ଧୋକାବାଜ୍ ଲୋକଙ୍କୁ ଚିହ୍ନିବାର ୧୦ଟି ସଂକେତ , ଆଜି ହିଁ ଜାଣି ନିଅନ୍ତୁ ନହେଲେ ପରେ ପଶ୍ଚାତାପ କରିବେ

ଆଜି ଆମେ ଜାଣିବା ଜୀବନର ବେଷ୍ଟ ମଣିଷକୁ କେମିତି ଚିହ୍ନିବେ । ଯେମିତି ଆମ ଜୀବନରେ ନକଲି ମଣିଷ ଥାନ୍ତି ତାଙ୍କୁ କେମିତି ଚିହ୍ନିବେ । ଏମିତି ଆମକୁ ଧୋକା ବହୁତ୍ ଲୋକଙ୍କ ଠାରୁ ମିଳିଥାଏ ଯେମିତି ନିଜ ପ୍ରେମିକା ଠାରୁ ଧୋକା ମିଳିଥାଏ, boy friend ଠାରୁ ଧୋକା ମିଳିଥାଏ, ସାଙ୍ଗମାନଙ୍କ ଠାରୁ ଧୋକା ମିଳିଥାଏ, ନିଜ ପରିବାର ଲୋକଙ୍କ ଠାରୁ ଧୋକା ମିଳିଥାଏ ତେବେ ଆଜି ଜାଣିବା ଧୋକା ବାଜ୍ ଲୋକଙ୍କୁ କେମିତି ଚିହ୍ନିବେ । ଆପଣଙ୍କୁ ଧୋକା ଦେବା ପୂର୍ବରୁ ଆପଣ ତାଙ୍କୁ ନିଜ ଜୀବନ ଠାରୁ ଦୂରେଇ ଦେବେ, ତେବେ କେମିତି କରିବେ । ଏବେ ଚାଲନ୍ତୁ ଜାଣିବା ଧୋକାବାଜ ଲୋକଙ୍କୁ କେମିତି ଚିହ୍ନିବେ ବା ଜାଣିବେ ।

୧. ପ୍ରଥମେ କେମିତି ଚିହ୍ନିବେ ନା fake ଲୋକ ସବୁବେଳେ ଭଲ ଖୋଜିବାରେ ଲଗନ୍ତି । ତାଙ୍କୁ ବହୁତ୍ ଦିନ ଲାଗିଥାଏ ଭଲ ଖୋଜିବା ପାଇଁ କିନ୍ତୁ ତାଙ୍କୁ ଭଲ ମିଳିନଥାଏ । ଭଲ କ’ଣ ଖୋଜନ୍ତି ନା ସେ ପ୍ରଥମେ ୨ କି ୩ ଜଣ ଲୋକଙ୍କୁ ବାଛନ୍ତି । ସେଥି ମଧ୍ୟରୁ ଯିଏ ଭଲ ମଣିଷ ତାଙ୍କ ସହିତ ନିଜର ବନ୍ଧୁତା କରିଥାନ୍ତି। ଏହିମାନେ କ’ଣ କରନ୍ତି ନା ଜଣକ ଠାରୁ ଯଦି ଅନ୍ୟ ଜଣେ ଅଧିକ ଭଲ ମଣିଷ ମିଳିଯାଏ ତେବେ ଅନ୍ୟ ଜଣକ ସହ ବନ୍ଧୁତା କରି ନେଇଥାନ୍ତି । ତାଙ୍କୁ ଛାଡି ଅନ୍ୟ ଜଣଙ୍କୁ ଧରି ନିଅନ୍ତି । ପୁଣି କ’ଣ କରନ୍ତି ନା ତାଙ୍କ ଠାରୁ ଯଦି ଅଧିକ ଭଲ ଅନ୍ୟ ଜଣେ ମିଳିଯାଏ ତେବେ ତାଙ୍କୁ ଛାଡି ଅନ୍ୟ ଜଣକୁ ବନ୍ଧୁତା କରି ନିଅନ୍ତି । ଏମାନେ କ’ଣ କରନ୍ତି ନା ସବୁବେଳେ ଧୋକା ଦେବାରେ ଲାଗନ୍ତି । ଏମାନଙ୍କୁ ଜୀବନ ସାରା ଭଲ ମଣିଷ ମିଳିନଥାଏ । ଏମାନଙ୍କୁ କୁହାଯାଏ ଧୋକା ବାଜ ମଣିଷ । ଏମାନଙ୍କ ଠାରୁ ଦୂରରେ ରହିବା ଦରକାର । ଏମାନଙ୍କୁ କେବେବି ଭରଷା କରିବେ ନାହିଁ ।

Google

୨. ଦ୍ଵିତୀୟ ହେଉଛି ତାଙ୍କ body language ରୁ ଜାଣିପାରିବେ । ଯେଉଁ ମାନେ ଧୋକା ବାଜ ମଣିଷ ସେମାନେ କେବେବି ଆଖିରେ ଆଖି ମିଶାଇ କଥା ହେଇ ପାରନ୍ତି ନାହିଁ । ଆପଣ ନିଯେବି ପରୀକ୍ଷା କରି ଥିବେ ଆପଣ ଯେବେ ମିଛ କହୁଥିବେ ଆଖିରେ ଆଖି ମିଶାଇ କଥା କହି ପାରିବେ ନାହିଁ । ଯେତେ ଚାହିଁଲେ ବି ଆଖିରେ ଆଖି ମିଶାଇ କଥା କହିପାରିବେ ନାହିଁ । ଯାହାକି ଏଗୁଡିକ ଧୋକା ବାଜ ମଣିଷର ଲକ୍ଷଣ । କାରଣ ଯେଉଁ ମଣିଷ ଧୋକା ଦେଇଥାଏ ସେ ଆଖିରେ ଆଖି ମିଶାଇ କଥା କହିପାରେ ନାହିଁ । ଯେବେବି କଥା ହୁଅନ୍ତି ତାଙ୍କର bady language ବଦଳି ଯାଇଥାଏ ଯେପରି ଗୋଡ଼ ଏପଟ ସେପଟ କରିବାରେ ଲଗାନ୍ତି । ତେବେ ଏହି ସବୁରୁ ଜାଣି ଯିବ ସେ ଧୋକା ବାଜ ମଣିଷ ।

୩. ତୃତୀୟରେ କେମିତି ଜାଣିବେ ନା ଯେଉଁ ସମୟରେ ଆପଣଙ୍କୁ ତାଙ୍କର ଅଧିକ ଆବଶ୍ୟକତା ଥାଏ ସେ ଆପଣଙ୍କୁ ଛାଡ଼ି ଚାଲିଯାନ୍ତି । ଆପଣ ଦେଖିଥିବେ ଆପଣଙ୍କ ଜୀବନରେ କିଛି ଲୋକ ଖାସ୍ ହୋଇଥାନ୍ତି ଯେପରି ଆପଣଙ୍କ ପ୍ରେମିକା, boy friend, ପରିବାରର କୌଣସି ବ୍ୟକ୍ତି କିମ୍ବା ସାଙ୍ଗ ଯିଏ ବି ହେଉନ୍ତୁ ତାଙ୍କୁ ଆପଣ ଅଧିକ ବିଶ୍ୱାସ କରୁଥିଲର , ଅନ୍ଧ ଭଳି ବିଶ୍ୱାସ କରୁଥିଲେ, ଆଉ ଆପଣଙ୍କୁ ଲାଗେ ଏହି ମଣିଷ ଆପଣଙ୍କୁ ଛାଡ଼ି ଚାଲି ଯିବେ ନାହିଁ । କିନ୍ତୁ ଠିକ୍ ସେହି ସମୟରେ ଯେଉଁ ସମୟରେ ଆପଣଙ୍କୁ ତାଙ୍କର ଆବଶ୍ୟକତା ଥାଏ କିନ୍ତୁ ସେ ଛାଡ଼ି ଚାଲିଯାନ୍ତି । ଆଉ ଯେତେ ଡାକିଲେ ମଧ୍ୟ ଆପଣଙ୍କ ପାଖକୁ ଫେରି ଆସନ୍ତି ନାହିଁ , ବାହାନା କରନ୍ତି । କ’ଣ ପାଇଁ ନା ଭରଷା ଓ ବିଶ୍ୱାସ ଭାଙ୍ଗୁ ଥିବା ମଣିଷ ଧୋକା ବାଜ ମଣିଷ ବା fake ମଣିଷ ହୋଇଥାନ୍ତି । ଏହିପରି ମଣିଷଙ୍କ ଠାରୁ ଦୂରରେ ରହିବା ବହୁତ୍ ଭଲ ହୋଇଥାଏ ।

Google

୪. ଚତୁର୍ଥରେ କେମିତି ଜାଣିବେ ନା ନିଜର ସ୍ବାର୍ଥ ଦେଖନ୍ତି । ମାନେ ନିଜ ସ୍ବାର୍ଥ ପାଇଁ ଏମାନେ କିଛି ବି କରିପାରନ୍ତି । ମାନେ ସାମ୍ନା ବାଲା ଯେପରି କହନ୍ତି ସେମିତି ବନ୍ଧୁତା ବା relationship ଚାଲିଥାଏ । ମାନେ ଆପଣଙ୍କ ଅନୁସାରେ କିଛି ବି ଚାଲି ନଥାଏ । ସେ ଯାହା କୁହନ୍ତି ତାହା କରନ୍ତି ଆଉ ଆପଣ ମଧ୍ୟ ତାହା କରିଥାନ୍ତି । ଆପଣ ଯଦି କିଛି କହୁଛ ତେବେ ସେ ଅନ୍ୟ କିଛି କହୁଛନ୍ତି । ଆପଣଙ୍କ କଥାକୁ value ଦିଅନ୍ତି ନାହିଁ । ଯଦି ଏପରି ମଣିଷ ଆପଣଙ୍କ ପାଖରେ ଅଛିନ୍ତି ତେବେ ଆପଣଙ୍କୁ କେମିତି ଲାଗୁଛି । ଆପଣ କିଛି କୁହନ୍ତୁ କି ନକୁହନ୍ତୁ ତାଙ୍କର କିଛି ଫରକ୍ ପଡୁନାହିଁ । ଏହିପରି ମଣିଷ ହେଲା ଧୋକା ବାଜ ମଣିଷ । ଏଥିପାଇଁ ଯଦି ସାମ୍ନା ଲୋକ ଆପଣଙ୍କ ଅନୁସାରେ ଚାଲୁଛନ୍ତି ତେବେ ଆପଣ ମଧ୍ୟ ତାଙ୍କ ଅନୁସାରେ ଚାଲନ୍ତୁ ଯଦି ସେ ସ୍ବାର୍ଥ ପାଇଁ ସାଙ୍ଗ ହେଉଛନ୍ତି କି କାମ କରୁଛନ୍ତି ତେବେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ । ଆଜିଠୁ ଦୂରେଇ ଯାଆନ୍ତୁ ନହେଲେ ବହୁତ୍ କାନ୍ଦିବେ । ଏହିମାନେ ହେଲେ ଧୋକାବାଜ୍ ମଣିଷ ବା fake ମଣିଷ ।

୫. ପଞ୍ଚମରେ କେମିତି ଜାଣିବେ ନା ଏମାନେ କିଛି ନା କିଛି ସବୁବେଳେ ମାଗି ରହିଥାନ୍ତି । ଜୀବନରେ ଯେତେ ପର୍ଯ୍ୟନ୍ତ ବନ୍ଧୁତାରେ ଥାନ୍ତି କିଛି ନା କିଛି ସବୁବେଳେ ମାଗି ରହିଥାନ୍ତି । ମୋତେ ଏମିତି ଜିନିଷ ଦିଅ ସେମିତି ଜିନିଷ ଦିଅ ଏମିତି ବହୁତ୍ କିଛି । କିନ୍ତୁ ମାଗିବାରେ କିଛି ଅସୁବିଧା ନାହିଁ ବା ବନ୍ଧୁତା ହିସାବରେ ମାଗି ପାରିବେ । ଦେଖ ବନ୍ଧୁତା ଏଥି ପାଇଁ ହୋଇଥାଏ ଦୁହେଁ ଦୁହିଁଙ୍କୁ ସାହାର୍ଯ୍ୟ କରିଥାନ୍ତି । କିନ୍ତୁ ଏମିତି କେମିତି ବନ୍ଧୁତା ଯେବେ ଆପଣଙ୍କୁ ଦରକାର ହୋଇଥାଏ ସେ ଆପଣଙ୍କ ଠାରୁ ଦୂରକୁ ଚାଲି ଯିବେ ଏହା କ’ଣ ଠିକ୍ ? ଏମିତି ମଣିଷ ଅଛନ୍ତି ତ ଜାଣି ଯିବେ ସେ ଧୋକା ବାଜ ମଣିଷ ବା fake ମଣିଷ ।

୬. ଷଷ୍ଠରେ କେମିତି ଜାଣିବେ ନା ଆପଣଙ୍କ କଥାକୁ ଶୁଣନ୍ତି ନାହିଁ । ଯଦି ଆପଣ କିଛି କଥା କହିବା ପାଇଁ ଚାହୁଁଛନ୍ତି ସେ ଶୁଣନ୍ତି ନାହିଁ । ଯଦି ଆପଣ କିଛି କଥା ଶୁଣାଇବା ପାଇଁ ଚାହୁଁଛ ସେ ଶୁଣନ୍ତି ନାହିଁ । ସେ ଆପଣଙ୍କ କଥାରେ ବିରକ୍ତ ବା ବୋରିଂ ହୋଇଯାନ୍ତି । ତେବେ ଜାଣି ଯିବେ ସେହି ମଣିଷ ଆପଣଙ୍କ ପାଇଁ ଠିକ୍ ନାହିଁ । କମ୍ ସେ କମ୍ ଦେଖାଇବା କଥା ନା ଆପଣଙ୍କ କଥା ଶୁଣୁଛି ବୋଲି କିନ୍ତୁ ସେ ବିରକ୍ତ ବା ବୋରିଂ ହୋଇଯାନ୍ତି । ଆଉ ସେ ଓଲଟା ସିଧା କଥାବାର୍ତ୍ତା କରନ୍ତି, ଆଉ ଅଣଦେଖା କରନ୍ତି । ଏହିମାନେ ହେଉଛନ୍ତି ଧୋକା ବାଜ ମଣିଷ ବା fake ମଣିଷ ।

୭. ସପ୍ତମରେ କେମିତି ଜାଣିବେ ନା କଥାକୁ ବଢାଇ ଚଢାଇ କହିଥାନ୍ତି । ମିଛ ତ ଏତେ ଅଧିକ କହିଥାନ୍ତି ମୁଁ ଆପଣଙ୍କୁ କ’ଣ କହିବି ? ଛୋଟ ଛୋଟ କଥାକୁ ବହୁତ୍ ବଡ଼ ବଡ଼ କଥା ବନାଇ ଥାନ୍ତି, ଯେମିତି ବଡ଼ କଥା ହୋଇ ଯାଇଛି କିନ୍ତୁ ସାଧାରଣ କଥା ହେଇଥିବ । ଛୋଟ କଥାକୁ ବଢାଇ ଥାନ୍ତି ଏହି ମାନେ ହେଲେ ଧୋକା ବାଜ ମଣିଷ ବା fake ମଣିଷ ।

Google

୮. ଅଷ୍ଟମରେ କେମିତି ଜାଣିବେ ନା ଏମାନେ ଚୁଗୁଲି କରିବାରେ ଲାଗିଥାନ୍ତି । ଏହିମାନେ ଚୁଗୁଲି କରିବା ପାଇଁ ବହୁତ୍ ପସନ୍ଦ କରିଥାନ୍ତି । ଆଉ ବହୁତ୍ ଚୁଗୁଲି କରିଥାନ୍ତି ଜଣକ କଥାକୁ ଅନ୍ୟ ଜଣଙ୍କ ପାଖରେ ଏବଂ ଅନ୍ୟ ଜଣଙ୍କ କଥାକୁ ଜଣକ ପାଖରେ କହିଥାନ୍ତି ଓ ମିଛ ସତ ଅଧିକ କରି କହିଥାନ୍ତି । ଏହିମାନେ ସବୁବେଳେ ଅନ୍ୟ ମାନଙ୍କ ପ୍ରତି ଈର୍ଷା କରିଥାନ୍ତି । ଏମାନେ ଅନ୍ୟର ଖୁସିରେ ଖୁସି ହୋଇପାରନ୍ତି ନାହିଁ ଏବଂ ବହୁତ୍ ଦୁଃଖ କରନ୍ତି । ଏହିମାନେ ହେଲେ ଧୋକା ବାଜ ମଣିଷ ବା fake ମଣିଷ ।

୯. ନବମରେ କେମିତି ଜାଣିବେ ନା fake ମଣିଷକୁ ଦୁନିଆ ଜଣାଇ ଦେଇଥାଏ । ଲୋକମାନେ ସେହି ମଣିଷକୁ ପ୍ରଶଂସା କରନ୍ତି ନାହିଁ ଏବଂ ତାଙ୍କୁ ଖରାପ୍ କହିଥାନ୍ତି । କିନ୍ତୁ ଲୋକଙ୍କ କଥା ଶୁଣିବା କଥା ନୁହେଁ । ସମସ୍ତ ଲୋକ ତାଙ୍କୁ ଖରାପ୍ କହୁଛନ୍ତି ତେବେ କିଛି ନା କିଛି ନିଶ୍ଚିତ ଥିବ ସେଥିପାଇଁ ତାଙ୍କୁ ଖରାପ୍ କୁହନ୍ତି । ତେବେ ଜାଣି ଯିବ ହୁଏତ ସେହି ମଣିଷ ଠିକ୍ ନାହିଁ । ସେଥିପାଇଁ ଦୁନିଆ କହୁଛି , ଲୋକମାନେ କହୁଛନ୍ତି ସେହି ଲୋକ ଖରାପ୍ । ତେବେ ଜାଣି ଯିବ ଏହି ମଣିଷ ଖରାପ୍ ବା ଧୋକା ବାଜ ମଣିଷ ବା fake ମଣିଷ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *