ମାଛର ମୁଣ୍ଡ ଖାଇବାକୁ ଭଲ ପାଉଥିବା ଲୋକମାନେ ନିଶ୍ଚିତ ଭାବରେ ଏହି ଖବରକୁ ପଢି ନିଅନ୍ତୁ

ଭାରତର ଅନେକ ରାଜ୍ୟ ରହିଛି , ଯେଉଁଠାରେ ଲୋକମାନେ ମାଛ ଖାଇବାକୁ ବହୁତ ପସନ୍ଦ କରନ୍ତି। ଯେଉଁଥିରେ ମୁଖ୍ୟତଃ ସମୁଦ୍ର କିମ୍ବା ନଦୀ କୂଳରେ ଅବସ୍ଥିତ ସହର ଗୁଡିକ ଅଟେ। ଅନେକ ଲୋକ ପ୍ରତିଦିନ ମାଛ ଖାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ମାଛ ମୁଣ୍ଡ ଖାଇବାକୁ ପସନ୍ଦ କରନ୍ତି। ତେବେ ମାଛ ମୁଣ୍ଡ ଖାଇବା ଦ୍ୱାରା ଲାଭ କଣ ହୋଇଥାଏ ସେ ବିଷୟରେ ଆସନ୍ତୁ ଜାଣିବା।

ମାଛ ମୁଣ୍ଡ ଖାଇବା ଦ୍ୱାରା ଏହୂ ଲାଭ ହେବ:-

୧) ଆଖିର ଦୃଷ୍ଟିଶକ୍ତି ବଢିବ ( Eyesight )

ଡାକ୍ତରଙ୍କ ଅନୁଯାୟୀ ମାଛ ଭିତରେ ଥିବା ପ୍ରୋଟିନ ଆଖି ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଆହୁରିମଧ୍ୟ ଆଖି ପାଇଁ ମାଛର ମୁଣ୍ଡ ସର୍ବାଧିକ ଲାଭଦାୟକ ହୋଇଥାଏ। ଯେଉଁ ଲୋକ ମାନଙ୍କର କୌଣସି ପ୍ରକାରର ଦୃଷ୍ଟି ଶକ୍ତି ସହିତ ଜଡିତ ଅସୁବିଧା ରହିଥାଏ , ସେହି ମାନଙ୍କୁ ଅଧିକ ମାତ୍ରାରେ ମାଛ ମୁଣ୍ଡ ଖାଇବା ଉଚିତ୍। ଯେଉଁ ଲୋକମାନଙ୍କର ଆଖିର ଦୃଷ୍ଟି ଶକ୍ତି ହ୍ରାସ ପାଉଛି , ସେହି ଲୋକମାନଙ୍କୁ ଆଜିଠାରୁ ମାଛ ମୁଣ୍ଡର ସେବନ କରିବା ଉଚିତ , ଯାହାଦ୍ୱାରା ଆଖିର ଦୃଷ୍ଟି ଶକ୍ତି ଉପରେ ସେମାନେ ନିଜ ଏହାର ପ୍ରଭାବ ଦେଖିପାରିବେ।

Google

୨) ପଥର  ( Calculus )

ଆପଣଙ୍କର ଯଦି ପେଟ ଯନ୍ତ୍ରଣା ଭଳି ସମସ୍ୟା ହେଉଅଛି କିମ୍ବା ଆପଣଙ୍କର ପଥର ସମସ୍ୟା ରହିଛି ଏବଂ ଅତ୍ୟଧିକ ଯନ୍ତ୍ରଣା ହେଉଛି। ତେବେ ଆପଣଙ୍କୁ ମାଛ ମୁଣ୍ଡ ଖାଇବା ଦ୍ୱାରା ପେଟରେ ଥିବା ପଥରରୁ ଆରାମ ମିଳିବ। ଏହି କାରଣରୁ ଯେଉଁ ଲୋକମାନଙ୍କର ପଥରରେ ଅସୁବିଧାର ରହିଥାଏ ,  ଡାକ୍ତର ସେମାନଙ୍କୁ ଅଧିକରୁ ଅଧିକ ମାଛ ମୁଣ୍ଡ ଖାଇବାକୁ ପରାମର୍ଶ ଦେଇଥାନ୍ତି।

Google

୩) ଆଣ୍ଠୁରେ ଯନ୍ତ୍ରଣା ( Pain in the knees )

ଆପଣମାନେ ଦେଖିଥିବେ ଯେ ବୟସ ବୃଦ୍ଧି ହେବା ପରେ ପ୍ରାୟତଃ ଗୋଡ଼ର ଆଣ୍ଠୁରେ ଅନେକ ସମୟରେ ଯନ୍ତ୍ରଣା ହୋଇଥାଏ ଏବଂ କିଛି କିଛି ବ୍ୟକ୍ତିଙ୍କର କମ୍ ବୟସରେ କେଶ ଝଡ଼ିବା ଆରମ୍ଭ କରିଥାଏ। ଏହିପରି ଲୋକମାନଙ୍କୁ ନିଜ ଖାଦ୍ୟରେ ମାଛକୁ ଅନ୍ତର୍ଭୁକ୍ତ କରିବା ଉଚିତ। ଆପଣଙ୍କ ଶରୀରରେ ଥିବା ଯନ୍ତ୍ରଣାକୁ ଦୂର କରିବା ପାଇଁ ମାଛ ଏକ ଭଲ ଉପଚାର ଭାବରେ କାମ କରିଥାଏ। ଏବଂ ଆପଣ ଆଣ୍ଠୁରେ ଥିବା ଯନ୍ତ୍ରଣାରୁ ଆରାମ ମିଳିଥାଏ। ଏସବୁ ବ୍ୟତୀତ ଆପଣଙ୍କ ଝଡୁଥିବା କେଶରେ ମଧ୍ୟ ମାଛ ଅନେକ ଲାଭଦାୟକ ପ୍ରମାଣିତ ହୋଇଥାଏ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଜାଣିବା ପାଇଁ ଏହାକୁ ଲାଇକ କରନ୍ତୁ ଓ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *