ଆଜିର ରାଶିଫଳ : ୧୪ ସେପ୍ଟେମ୍ବର ୨୦୨୦,ସୋମବାର,ଆଜି କଣ କହୁଛି ଆପଣଙ୍କ ନକ୍ଷତ୍ର, ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକ ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟା ରେ ହେବାକୁ ଥିବା ଶୁଭ ଅଶୁଭ ଘଟଣା ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ।ମନରେ ସୁଖଶାନ୍ତି ବିଦ୍ୟମାନ ହେବ। କୌଣସି ନୂତନ ବାହନ କିଣାକିଣି କରିବା ପାଇଁ ଯୋଜନା କରି ପାରନ୍ତି। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରେ କିଛି ସମସ୍ୟା ଦେଖା ଦେଇପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ହୃଦୟର ସହିତ ସମୟ ଉପଭୋଗ କରିବେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ପାଇଁ ଦିନଟି ଅନୁକୂଳ ରହିଛି। ସମ୍ପର୍କରେ ସ୍ନେହ ଏବଂ ପ୍ରେମ ଭରି ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଶାରୀରିକ ରୂପରେ ଆଜିର ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଉତ୍ତମ ତାଳମେଳ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ କିଛି ସମସ୍ୟା ଦେଖା ଦେଇପାରେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ମନ ପ୍ରସନ୍ନ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀଙ୍କ ସହିତ କଥାବାର୍ତ୍ତା କରି ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରୋମାଣ୍ଟିକ ରେ ଭରି ରହିବ। କାର୍ଯ୍ୟ ମାମଲାରେ ଦିନଟି ସୁଦୃଢ ରହିବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରୂପରେ ଫଳଦାୟକ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କାଶ ଜ୍ଵର ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ ମାମଲାରେ ଦିନଟି ଦୁର୍ବଳ ରହିଛି, ଯେଉଁଥିପାଇଁ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ପ୍ରେମ ଭରି ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ନିଜ ପ୍ରେମୀଙ୍କ କଥା ମାନିବାକୁ ପଡ଼ିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ହାଲକା ଖର୍ଚ୍ଚ ରହିବ। ଆୟରେ ବୃଦ୍ଧି ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ପ୍ରେମ ଏବଂ ରୋମାନ୍ସ ଭରି ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଅଧିକ ପ୍ରସନ୍ନ ରହିବେ। ପ୍ରେମୀଙ୍କ ସହିତ ସମୟ ଅତିବାହିତ କରି ଅଧିକ ପ୍ରସନ୍ନ ରହିବେ। କାର୍ଯ୍ୟ ମାମଲାରେ ଆଜିର ଦିନଟି ସୁଦୃଢ ରହିବ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ରୂପରେ ଫଳଦାୟକ ରହିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟ ମାମଲାରେ ଆଜିର ଦିନରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରେ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ନିଜ ଅହଂକାର ରୁ ବାହାରକୁ ଆସି ନିଜ ସଂପର୍କକୁ ସମ୍ମାନ କରିବା ଉଚିତ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିଛି। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବା ହେତୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ପରିବାର ଲୋକଙ୍କ ତରଫରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଆଜି ଅନେକ ସୁଖଦ ସମାଚାର ମିଳିବାର ସମ୍ଭାବନା ରହିଛି।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଯାହାଫଳରେ ଆପଣଙ୍କୁ ଉତ୍ତମ ପରିଣାମ ପ୍ରାପ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସାମାନ୍ୟ ରହିବ। ଜୀବନସାଥୀଙ୍କ ପାଖରେ ବସି ଆପଣ ନିଜର ମନକଥା ସେୟାର କରି ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ କିଛି ନିରାଶା ର ସାମ୍ନା କରିବାକୁ ପଡ଼ିପାରେ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ହାଲକା ଖର୍ଚ୍ଚ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ସହିତ ମିଶି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଚାର କରି ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଆଜି ନିଜ ପ୍ରେମୀଙ୍କ ଠାରୁ ସୁଖଦ ସମାଚାର ମିଳିପାରେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ହୋଇପାରେ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଖର୍ଚ୍ଚ ରେ ବୃଦ୍ଧି ହୋଇପାରେ। ବିରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ। ପରସ୍ପର କଥାବାର୍ତ୍ତାରେ ଭୁଲ ବୁଝାମଣା ଦୂର ହୋଇଯିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ସମ୍ପର୍କ ରେ ରୋମାନ୍ସ ଏବଂ ପ୍ରେମ ଭରି ରହିବ। ପରସ୍ପର ପ୍ରତି ଆକର୍ଷଣ ଅନୁଭବ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ପ୍ରେମ ଭରି ରହିବ। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ଆପଣଙ୍କୁ ନିଜ ପ୍ରଦର୍ଶନକୁ ସୁଦୃଢ କରିବା ପାଇଁ ଅବସର ମିଳିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ସରକାରଙ୍କ ତରଫରୁ ଉତ୍ତମ ବେନିଫିଟ ମିଳିବ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *