ମିଛ ପ୍ରେମର ୩ଟି ସଂକେତ , ଆଜି ହିଁ ଜାଣି ନିଅନ୍ତୁ

ଆଜି ଜାଣିବା ମିଛ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ କେମିତି ଜାଣିବେ, କଣ କଣ ଲକ୍ଷଣ ଥାଏ ଏବଂ  କଣ ସଂକେତ ଥାଏ, ମିଛ ପ୍ରେମର ବହୁତ ଗୁଡିଏ ସଂକେତ ଅଛି କିନ୍ତୁ, ଆଜି ସାଇକୋଲଜି ଟିପ୍ସରୁ ଜାଣିପାରିବେ ଯେ ସିଏ ଆପଣଙ୍କୁ ସତରେ ଭଲ ପାଉଛି ନାଁ ମିଛରେ ଭଲପାଇବାର ନାଟକ କରୁଛି। ସେଥିପାଇଁ ଆପଣ ଆମର ଆର୍ଟିକାଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଜାଣିପାରିବେ, ତାହେଲେ ଆସନ୍ତୁ ଜାଣିବା ।

ମିଛ ଭଲପାଇବାର ସଂକେତ:-

ସିଧା ସଳଖ ଉତ୍ତର କରନ୍ତି:

ମନୋବିଜ୍ଞାନୀମାନେ କହିଥାନ୍ତି ଯେ ଯେଉଁମାନେ ଆପଣଙ୍କୁ ମିଛ ଭଲ ପାନ୍ତି ସେମାନେ ଆପଣଙ୍କୁ Directly Answering କରନ୍ତି ମାନେ ସେମାନେ ସିଧା ଉତ୍ତର ଦିଅନ୍ତି । ଧରି ନିଅନ୍ତୁ ଯେ ଆପଣ ତାଙ୍କୁ କହିବେ ମୁଁ ତୁମକୁ ବହୁତ ଭଲପାଏ, ତ ଆପଣଙ୍କ ପାର୍ଟନର କୁହନ୍ତି ଯେ ମୁଁ ତୁମକୁ ଭରସା ହିଁ କରୁନାହିଁ, ଯଦି ଏମିତି କହୁଛନ୍ତି ତ ଏହା ମନୋବିଜ୍ଞାନ ହିସାବରେ ପ୍ରକୃତ ଭଲ ପାଇବା , କିନ୍ତୁ ଯଦି ଆପଣ କେବେ କୁହନ୍ତି ଯେ ତୁମେ ମତେ କେତେ ଭଲ ପାଉଛ ,ଆପଣଙ୍କ ପାର୍ଟନର ସଙ୍ଗେ ସଙ୍ଗେ ଉତ୍ତର ଦିଅନ୍ତି ଯେ ମୁଁ ତୁମକୁ ବହୁତ ଭଲ ପାଏ ମୁଁ ତୁମ ପାଇଁ ଜୀବନ ଦେଇଦେବି ତୁମ ପାଇଁ ଏହା କରିଦେବି,ତାହା କରିଦେବି, ତ ଆପଣ ବୁଝିଯିବେ ଯେ ସେ ଆପଣଙ୍କୁ ଭଲ ପାଉନାହାନ୍ତି ମିଛରେ ଭଲ ପାଉଛନ୍ତି ମନୋବିଜ୍ଞାନ ହିସାବରେ ଯାହାକି ମିଛ ଭଲପାଇବା କାଟାଗୋରୀରେ ରହିଯାଇଥାନ୍ତି, ତ ସେଥିପାଇଁ ଯିଏ ପ୍ରକୃତରେ ଭଲପାଉଥାଏ ସେ କେବେବି directly Answer ଦିଅନ୍ତି ନାହିଁ, ଭାବି ଚିନ୍ତା Answer ଦେଇଥାନ୍ତି । ତାହେଲେ ଏଇଥିରୁ ବୁଝିଯିବେ ଯେ କିଏ ପ୍ରକୃତରେ ଭଲ ପାଉଛି କିଏ ମିଛରେ ଭଲ ପାଉଛି।

Google

ଆପଣଙ୍କ ଦୁଃଖକୁ ବୁଝି ପାରେନାହିଁ:-

ଧରାଯାଉ ଆପଣଙ୍କ ଭିତରେ ଦୂରତା ବହୁତ, ଆଉ ଆପଣଙ୍କ ଦେହ ବହୁତ ଖରାପ ଅଛି, କିନ୍ତୁ ସେ ଫୋନରେ ଆପଣଙ୍କ ସହିତ କଥା ହେବା ସମୟରେ ବୁଝିଯିବା କଥା ଯେ ଆପଣଙ୍କ ଦେହ ଖରାପ ଅଛି ଆପଣଙ୍କ ଆବାଜରୁ ସେ ଜାଣିପାରିବେ, ଆପଣ ଚୁପ କାହିଁକି ଅଛନ୍ତି, ଏହା ପଛରେ କଣ କାରଣ ଅଛି । ତ ଜାଣିବେ ଯେ ସେ ଆପଣଙ୍କୁ ସତରେ ଭଲ ପାଉଛନ୍ତି କିନ୍ତୁ ଯଦି ତାହା ନହୁଏ ସେ ଯଦି ଆପଣଙ୍କ ଦେହ ଖରାପ ଅଛି ବୋଲି ନ ଜାଣିପାରନ୍ତି ତାହେଲେ ବୁଝିଯିବେ ଯେ ସେ ଆପଣଙ୍କୁ ଭଲପାଉ ନାହାନ୍ତି । ଯିଏ ବୁଝି ଯାଉଛି ସେ ବହୁତ ଭଲ ପାଉଛି ଏବଂ ଯିଏ ବୁଝି ପାରୁନାହିଁ ସେ ମିଛ ଭଲ ପାଉଛି।

Google

ସମ୍ମାନ କରନ୍ତି ନାହିଁ:-

ଯିଏ ମିଛ ଭଲପାଉଥାଏ ସେ ଆପଣଙ୍କୁ କେବେବି respect କରନ୍ତି ନାହିଁ, ଆପଣଙ୍କ କଥାକୁ ମାନନ୍ତି ନାହିଁ,ଆପଣଙ୍କ ସହିତ ଓଲଟା ସିଧା କଥାବାର୍ତା କରନ୍ତି, ଗାଳି ଗୁଲଜ କରନ୍ତି, ତ ଯେଉଁ ମଣିଷ ଏମିତି କରୁଛନ୍ତି ତ କୋଣ ସେ ଆପଣଙ୍କୁ ଭଲପାଉଥିବେ? କେବେ ନୁହେଁ କଣ ପାଇଁ ପ୍ରକୃତ ଭଲପାଇବାରେ ଏତେ ଗାଳି ଗୁଲଜ ହୋଇ ନଥାଏ , ଯଦି ବି କରୁଛନ୍ତି ତ ଜାଣିଯିବେ ଯେ ସେ ଆପଣଙ୍କୁ ହୁଏତ ମିଛ ଭଲ ପାଉଛନ୍ତି, ଯାହାକି ମନୋବିଜ୍ଞାନ ହିସାବରେ ତ ସେଥିପାଇଁ ଯିଏ respect କରୁନାହାନ୍ତି ସେ ଆପଣଙ୍କୁ ପ୍ରକୃତରେ ଭଲ ପାଇପାରିବ ନାହିଁ। ତ ଏଇଥିରୁ ଆପଣ ଜାଣିଯିବେ ଯେ କିଏ ଆପଣଙ୍କୁ ପ୍ରକୃତରେ ଭଲ ପାଉଛି ଆଉ କିଏ ମିଛରେ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

One Comment on “ମିଛ ପ୍ରେମର ୩ଟି ସଂକେତ , ଆଜି ହିଁ ଜାଣି ନିଅନ୍ତୁ”

Leave a Reply

Your email address will not be published. Required fields are marked *