ଏହି ଦୁଇଟି କାମ ସେହି ପୁଅ/ଝିଅ କରିଥାଏ ଯିଏକି ତୁମକୁ ହୃଦୟରୁ ସତରେ ପ୍ରେମ କରୁଥାଏ

ଆଜି ଆମେ ଆପଣଙ୍କୁ ଏହି ୨ଟି କାମ ଜଣେଇବୁ ଯାହା ସେହି ପୁଅ ମାନେ କିମ୍ବା ଝିଅ ମାନେ ସେହି ୨ଟି କାମ ଯଦି ସେହି ପୁଅମାନେ କିମ୍ବା ଝିଅ ମାନେ କରୁଥିବେ ତାହାଲେ ବୁଝିଯିବେ ଯେ ସେହି ପୁଅ ଏବଂ ଝିଅଙ୍କ ବିଷୟରେ ଯିଏ ଆପଣଙ୍କୁ ପ୍ରକୃତରେ ଭଲପାଇଥାନ୍ତି, ହୃଦୟ ଦେଇ ଭଲପାଇଥାନ୍ତି।

ଆପଣଙ୍କ ବୟଫ୍ରେଣ୍ଡ କିମ୍ବା ଗାର୍ଲଫ୍ରେଣ୍ଡ ଏମିତି କରୁଛନ୍ତି କି ? ଯଦି କରୁଥିବେ ତାହେଲେ ସେମାନେ ପ୍ରକୃତରେ ଭଲପାଇଥାନ୍ତି। ତାହେଲେ ଆସନ୍ତୁ ଜାଣିବା ସେହି ୨ଟି କାମ କଣ?

Google

ତୁମେ ମତେ କେବେ ବୁଝି ପାରିଲ ନାହିଁ:-

ଏହି ଲାଇନ ଆପଣଙ୍କୁ ବହୁତ ନର୍ମାଲ ଲାଇନ ଲାଗୁଥିବ। କିନ୍ତୁ ପ୍ରକୃତରେ ଏହି ଲାଇନ ବିଲକୁଲ ନର୍ମାଲ ଲାଇନ ନୁହଁ ଏହି ଲାଇନ ବହୁତ ସ୍ପେସିଆଲ ଲାଇନ କିନ୍ତୁ ଏହି ଲାଇନ ଯିଏବି କହୁଥିବ ସେ ବି ବହୁତ ସ୍ପେସିଆଲ ହୋଇଥିବ , କୋଣ ପାଇଁ ନାଁ ଏହି ଲାଇନ ଆପଣଙ୍କୁ ବହୁତ କିଛି କହିଥାଏ, କିନ୍ତୁ ଆପଣ ସେ କଥାକୁ ବୁଝିବାକୁ ଚେଷ୍ଟା କରି ନଥାନ୍ତି ତାହେଲେ ଆସନ୍ତୁ ଜାଣିବା ସେହି ଲାଇନ ବିଷୟରେ ଯେ, ତୁମେ ମତେ କେବେ ବୁଝିପାରିଲ ନାହିଁ,  ଯଦି ଆପଣଙ୍କ ବୟଫ୍ରେଣ୍ଡ କେବେ କୁହନ୍ତି ତମେ ମତେ ବୁଝିପାରିଲ ନାହିଁ। ତ ଏହାର ମାନେ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି ମାନେ ବହୁତ ଭଲ ପାଉଛନ୍ତି। ଆଉ ସେ ଯେମିତି ଭଲ ପାଉଛନ୍ତି ସେମିତି ଭଲପାଇବା ଏ ଦୁନିଆରେ କେହି ଦେଇପାରିବେ ନାହିଁ କିମ୍ବା କରିପାରିବେ ନାହିଁ। ପୁଣି ଭାବୁଥିବେ କେମିତି? ବୁଝିବାକୁ ଚେଷ୍ଟା କରନ୍ତୁ। ଗୋଟେ ଟାଇମ ପାସ ମଣିଷ କଣ କୁହେ ଜାଣିଛନ୍ତି, ସେ କେବେ ଚାହିଁ ନଥାଏ, ଆପଣ ତାଙ୍କ କଥା ବୁଝନ୍ତୁ, ତାଙ୍କ ଜୀବନକୁ କେବେ ଉଜାଗର କରିବେ ନାହିଁ, ସେ ନିଜକୁ ଲୁଚାଇ କି ରଖିବେ, ନ ହେଲେ ତାଙ୍କ ମିଛ ଧରା ପୋଡିଯିବ ନାଁ ଟାଇମ ପାସ ମଣିଷ କେବଳ ଖାଲି ଏତିକି ଚାହିଁବ ଫୋଟା ଫୋଟ ଲୋକଙ୍କୁ ୟୁଜ କରିବ, ତାଙ୍କର ଫାଇଦା ଉଠାଇବ ଆଉ ଚାଲି ଯିବ। ଯାହାକି  ଟାଇମ ପାସ ମଣିଷ କେବଳ ଏହା ଚାହିଁ ଥାଏ।

କିନ୍ତୁ ଏଠାରେ ତ ଆପଣଙ୍କର ପାର୍ଟନର କହୁଛନ୍ତି ନାଁ ନାହିଁ ମତେ ବୁଝ ସେଇଟା ହିଁ ଆପଣଙ୍କର ବୁଝିବା ଦରକାର। ଯାହାକି ସେ ଏମିତି କହୁଛନ୍ତି ତ ଆପଣ କଣ ବୁଝି ପାରିଲେ ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଅଧିକ ଭଲ ପାଉଛନ୍ତି, ହୃଦୟରୁ ପ୍ରକୃତରେ ଭଲ ପାଉଛନ୍ତି। ଆଉ ଗୋଟେ କଥା କହିବି ଯଦି ଆପଣଙ୍କ ପାର୍ଟନର କହୁଛନ୍ତି ତୁମେ ମତେ କେବେବି ବୁଝି ପାରିଲ ନାହିଁ,  ଏହାର ମାନେ ଯେ ଆପଣ ଆପଣଙ୍କ ପାର୍ଟନରକୁ ବୁଝିବା ପାଇଁ ଆପଣଙ୍କର ବହୁତ କିଛି ବାକି ଅଛି। ଯଦି ଆପଣ ଗୋଟେ ଥର ବୁଝିବା ଆରମ୍ଭ କରିଦେବେ ନାଁ ତ ବିଶ୍ୱାସ କରନ୍ତୁ ଆପଣ ଏତେ ଲକୀ ଅନୁଭବ କରିବେ ନାଁ ନିଜେ କହିବେ ତୁମ ଭଳି ଲକୀ ଝିଅ ଏ ଦୁନିଆରେ କେହି ନାହାନ୍ତି। ଆଉ ଏଇ କଥାକୁ ସିରିଅସଲି ନେବେ ହାଲ୍କା ନେବେ ନାହିଁ ଆଉ ଅନୁଭବ କରିବେ ଯେ ମୁଁ ଗୋଟେ ଲକୀ ଝିଅକୁ ବା ପୁଅକୁ ଭଲ ପାଇଛି। ଯଦି ଏମିତି ଲାଇନ ଆପଣଙ୍କ ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ କହୁଛନ୍ତି ତାହେଲେ ବୁଝିଯିବେ ଯେ ସେ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ସେଥିପାଇଁ ଏମିତି ଲାଇନ କହିଥାନ୍ତି

Google

ଯିଏ ଆପଙ୍କ ପାଇଁ ରିସ୍କ ନେଇ କିଛି ବି କରିପାରନ୍ତି:-

ଯଦି ଯେକୌଣସି କଥାକୁ ନେଇ ଆପଣଙ୍କ ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ଆପଣଙ୍କ ପାଇଁ ରିସ୍କ ନେଇ କାମ କରୁଛନ୍ତି, କିମ୍ବା ନ ଡରି ସେହି କାମକୁ କରୁଛନ୍ତି, ତାହେଲେ ଏହାର ମାନେ ସେ ଆପଣଙ୍କ ପାଇଁ ଭାବୁଛନ୍ତି,ସେ ଆପଣଙ୍କୁ ସତରେ ପ୍ରକୃତରେ ଭଲ ପାଉଛନ୍ତି। ଆଉ ଯେବେ ଆପଣଙ୍କ କଥା ଭାବନ୍ତି ସେ ଡରନ୍ତି ନାହିଁ ଆଉ ସେ କେବଳ ଆପଣଙ୍କୁ ଭଲ ପାଉଛନ୍ତି। ଆଉ ଯେଉଁ ମଣିଷ ରିସ୍କ ନେଇ କାମ କରନ୍ତି ନାହିଁ ସେ ଡରନ୍ତି ସେମାନେ କେବଳ ନିଜ କଥା ଭାବନ୍ତି।
ମୋର କଣ ହେବ ମୋର କିଛି ହୋଇଯିବନି ତ ଏମିତି ବହୁତ କିଛି ଭାବି ଥାନ୍ତି। ଯାହାକି ସେମାନେ ଆପଣଙ୍କୁ ପ୍ରକୃତରେ ଭଲ ପାଇ ନଥାନ୍ତି। ଧରାଯାଉ ଆପଣ ଗୋଟେ ଜାଗାରେ ଅଛନ୍ତି ଆଉ ଆପଣଙ୍କ ବୟଫ୍ରେଣ୍ଡ ଆଉ ଗୋଟେ ଜାଗାରେ ଅଛନ୍ତି ଆଉ ଆପଣଙ୍କ ଆଖ ପାଖରେ ବହୁତ ସାରା ଅସୁବିଧା ଅଛି ସେ ଆପଣଙ୍କ ପାଖକୁ ଆସି ପାରୁନାହାନ୍ତି। ଯଦି ସେ ରିସ୍କ ନେଇ ଆପଣଙ୍କ ପାଖକୁ ଆସୁଛନ୍ତି ତାହେଲେ ବୁଝିଯିବେ ଯେ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *