ଆଜିର ରାଶିଫଳ : ୧୫ ସେପ୍ଟେମ୍ବର ୨୦୨୦,ମଙ୍ଗଳବାର ,ଏହି ୬ଟି ରାଶିର ଲୋକଙ୍କ ପାଇଁ ଶୁଭ ରହିଛି ମଙ୍ଗଳବାର, ଟଙ୍କା ପଇସା ମାମଲାରେ ଫାଇଦା ମିଳିବ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକ ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟା ରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ପାରିବାରିକ ଦାୟିତ୍ୱ ତୁଲାଇବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ବାଦବିବାଦରେ ସଫଳତା ମିଳିବ। କୌଣସି ନୂତନ ବାହନ କିଣି ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ମେତଭେଦ ସୃଷ୍ଟି ହୋଇପାରେ। କାର୍ଯ୍ୟ ମାମଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ତରଫରୁ ଆପଣଙ୍କୁ ଉପହାର ମିଳିପାରେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଭବିଷ୍ୟତ ପାଇଁ କିଛି ନୂତନ ଯୋଜନା ବନାଇ ପାରନ୍ତି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଯାହାଫଳରେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ସ୍ବାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ। କିଛି ଅଯଥା ଖର୍ଚ୍ଚ ହୋଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଚିନ୍ତାରୁ ମୁକ୍ତି ମିଳିବ। ପ୍ରେମ ଜୀବନ ଅତିବାହିତ ଲୋକେ ଆଜି ବହୁତ ଖୁସି ରହିବେ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। ନିଜ ଉପରେ ଭରସା ରଖନ୍ତୁ। ଅଚାନକ ଧନ ଲାଭ ହୋଇପାରେ, ଯାହାଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବନ୍ଧୁ ମାନଙ୍କ ଠାରୁ ସହଯୋଗ ମିଳିବ। ସରକାରଙ୍କ ତରଫରୁ ଲାଭ ମିଳିବାର ସମ୍ଭାବନା ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରେ ଭୁଲ ବୁଝାମଣା ଦୂର ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ନିଜ ହୃଦୟରେ ଚାପି ରଖିଥିବା କଥା ପ୍ରେମୀଙ୍କ ସହିତ ସେୟାର କରିବେ। କାର୍ଯ୍ୟ ମାମଲାରେ ଦିନଟି ସାମାନ୍ୟ ରହିବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। ଦ୍ବିପ୍ରହର ପର୍ଯ୍ୟନ୍ତ କୌଣସି ଚିନ୍ତାରେ ପଡି ରହିବେ। ଏହାପରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ସମ୍ପର୍କରେ ରୋମାନ୍ସ ବଢିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ପ୍ରେମୀଙ୍କ ତରଫରୁ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ସମୟ ଅନୁକୂଳ ରହିଛି। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଦ୍ବିପ୍ରହର ପରେ ଆପଣଙ୍କ ଆୟରେ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଆପଣ ନିଜ କାର୍ଯ୍ୟ ପ୍ରଣାଳୀକୁ ପରିବର୍ତ୍ତନ କରନ୍ତୁ। ଚାକିରୀ କ୍ଷେତ୍ରରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ମାନସିକ ଚାପରୁ ବାହାରକୁ ଆସିବା ପାଇଁ ସୁବିଧା ହେବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ କାର୍ଯ୍ୟ ସୁଦୃଢ ରହିବ। ଆପଣ ନିଜ କାର୍ଯ୍ୟ ଧ୍ୟାନ ସହକାରେ କରିବେ, ଯାହାଦ୍ବାରା ଉଚିତ ଫଳ ପ୍ରାପ୍ତ କରିବେ। ସରକାରଙ୍କ ତରଫରୁ କୌଣସି ବଡ଼ ଲାଭ ମିଳିପାରେ। ଜମିବାଡ଼ି ମାମଲାରେ ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସାମାନ୍ୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆନନ୍ଦିତ ଅନୁଭବ କରିବେ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ କାର୍ଯ୍ୟ ସୁଦୃଢ ରହିବ। ଆପଣ ନିଜ କାର୍ଯ୍ୟ ଧ୍ୟାନ ସହକାରେ କରିବେ, ଯାହାଦ୍ବାରା ଉଚିତ ଫଳ ପ୍ରାପ୍ତ କରିବେ। ସରକାରଙ୍କ ତରଫରୁ କୌଣସି ବଡ଼ ଲାଭ ମିଳିପାରେ। ଜମିବାଡ଼ି ମାମଲାରେ ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସାମାନ୍ୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆନନ୍ଦିତ ଅନୁଭବ କରିବେ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଭାଗ୍ୟ ପ୍ରବଳ ରହିବ ଯାହାଦ୍ବାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ସରକାରଙ୍କ ତରଫରୁ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି। ସରକାରୀ ଯୋଜନାରୁ ଲାଭ ଉଠାଇବା ପାଇଁ ପ୍ରୟାସ କରନ୍ତୁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟାରୁ ମୁକ୍ତି ମିଳିବ। କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। ଆପଣଙ୍କୁ କିଛି କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯାହାଦ୍ବାରା ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ଆପଣଙ୍କ ପ୍ରୟାସ ସଫଳ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ ଲୋକଙ୍କୁ କିଛି କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଦ୍ବିପ୍ରହର ପରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ନିଜ ଗୃହସ୍ଥ ଜୀବନର ଆନନ୍ଦ ନେବେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ହାଲକା ଖର୍ଚ୍ଚ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରସନ୍ନ ରହିବେ। କାର୍ଯ୍ୟକ୍ଷେତ୍ରରେ ଆପଣ କଠିନ ପରିଶ୍ରମ କରିବେ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଦ୍ବିପ୍ରହର ପର୍ଯ୍ୟନ୍ତ କିଛି କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ଠିକ୍ ଠାକ୍ ରହିବ। ଜୀବନସାଥୀ ଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ଅଧିକ ଉପଭୋଗ କରିବେ। ଆୟ ରେ ବୃଦ୍ଧି ହେବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଦ୍ବିପ୍ରହର ପର୍ଯ୍ୟନ୍ତ ଆପଣ ନିକ ପ୍ରେମ ଜୀବନକୁ ନେଇ ଅତ୍ୟନ୍ତ ଖୁସି ରହିବେ। ଦ୍ଵପ୍ରହର ପରେ କିଛି ପରିବର୍ତ୍ତନ ହୋଇପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ମଜାକିଆ ଅନ୍ଦାଜ ଆପଣଙ୍କ ହୃଦୟ ଜିତି ନେବେ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *