ଆଜିର ରାଶିଫଳ : ୧୭ ସେପ୍ଟେମ୍ବର ୨୦୨୦,ଗୁରୁବାର,ଅମାବାସ୍ୟା ଦିନ ଏହି ଛଅ ରାଶିର ଲୋକଙ୍କ ପାଇଁ ରହିବ ଭାଗ୍ୟଶାଳୀ, ଜାଣନ୍ତୁ ଆପଣଙ୍କ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ରୂପରେ ଫଳଦାୟକ ରହିବ। ସନ୍ଧ୍ୟା ସୁଦ୍ଧା ସମୟ ଆପଣଙ୍କ ସପକ୍ଷରେ ଆପଣ ରହିବ। ବିରୋଧୀ ଆପଣଙ୍କୁ ହଇରାଣ କରି ପାରନ୍ତି। ଖର୍ଚ୍ଚରେ ବୃଦ୍ଧି ହେବ। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। କାର୍ଯ୍ୟ ମାମଲାରେ ଦିନଟି ସୁଦୃଢ ରହିବ। ଆପଣ ନିଜ କାର୍ଯ୍ୟକୁ ଉତ୍ତମ ରୂପରେ ଉପଭୋଗ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ।ଆପଣ ନିଜ ଦାୟିତ୍ୱକୁ ତୁଲାଇବେ ଏବଂ ଉପଭୋଗ କରିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ। ପରସ୍ପର ପ୍ରତି ଦାୟିତ୍ୱ ରହିବ। କାର୍ଯ୍ୟ ମାମଲାରେ ଦିନଟି ସାମାନ୍ୟ ରହିଛି। ନିଜ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ। ଶାରୀରିକ ରୂପରେ ରହିବ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି ଏବଂ ଆପଣଙ୍କୁ ସଫଳତା ମିଳିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ନିଜ ସମ୍ପର୍କକୁ ନେଇ ଅତ୍ୟନ୍ତ ପ୍ରସନ୍ନ ରହିବେ। କାର୍ଯ୍ୟ ମାମଲାରେ ଦିନଟି ସୁଦୃଢ ରହିଛି।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଅଚାନକ ଧନ ପ୍ରାପ୍ତ ହୋଇପାରେ। ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ପ୍ରେମ ଭରି ରହିବ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ପରିଶ୍ରମର ଫଳ ପ୍ରାପ୍ତ ହେବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆୟ ରେ ବୃଦ୍ଧି ହେବ। ପରିବାର ସଦସ୍ୟଙ୍କ ସହିତ କୌଣସି ମହତ୍ୱପୂର୍ଣ୍ଣ ବିଷୟକୁ ନେଇ ଚର୍ଚ୍ଚା କରି ପାରନ୍ତି। ହାଲକା ଖର୍ଚ୍ଚ ହୋଇପାରେ। କାର୍ଯ୍ୟ ମାମଲାରେ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ବିଚାର ସକାରାତ୍ମକ ରହିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ସମସ୍ୟାରୁ ମୁକ୍ତି ମିଳିବ। ପରିବାରରେ କୌଣସି ପୂଜାପାଠର ଆୟୋଜନ ହୋଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀ ଆପଣଙ୍କୁ ଖୁସିରେ ରଖିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ସାମାନ୍ୟ ରହିବ। ସମ୍ପର୍କରେ ମଧୁରତା ଆସିବ। କାର୍ଯ୍ୟ କ୍ଷେତ୍ରରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଦ୍ବିପ୍ରହର ପରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଆୟରେ ବୃଦ୍ଧି ପାଇବ। ମାନସିକ ଚିନ୍ତା ବଢିପାରେ। ବିବାହିତ ଲୋକଙ୍କ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ସମୟକୁ ଉପଭୋଗ କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟରେ ପୂରାପୂରି ଧ୍ୟାନ କେନ୍ଦ୍ରିତ କରନ୍ତୁ। ବସ ଆପଣଙ୍କ କାର୍ଯ୍ୟ ଦେଖି ପ୍ରଭାବିତ ହେବେ। ଆୟରେ ବୃଦ୍ଧି ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ସମ୍ପର୍କରେ ରୋମାନ୍ସ ବଢିବ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ପ୍ରେମ ଜୀବନ ସୁଖମୟ ରହିବ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଅଚାନକ ବିଗିଡି ଯାଇଥିବା କାର୍ଯ୍ୟ ସଫଳ ରହିବ। ଦ୍ବିପ୍ରହର ପରେ କାର୍ଯ୍ୟ ସୁଦୃଢ ରୂପରେ ସମ୍ପନ୍ନ ହେବ। ଚାକିରୀରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆପଣ କିଛି ଭଲ ବିଚାର କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଶୀଘ୍ରତାରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ, ନଚେତ ହାନୀ ହେବାର ସମ୍ଭାବନା ରହିଛି।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ମନରେ ବ୍ୟାକୁଳତା ବଢିପାରେ। ଖାଦ୍ୟପେୟରେ ପରିବର୍ତ୍ତନ ଆଣି ପାରନ୍ତି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟରେ ସଫଳତା ହାସଲ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ରୋମାଣ୍ଟିକ ସମୟ ଅତିବାହିତ କରିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ରୂପରେ ବ୍ୟବହାର କରିବେ। ଦ୍ବିପ୍ରହର ପରେ ସ୍ଥିତିରେ ପରିବର୍ତ୍ତନ ଆସିପାରେ। ଶ୍ଵଶୁର ଘରୁ କିଛି ଅଶୁଭ ସମାଚାର ମିଳିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସ୍ବାସ୍ଥ୍ୟ ସହିତ ଜଡ଼ିତ କିଛି ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଦ୍ବିପ୍ରହର ପରେ ସ୍ଥିତି ସ୍ୱଳ୍ପ ଖର୍ଚ୍ଚ ହୋଇପାରେ। ଗୃହସ୍ଥ ଜୀବନ ଉପରେ ଧ୍ୟାନ ଦିଅନ୍ତୁ। ବ୍ୟବସାୟ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ସମ୍ପର୍କରେ ରୋମାଣ୍ଟିକ ସମୟ ଅତିବାହିତ କରିବେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଜୀବନସାଥୀଙ୍କ କଥାକୁ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *