ଏହି ଝିଅମାନେ କେବେବି ଜୀବନରେ ଧୋକା ଦିଅନ୍ତି ନାହିଁ , ଆଜି ହିଁ ଜାଣି ନିଅନ୍ତୁ

ଆଜି ଏହି ଲେଖା ମାଧ୍ୟମରେ ଜଣେଇବୁ ଏମିତି ଝିଅଙ୍କ ବିଷୟରେ ଯେଉଁମାନେ କେବେବି ଜୀବନରେ ଧୋକା ଦିଅନ୍ତି ନାହିଁ। ଆଉ ଏହି ଭଳି ଝିଅଙ୍କୁ ନାଁ କେବେବି ଡାଉଟ କରିବେ ନାହିଁ। ଏହି ସବୁ ଜାଣିବା ପାଇଁ ୪ ଟି ଉପାୟ ଆମ ପାଖରେ ଅଛି, ଏହି ସବୁ ଆପଣଙ୍କୁ ବୁଝିବା ପାଇଁ ପଡିବ ଯେ,ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ ପାଖରେ ଏହି ସବୁ ଗୁଣ ଥିବ ତାହେଲେ, ବୁଝିଯିବେ ଯେ ସେ ବହୁତ ଭଲ ଏବଂ ଆପଣଙ୍କ ଗାର୍ଲଫ୍ରେଣ୍ଡ ଆପଣଙ୍କୁ କେବେ ହେଲେ ଧୋକା ଦେବେ ନାହିଁ। ଆସନ୍ତୁ ଜାଣିବା ଯେ ଏମିତି ଝିଅଙ୍କ ବିଷୟରେ ଯେଉଁମାନେ ଲାଇଫରେ କେବେବି ଧୋକା ଦିଅନ୍ତି ନାହିଁ।

ତୁମେ ମୋତେ ଛାଡ଼ି ଯାଇ ପାରିବ ନାହିଁ:-

ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ ଏହି ସବୁ କଥା କହୁଛନ୍ତି ତ କିମ୍ବା ଆପଣଙ୍କ ପାର୍ଟନର ବାରମ୍ବାର ଏମିତି କଥା କହୁଛନ୍ତି ତ ବିଶ୍ୱାସ କରନ୍ତୁ ସେ ଝିଅ ଆପଣଙ୍କୁ ୧୦୦% ଭଲ ପାଉଛନ୍ତି। ଏମିତି ଝିଅଙ୍କୁ ଡାଉଟ କରିବା କଥା ନୁହେଁ । ଆଉ କମେଣ୍ଟ ବକ୍ସରେ କହିବେ କଣ ଏମିତି ଆପଣଙ୍କ ଗାର୍ଲଫ୍ରେଣ୍ଡ ଅଛନ୍ତି ? ଯଦି ହଁ ତାହେଲେ ନିଶ୍ଚିତ କମେଣ୍ଟ ବକ୍ସରେ ଲେଖିବେ।

Google

ମୁଁ ତୁମର ହେବିନି ତ ଆଉ କାହାର ବି ହୋଇପାରିବି ନାହିଁ:-

ତ ଏହି କଥା ବହୁତ ଜରୁରୀ ଏତେ ଜରୁରୀ ଯେ ବହୁତ । ଏମିତି କେମିତି ପ୍ରୟୋଗ କରିବେ ନାଁ ଯେମିତି ଦେଖା ହେବ ବିବାହ ହେବା ଟୋପିକ ବିଷୟରେ କଥାବାର୍ତା ହେବେ, ମାନେ କହିବେ କଣ ମତେ ତୁମେ marriage କରିବ ? ଯଦି କିମ୍ବା ଭବିଷ୍ୟତରେ କେବେ ଦେଖା ହେବନି ତ କଣ ହେବ ? ଯଦି ଆପଣଙ୍କ ପାର୍ଟନର କୁହନ୍ତି ଯେ ମୁଁ ତୁମର ହେବିନି ତ ଆଉ କାହାର ବି ହୋଇପାରିବିନି, ତ କହିବି ପାରିବେନି ଯେ ଏଭଳି ମଣିଷ କେବେ ମିଛ ଭଲ ପାଇ ପାରିବ ବିଶ୍ୱାସ କରନ୍ତୁ ଏଭଳି ଝିଅ ପ୍ରକୃତ ଭଲ ପାଇଥାନ୍ତି। ମୁଁ ତୁମର ନୁହେଁ ତ ଆଉ କାହାର ବି ହେବିନି ତାଙ୍କ ମାଇଣ୍ଡରେ ଏହା ହିଁ ଚାଲିଥାଏ। ଯଦି ଆପଣଙ୍କ ପାର୍ଟନର ଏମିତି ହୋଇଥିବେ ତ ବୁଝିଯିବେ ସେ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି କେବେବି ଧୋକା ଦେବେ ନାହିଁ।

ତୁମ ବିନା ବଞ୍ଚି ପାରିବି ନାହିଁ:-

ଯେଉଁମାନେ ଟାଇମ ପାସ କରିଥାନ୍ତି ମିଛ ଭଲ ପାଇଥାନ୍ତି ତାଙ୍କୁ ଏହି ଲାଇନ ବକବାଜ ଲାଗିଥାଏ, ଖରାପ ଲାଗିଥାଏ, ବେକାର କଥା କୁହନ୍ତି ପିଆର ଫିଆର କିଛି ନାହିଁ ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ ଯଦି ସେହି ମଣିଷ ନିଜଠୁ ଅଧିକ ଭଲ ପାଇଥାନ୍ତି ନାଁ ଯଦି ଆପଣ କାହାକୁ ହୃଦୟରୁ ଭଲ ପାଉଛନ୍ତି ତ ଜାଣିଥିବେ କାହାରି ବିନା ବଞ୍ଚିବା କେତେ କଷ୍ଟ ହୋଇଥାଏ ଆଉ ସେତେବେଳେ କହିଥାନ୍ତି ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ। ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ ଏହି ଲାଇନ କହୁଛନ୍ତି ତ ଆପଣ ତାଙ୍କୁ ସେଲୁଟ ମାରନ୍ତୁ କୋଣ ପାଇଁ ନାଁ ସେ ପ୍ରକୃତରେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି। ଆଉ next time ଜେବେବି ତାଙ୍କ ପାଖକୁ ଯିବେ ପ୍ୟାରସେ hug କରିବେ ଆଉ i love u କହିବେ। କଣ ପାଇଁ ନାଁ ସେ ଆପଣଙ୍କୁ ବହୁତ ଅଧିକ ଭଲ ପାଉଛନ୍ତି।

Google

ଦେଖନ୍ତୁ ଭଲପାଇବା ୩ ଟି ଲୋକଙ୍କ ସହିତ ହୋଇଥାଏ:-

ହାର୍ଟ ବୋର୍କେନ

ଏକ୍ସପ୍ରିଆନ୍ସ

ସିଙ୍ଗଲ

ପ୍ରଥମେ ଜାଣିବା

ହାର୍ଟ ବ୍ରୋକେନ୍ :- ଯାହାର ହୃଦୟ ଭାଙ୍ଗିଛି ଯିଏ ଧୋକା ପାଇଛି ସିଏ ଯଦି ଆପଣଙ୍କୁ ଭଲ ପାଉଛନ୍ତି କିମ୍ବା ଆପଣ ତାଙ୍କୁ ଭଲ ପାଉଛନ୍ତି, ତ ସେ ଆପଣଙ୍କୁ ବୁଝିପାରିବେ ଆଉ ଧୋକା ଦେବେ ନାହିଁ।

ଏକ୍ସପ୍ରିଆନ୍ସ :- ଯାହାର ବହୁତ ସାରା ଅନୁଭବ ଅଛି, ଏକ୍ସପ୍ରିଆନ୍ସ ଅଛି ସବୁକିଛି ଜାଣିଛି ଯିଏ ବହୁତ ଜଣଙ୍କୁ ଭଉଁଆ ବୁଲଉଛି ସେ ଝିଅକୁ ସେ ପୁଅକୁ ବିଶ୍ୱାସ କରିବେ ନାହିଁ, କାହିଁକିନା ସେମାନେ ଜିଦ କରିବେ ଯାହା ମନବିଜ୍ଞାନ କହିଥାଏ ଯାହାର ଯେତେ ଏକ୍ସପ୍ରିଆନ୍ସ ଅଛି ସିଏ ସେତେ ଅଧିକ ଧୋକା ଦେଇଥାଏ।

ସିଙ୍ଗଲ :- ଯିଏ SINGLE ଥାଏ ସିଏ ଅଧିକ ଭଲ ପାଏ କାହିଁକିନା ସେ ନୂଆ ନୂଆ ପ୍ରେମରେ ପଡିଥାଏ, ଏମିତି ଝିଅମାନେ କେବେବି ଧୋକା ଦିଅନ୍ତି ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *