ଏହି ୨ଟି ପ୍ରଶ୍ନ ପଚାର ଯାହାକୁ ଭଲ ପାଉଛ, ତୁମକୁ ସେ ପ୍ରକୃତ ପ୍ରେମ କରୁଛନ୍ତି ନା ମିଛ ପ୍ରେମ ଜାଣିପାରିବେ

ଆଜି ଆମେ ଏପରି ଦୁଇଟି ପ୍ରଶ୍ନ ନେଇ ଆସିଛୁ ଯାହା ଆପଣଙ୍କ ଲଭରଙ୍କୁ ପଚାରି ପାରିବେ, ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି ନା ମିଛ ପ୍ରେମ କରୁଛନ୍ତି ତାହା ଆପଣ ଜାଣି ପାରିବେ ।

ଏବେ ଚାଲନ୍ତୁ ଜାଣିବା ଏହି ଦୁଇଟି ପ୍ରଶ୍ନ ପଚାରି ଆପଣ ଜାଣି ପାରିବ ଯେ ଆପଣଙ୍କ ଲଭର ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି ନା ମିଛ ପ୍ରେମ କରୁଛନ୍ତି । ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି । ସେଥିପାଇଁ ପ୍ରଥମେ ଏହି ଗୋଟେ ପ୍ରଶ୍ନ ପଚାରି ପାରିବେ ଆପଣଙ୍କ ଲଭରଙ୍କୁ ” ତୁମେ ମୋତେ ବିବାହ କରିବ କି ନାହିଁ ” । ଯଦି ଆପଣଙ୍କ ଲଭର ବାରମ୍ବାର କହୁଛନ୍ତି ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି । ତେବେ ଏହି ପ୍ରଶ୍ନ ପଚାରି ପାରିବ, ଯେ ତୁମେ ମୋତେ ବିବାହ କରିବ କି ନାହିଁ, ତୁମେ ମୋତେ ବିବାହ କରିବା ପାଇଁ ପ୍ରସ୍ତୁତ ଅଛ କି ନାହିଁ,ଯାହାକି ଏହି ପ୍ରଶ୍ନ ପଚାରି ଜାଣି ପାରିବ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି ନା ମିଛ ପ୍ରେମ କରୁଛନ୍ତି । କେମିତି ଯେତେବେଳେ ପ୍ରଶ୍ନ ପଚାରିବ ସାମ୍ନା ଲୋକ କେତେ ବି ସାହସୀ ହୋଇଥାଆନ୍ତୁ ତାଙ୍କର ହୃଦୟର ସ୍ପନ୍ଦନ ବଢିଯିବ । ହୋଇପାରେ କେତେ ବି ବଡ଼ ବଡ଼ କଥା କୁହନ୍ତି ତାଙ୍କର ହୃଦୟର ସ୍ପନ୍ଦନ ବଢ଼ି ଯିବ । ଏହି ପ୍ରଶ୍ନ ପଚାରିବ ତ୍, ଏହି ପ୍ରଶ୍ନ ପଚାରିବ ତ୍ ସେ ଚମକି ପଡିବେ କ’ଣ ପାଇଁ ନା ଏହି ପ୍ରଶ୍ନ ଶୁଣିବା ପରେ ସାମ୍ନା ଲୋକ ଭାବିବେ ତାଙ୍କର ଆଜାଦି ଶେଷ ହୋଇଗଲା । ଜଣେ ତାଙ୍କର ଆଜାଦିକୁ କେବେ sacrifice କରିଥାଏ ନା ଯିଏ ତାଙ୍କୁ ପ୍ରକୃତରେ ଭଲ ପାଉଥିବ । ତାଙ୍କ ସହ ଜୀବନ ସାରା ରହିବାକୁ ପଡ଼ିବ, Time pass କରିବ ନାହିଁ । ସେତେବେଳେ ନିଜକୁ sacrifice କରିଥାଏ ନ ହେଲେ କେବେ କରନ୍ତି ନାହିଁ । ଯଦି ଆପଣ ଏଠାରେ ପଚାରିବ ତମେ ମୋତେ ବିବାହ କରିବ ନା ନାହିଁ ତେବେ ତିନୋଟି ଉତ୍ତର ମିଳିପାରେ ଯାହା ପ୍ରଥମେ

୧. Yes

୨. No

୩. Diplomatic

Diplomatic ଉତ୍ତର କାହାକୁ କୁହନ୍ତି ନା ଯାହା ହଁ କିମ୍ବା ନା କୁହନ୍ତି ନାହିଁ । ଯେମିତି କୁହନ୍ତି family ରାଜି ହେବେ ନାହିଁ ତେବେ ମୁଁ କ’ଣ କରିବି, family ମାନିବେ କି ନାହିଁ, ମୋର ଜାତି ଅଲଗା, ଯେଦି ଏପରି ପ୍ରଶ୍ନ କହୁଛନ୍ତି ତ୍ ଜାଣି ଯିବ ଏହା Diplomatic ଉତ୍ତର । ଯଦି ଏହି ତିନୋଟି ପ୍ରଶ୍ନ ମଧ୍ୟରୁ ଯଦି କହୁଛନ୍ତି No କିମ୍ବା Diplomatic ଉତ୍ତର ଦେଉଛନ୍ତି । ତେବେ ଜାଣିଯିବ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉ ନାହାଁନ୍ତି । ସେ ଏବେବି ମଧ୍ୟ ତାଙ୍କ ପ୍ରେମକୁ ନେଇ dout ରେ ଅଛନ୍ତି ବା ସେହା ଆପଣଙ୍କ ଉପରେ ନିର୍ଭର କରେ, ଆପଣଙ୍କୁ ସେ କେମିତି ଭଲ ପାଉଛନ୍ତି, ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି । ଯଦି ସେ ନ ଡରି yes କହୁଛନ୍ତି ଯାହାବି ହେଇଯାଉ ମୁଁ ଆପଣଙ୍କୁ ବିବାହ କରିବି ବୋଲି କହୁଛନ୍ତି ଜାଣି ଯିବ ଆପଣଙ୍କୁ ସେ ପ୍ରକୃତରେ ଭଲ ପାଉଛନ୍ତି । ଆପଣ ମଧ୍ୟ ଆଖି ବନ୍ଦ କରି ସେହି ମଣିଷକୁ ଭଲ ପାଇ ପାରିବେ । ଆଉ ବହୁତ୍ ଜଣ କହିଥାନ୍ତି ସେ ଚାଲାକ୍ କରି କହିଦେଇ ଥାନ୍ତି yes ବୋଲି । ତେବେ ଏହି yes ଶବ୍ଦ କହିବା ପାଇଁ ତାଙ୍କୁ ବହୁତ୍ ଭାବିବା ପାଇଁ ପଡ଼ିଥାଏ, ଯିଏ ଯାହାକୁ ପ୍ରକୃତରେ ଭଲ ପାଇଥାଏ ।

Google

ଦ୍ଵିତୀୟ ପ୍ରଶ୍ନ ହେଉଛି ” କ’ଣ ତମେ ବିବାହ ପୂର୍ବରୁ ବିନା physical relation ରେ ମତେ ଭଲ ପାଇଁ ପାରିବ।”

ମାନେ ତମେ ଏହା କହୁ ନାହ ଯେ ଜୀବନସାରା ଆପଣ ବିନା physical relation ରେ ଭଲ ପାଇବା କଥା । ଏମିତି ହୋଇପାରିବ ନାହି କି ମାନେ ଆପଣ କହୁଛନ୍ତି ଯେ ବିବାହ ପୂର୍ବରୁ physical relation ନରଖିବା ପାଇଁ, ବିବାହ ପରେ physical relation ରଖିବା ପାଇଁ କହୁଛନ୍ତି । ଯେମିତି ରଖିବ,ଯେପରି ରଖିବ କିନ୍ତୁ ବିବାହ ପରେ କିନ୍ତୁ ବିବାହ ପୂର୍ବରୁ ନୁହେଁ । ଯେତେବେଳେ ଆପଣ କହି ପାରିବେ, ମତେ promise କର ବିବାହ ପୂର୍ବରୁ physical relation ରଖିବ ନାହିଁ ବିବାହ ପରେ ରଖିବ । ଯାହାକି ଏହି ପ୍ରଶ୍ନ ପଚାରି ଆପଣ ଜାଣି ପାରିବେ ଯେ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି ନା ମିଛ ପ୍ରେମ କରୁଛନ୍ତି । କ’ଣ ପାଇଁ ନା ଆଜି ଦିନରେ ସବୁଠାରୁ ଗୁରତ୍ବପୂର୍ଣ୍ଣ ହେଉଛି physical relation ରଖିବି ଯଦି ଭଲ ପାଇବି ନହେଲେ ଭଲ ପାଇବି ନାହିଁ । ଆଉ ଗୋଟେ ମଜା କଥା ହେଉଛି ଆଜିକା ଦିନରେ ଅଧିକ ଭଲ ପାଉଛନ୍ତି physical relation ରଖିବା ପାଇଁଁ, ନହେଲେ ତ ଘଣ୍ଟା ଭଲ ପାଇବା ବା ଘଣ୍ଟା ଭଲ ପାଉଛନ୍ତି । ଯଦି ଏମିତି କିଏ physical relation ରଖି ଭଲ ପାଉଛନ୍ତି ତ୍ ଜାଣି ଯିବ ସେ ଆପଣଙ୍କୁ fake ଭଲ ପାଉଛନ୍ତି । କାରଣ ଯିଏ ଯାହାକୁ ପ୍ରକୃତ ପ୍ରେମ କରୁଥାଏ ନା ତାଙ୍କ ମନର ଏହି ଭାବନା ଆସିଥାଏ ନାହିଁ ଯେ ବିବାହ ପୂର୍ବରୁ ତାଙ୍କ ସହିତ physical relation ରଖିବି । କ’ଣ ପାଇଁ ନା ଯିଏ ପ୍ରକୃତ ପ୍ରେମ କରୁଥାଏ ତାଙ୍କ ମନରେ ଏପରି ଭାବନା କେବେ ଆସି ନଥାଏ। ଯେଉଁମାନେ ପ୍ରକୃତ ପ୍ରେମ କରୁଛନ୍ତି ତାଙ୍କୁ ପଚାରି ଦେଖିବ । ଏହି ପ୍ରଶ୍ନ ପଚାରିବା ପରେ ସାମ୍ନା ଲୋକ ତିନୋଟି ଉତ୍ତର ଦେଇଥାନ୍ତି।

Google

୧. Yes

୨. No

୩. Diplomatic

ଯଦି yes କହୁଛନ୍ତି ତେବେ ଜାଣି ଯିବ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି । ଯଦି no କହୁଛନ୍ତି ତେବେ ଜାଣି ଯିବ ସେ ଆପଣଙ୍କୁ fake ଭଲ ପାଉଛନ୍ତି । ଯଦି Diplomatic ଉତ୍ତର କହୁଛନ୍ତି,ମାନେ ଏମିତି କେମିତି ହେବ ମୁଁ ରହି ପାରିବିନି, ସମସ୍ତେ କରୁଛନ୍ତି ଆମେ କଲେ କ’ଣ ହେବ, ଏମିତି ସେମିତି ବହୁତ୍ କଥା କହିଥାନ୍ତି, ଯାହାକି relation ରଖିବା ପାଇଁଁ, ତେବେ ଜାଣି ଯିବ ସେ ବି ଆପଣଙ୍କୁ fake ଭଲ ପାଉଛନ୍ତି । କାରଣ ପ୍ରକୃତ ପ୍ରେମରେ ବାରମ୍ବାର କିମ୍ବା ଜିଦି କରନ୍ତିନି physical relation ରଖିବା ପାଇଁଁ । କ’ଣ ପାଇଁ ନା physical relation ରଖିବା ପରେ ବହୁତ୍ ଭଲ ପାଇବା କମିଥାଏ । ବହୁତ୍ କମ୍ ମାତ୍ରାରେ ବଢ଼ିଥାଏ ପ୍ରେମ, ସେଥିପାଇଁ କେବେ ବିବାହ ପୂର୍ବରୁ physical relation ରଖିବ ନାହିଁ ।

ଯାହା ବାବୁଛି ଏହି ଦୁଇଟି ପ୍ରଶ୍ନ ପଚାରି ଆପଣ ଜାଣି ପାରିବେ କି ସେ ଆପଣଙ୍କୁ ପ୍ରକୃତରେ ପ୍ରେମ କରୁଛନ୍ତି ନା ମିଛ ପ୍ରେମ କରୁଛନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ପସନ୍ଦ ଆସି ଥାଏ ତେବେ ଗୋଟିଏ ଲାଇକ କରି ଦିଅନ୍ତୁ ଆଉ ଏହାକୁ ସେଆର କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *