ଏହି ଦୁଇଟି କଥାରୁ ଜାଣନ୍ତୁ ଯିଏ ଆପଣଙ୍କୁ ଭଲ ପାଉଛି ସେ ଆପଣଙ୍କୁ ସତରେ ଭଲ ପାଉଛି ନା ମିଛରେ ବାହାନା କରୁଛି

ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଆପଣଙ୍କୁ କିଏ କେତେ ପ୍ରେମ କରୁଛନ୍ତି, ଆପଣ ଯାହାକୁ ପ୍ରେମ କରୁଛନ୍ତି ସିଏ ଆପଣଙ୍କୁ କେତେ ପ୍ରେମ କରୁଛନ୍ତି କି ନାହିଁ । ଆପଣ କେମିତି ଜାଣି ପାରିବେ ।

ଆପଣଙ୍କ ଲଭର , ସ୍ବାମୀ boyfriend ସେ ଆପଣଙ୍କୁ କେତେ ପ୍ରେମ କରୁଛନ୍ତି ତାହା ଜାଣି ପାରିବେ । ଏବେ ଚାଲନ୍ତୁ ଜାଣିବା ଆପଣ ଯାହାକୁ ବି ଯେତେ ପ୍ରେମ କରୁଛନ୍ତୁ ସେ ଆପଣଙ୍କୁ କେତେ ପ୍ରେମ କରୁଛନ୍ତି । ଆପଣଙ୍କ ପାଇଁ ତାଙ୍କ ହୃଦୟରେ କେତେ ଜାଗା ଅଛି ଚାଲନ୍ତୁ ଜାଣିବା କେମିତି ଜାଣିପାରିବେ ।

ରାଗ:-

ପ୍ରଥମେ କେମିତି ଜାଣିପାରିବେ ନା ତାଙ୍କ ରଗିବାରୁ। ଆପଣ ନୋଟିସ୍ କରିବେ କି ଆପଣଙ୍କର ଯେଉଁ ଲଭର୍ ଯେତେବଳେ ସେ ରାଗନ୍ତି ସେ କମ୍ ସମୟ ପାଇଁ ରାଗନ୍ତି ନା ଅଧିକ ସମୟ ପାଇଁ ରାଗନ୍ତି କ’ଣ ପାଇଁ ନା ରାଗ ସମସ୍ତଙ୍କ ଥାଏ । କାରଣ ଏହା ଭଗବାନଙ୍କ ଉପହାର । ଭଗବାନ୍ ସମସ୍ତଙ୍କ ଭିତରେ ରାଗ ଓ ଅଭିମାନ ଦେଇଛନ୍ତି । ଆଉ ସମସ୍ତଙ୍କ ପାଖରେ ରାଗ ଥାଏ । ଆପଣଙ୍କୁ ଚେକ କରିବା ପାଇଁ ପଡିବ କି ଆପଣଙ୍କ ଲେଭର୍ ଯେଉଁ ଭଳି ରାଗୁଛନ୍ତି ସେ କିମିତି ରାଗୁଛନ୍ତି । ଯଦି ଆପଣଙ୍କ ଲଭର କମ୍ ସମୟ ପାଇଁ ରାଗୁଛନ୍ତି ଏହାର ମାନେ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି । ଆଉ ସତରେ ସେ ଆପଣଙ୍କୁ ବହୁତ୍ ପ୍ରେମ କରୁଛନ୍ତି ।

ଏବେ ଜାଣିବା ବହୁତ୍ ସମୟ ରାଗ କ’ଣ ? ଯଦି ଆପଣଙ୍କ ଲଭର୍ ବହୁତ୍ ସମୟ ପାଇଁ ରହୁଛନ୍ତି ମାନେ ଗୋଟେ ସପ୍ତାହ, ଗୋଟେ ମାସ କିମ୍ବା ୬ମାସ ପର୍ଯ୍ୟନ୍ତ କଥା ହୁଅନ୍ତି ନାହିଁ କିମ୍ବା ୬ମାସ ବିତିଯାଏ ସେ ଆପଣଙ୍କ ସହ କଥା ହୁଅନ୍ତି ନାହିଁ । ସେହି ଭଳି ମଣିଷ କ’ଣ ପ୍ରେମ କରିବେ ଆପଣଙ୍କୁ ସେ ଆପଣଙ୍କୁ ବିଲକୁଲ୍ ପ୍ରେମ କରୁନାହାନ୍ତି । ସେହି ଭଳି ଝିଅ କିମ୍ବା ପୁଅଙ୍କ ଠାରୁ କେବେ ପ୍ରେମ ପାଇଁ ଆଶା ରଖିବେ ନାହିଁ । ହଁ, ଯଦି କିଛି ଭୁଲ ଆପଣଙ୍କ ଅଛି ତ ମାନେ ବଡ଼ ଭୁଲ ଅଛି ତେବେ ଏମିତି ୬ମାସ ପର୍ଯ୍ୟନ୍ତ ଆପଣଙ୍କ ସହ କଥା ହେବେ ନାହିଁ । ଯେମିତି କି ଆପଣ ଆଉ କାହା ସହ ଶାରୀରିକ ସଂପର୍କ ରଖିଲେ ତାଙ୍କୁ ତ ଖରାପ୍ ଲାଗିବ ନା ।

ଏମିତି ଯଦି ବଡ଼ ବଡ ଭୁଲ୍ କରି ଦେଉଛ ତ ସେ ଆପଣଙ୍କ ସହ ୬ମାସ ପର୍ଯ୍ୟନ୍ତ କଥା ହେବେ ନାହିଁ । ଯାହା ଏହି କଥାକୁ ନେଇ କହିବା ନାହିଁ ଯେ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁନାହାନ୍ତି ବୋଲି ନା ଏମିତି ନୁହେଁ । ସେ ଆପଣଙ୍କୁ ପ୍ରେମ କରୁଛନ୍ତି ଆପଣ ତାଙ୍କୁ ଧୋକା ଦେଲ ସେଥିପାଇଁ ରାଗି କଥା ହୁଅନ୍ତି ନାହିଁ କିନ୍ତୁ ସେ ଆପଣଙ୍କୁ ବହୁତ୍ ପ୍ରେମ କରୁଛନ୍ତି । ତେବେ ଏହି କେସରେ କହିପାରିବ ଏହି ରାଗ କମ ସମୟ ପାଇଁ । ଏହି କେସକୁ ଛାଡ଼ିଦେଇ ସବୁଦିନ କଥାରେ କଥାରେ ରାଗୁଛନ୍ତି ଆପଣଙ୍କ ସହିତ ଝଗଡା କରିବା ପାଇଁ ବାହାନା ଖୋଜୁଛନ୍ତି କିମ୍ବା କଥା ନହେବାର ବାହାନା ଖୋଜୁଛନ୍ତି । ଯଦି ଆପଣଙ୍କ ଲୋଭର ନର୍ମାଲ କଥାରେ ବି ରାଗି ଯାଉଛନ୍ତି ତେବେ ଅଧିକ ସମୟ ପାଇଁ ରାଗି ଯାଉଛନ୍ତି କିମ୍ବା କଥା ହେଉ ନାହାନ୍ତି ତେବେ ବୁଝି ଯିବେ ସେ ଆପଣଙ୍କୁ ପ୍ରେମ କରୁ ନାହାଁନ୍ତି ।

Google

ଯଦି ଏମିତି ହେଉଛି ଆପଣଙ୍କ ଲଭର୍ ଅଧିକ ସମୟ ପାଇଁ ରାଗୁନାହାନ୍ତି କମ୍ ସମୟ ପାଇଁ ରହୁଛନ୍ତି ତେବେ ଜାଣି ଯିବେ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି । ଆଉ ଯଦି ଆପଣଙ୍କ ଲଭର ଅଧିକ ସମୟ ପାଇଁ ରାଗୁଛନ୍ତି, କେବେବି କଥା ହେଉନାହାଁନ୍ତି, ମାସକୁ ଥରେ କିମ୍ବା ୬ମାସକୁ ଥରେ କଥା ହେଉଛନ୍ତି ତେବେ ବୁଝି ଯିବେ ସେ ଆପଣଙ୍କୁ ମିଛ ପ୍ରେମ କରୁଛନ୍ତି । ଉଦାହରଣ ଦେଉଛି ଆପଣ ଶୀଘ୍ର ବୁଝି ଯିବେ ।

ଥରେ ଏମିତି ହେଇଛି କି ଆପଣ ରାଗିକି ତାଙ୍କ କୋଳରେ ମୁଣ୍ଡ ରଖି ଶୋଇଛନ୍ତି । କ’ଣ ଏମିତି ବି ହେଇଛି କି ଆପଣ ରାଗି ମଧ୍ୟ ତାଙ୍କର କାମ କରିଛନ୍ତି । ଯଦି ଏମିତି ହେଇଛି କିମ୍ବା କରିଛନ୍ତି ତେବେ ଏହା ପ୍ରକୃତ ପ୍ରେମର ସଙ୍କେତ ହୋଇଥାଏ ।

ବୁଝାମଣା :-

ଯଦି ଆପଣ ଜାଣିବା ପାଇଁ ଚାହୁଁଚନ୍ତି ଆପଣଙ୍କ ପ୍ରେମ କେମିତି ଓ କେଉଁ ସ୍ତରରେ ଅଛି । ଯଦି ଆପଣଙ୍କ ବୁଝାମଣା ସ୍ତର ଶୂନ୍ୟ ଅଛି ତେବେ ବୁଝି ଯିବ ଆପଣଙ୍କ ପ୍ରେମ ବେଶୀ ଦିନ ପ୍ରଯ୍ୟନ୍ତ ଚାଲିବ କି ନାହିଁ ଠିକ୍ ନାହିଁ । ଉଦାହରଣ ଦେଉଛି ବୁଝି ପାରିବେ –

Google

ବେଳେବେଳେ ଏମିତି ହୋଇଥାଏ ଆପଣ ବ୍ୟସ୍ତ ଥାନ୍ତି ତାଙ୍କର ଫୋନ ଉଠାଇ ପାରିଲେ ନାହିଁ, କିମ୍ବା ବେଳେବେଳେ ତାଙ୍କର ଫୋନକୁ ହୋଲଡ୍ କରି ଦିଅନ୍ତି, କିମ୍ବା କୌଣସି କାମରେ ବାହାରକୁ ଚାଲି ଯାଇଥାନ୍ତି ଏହି ସବୁକୁ ଆପଣଙ୍କ ଲଭର ବୁଝି ପାରିଲେ ତେବେ ଭଲ କଥା କିନ୍ତୁ ସେ ରାଗିକି ଆପଣଙ୍କ ସହିତ କଥା ହେଉନାହାନ୍ତି ପୁଣି କହୁଛନ୍ତି ଆପଣ ଯେମିତି କରୁଛ ମୁଁ ମଧ୍ୟ ଆପଣଙ୍କ ସହ ସେମିତି କରିବି, ଆପଣ ଯେମିତି ହୋଲଡ କରିଦେଉଛ ମୁଁ ମଧ୍ୟ ସେମିତି କରିବି, ହୋଲଡ଼ କ’ଣ ପାଇଁ କଲ ଏମିତି ସେମିତି ବହୁତ୍ ପ୍ରଶ୍ନ ପଚାରି ଥାନ୍ତି ମାନେ ବୁଝାମଣା ରହିନାହିଁ । ତା’ ମାନେ ଆପଣଙ୍କ ପ୍ରେମ ବୁଝାମଣା ସ୍ତରର ଶୂନ୍ୟରେ ଅଛି ମାନେ ସେହି ମଣିଷ ଆପଣଙ୍କ ଶରୀରକୁ ଭଲ ପାଉଛନ୍ତି ଆପଣଙ୍କୁ ନୁହେଁ । କଣ ପାଇଁ ନା ଯିଏ ଆପଣଙ୍କୁ ପ୍ରକୃତ ପ୍ରେମ କରୁଥିବେ ସେ ଆପଣଙ୍କୁ ବୁଝି ପାରିବ ତାଙ୍କ ମଧ୍ୟରେ ବୁଝାମଣା ଥାଏ କିନ୍ତୁ ଯିଏ ପ୍ରକୃତ ପ୍ରେମ କରୁନଥାଏ ଶୂନ୍ୟ ବୁଝାମଣାରେ ଥାଏ । ଯଦି ଆପଣଙ୍କ ଲଭର୍ ବୁଝି ଗଲେ ତେବେ ବହୁତ୍ ଭଲ । କହିବେ ସମସ୍ତଙ୍କର ଅସୁବିଧା ଅଛି ଆପଣଙ୍କର ବି ଅସୁବିଧା ଥିବ । ଆଉ ପରେ ଆପଣଙ୍କ ସହିତ କଥା ହେଇଥାନ୍ତି ଏହାର ମାନେ ବୁଝାମଣା ସ୍ତର ଉଚ୍ଚରେ ଅଛି । ଏହାର ମାନେ ଭବିଷ୍ୟତରେ ଆପଣ ବହୁତ୍ ଖୁସିରେ ରହିବେ । ଆଉ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଛନ୍ତି । ସେଥିପାଇଁ ଯଦି ଆପଣଙ୍କ ଭିତରେ ବୁଝାମଣା ସ୍ତର ଶୂନ୍ୟ ଅଛି ତେବେ ବୁଝି ଯିବ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁନାହାନ୍ତି। ଆଉ ଜାଣି ପାରିବେ ଆପଣଙ୍କ ଲାଭର, boyfriend, ସ୍ଵାମୀ ଆପଣଙ୍କୁ କେତେ ଭଲ ପାଉଛନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *