଜୀବନସାଥୀ ବେମାର ହୋଇ ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ନିଜ ସଂପର୍କକୁ ସମ୍ମାନ କରିବେ। କାର୍ଯ୍ୟ ମାମଲାରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ |

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ବଢିଆ ରହିଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ। ଦ୍ବିପ୍ରହର ପରେ ସ୍ଥିତି ରେ ପରିବର୍ତ୍ତନ ଆସିବ। ଜୀବନସାଥୀ ଆପଣଙ୍କ ଉତ୍ତମ ବ୍ୟବହାର କରିବେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ ସମ୍ପର୍କରେ ରୋମାନ୍ସ ରହିବ। କାର୍ଯ୍ୟ ମାମଲାରେ ଦିନଟି ଠିକ୍ ଠାକ୍ ରହିବ।

ତୁଳା ରାଶି –

ଆପଣଙ୍କ ପାଇଁ ଆଜିର ଦିନଟି ସାମାନ୍ୟ ରହିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। କାର୍ଯ୍ୟ ମାମଲାରେ ଦିନଟି ବ୍ୟସ୍ତତାରେ ଭରି ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଜୀବନସାଥୀଙ୍କ ଉତ୍ସାହ ଦେଖିବାକୁ ମିଳିବ। ଖର୍ଚ୍ଚରେ ବୃଦ୍ଧି ହେବ। ପ୍ରେମ ଜୀବନ ସୁଖମୟ ରହିବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ। ଆୟରେ ବୃଦ୍ଧି ହେବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀଙ୍କ ସହିତ କୌଣସି ଭ୍ରମଣରେ ଯାଇ ପାରନ୍ତି। କାର୍ଯ୍ୟ ମାମଲାରେ ଅଧିକ ଧ୍ୟାନ ଦେବା ଆବଶ୍ୟକ, ଯାହାଦ୍ବାରା ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ମନରେ ଉତ୍ତମ ବିଚାର ଆସିବ। କାର୍ଯ୍ୟ ମାମଲାରେ ଆପଣ ନିଜର ଉତ୍ତମ ପ୍ରଦର୍ଶନ ବଳରେ ଉଚିତ ଢଙ୍ଗରେ କାର୍ଯ୍ୟ ସମ୍ପନ୍ନ କରିବେ। ବରିଷ୍ଠ ବ୍ୟକ୍ତି ଆପଣଙ୍କ କାର୍ଯ୍ୟ ଦେଖି ପ୍ରସନ୍ନ ରହିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସାଥୀ ଆପଣଙ୍କୁ କିଛି ମହତ୍ୱପୂର୍ଣ୍ଣ କଥା କହି ପାରନ୍ତି। ପ୍ରେମ ଜୀବନରେ ଲୋକେ ପ୍ରେମୀଙ୍କୁ ପରିବାର ସହିତ ଦେଖାସାକ୍ଷାତ କରି ପାରନ୍ତି।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। କାର୍ଯ୍ୟ ମାମଲାରେରେ ସଫଳତା ମିଳିବ। ଅଚାନକ ବିଗିଡି ଥିବା କାର୍ଯ୍ୟ ସମ୍ପନ୍ନ ହେବାକୁ ଲାଗିବ। ଆପଣଙ୍କ ଆୟରେ ବୃଦ୍ଧି ହେବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ । ଜମିବାଡ଼ି ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀଙ୍କୁ ନେଇ ଗମ୍ଭୀର ରହିବେ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସ୍ବାସ୍ଥ୍ୟରେ ଅବନତି ଘଟିପାରେ। କାର୍ଯ୍ୟ ମାମଲାରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି। ଶ୍ଵଶୁର ଘର ସମ୍ବନ୍ଧରେ ପ୍ରଭାବ ପଡିପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। ଆପଣଙ୍କର କୌଣସି ଇଛା ପୂରଣ ହେବା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ହୃଦୟର ସହିତ ଉପଭୋଗ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଦୃଢ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କ ପରିଶ୍ରମ ସାର୍ଥକ ରହିବ ଏବଂ ଉଚିତ ପରିଣାମ ପ୍ରାପ୍ତ ହେବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *