ଶନିବାର ଦିନ ପ୍ରଭୁ ହନୁମାନଙ୍କୁ ଏହି ବିଶେଷ ଜିନିଷ ଅର୍ପଣ କରନ୍ତୁ, ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟା ଦୂର ହୋଇ ଯିବ ।

ଯଦି ଆପଣ ଶନିଦେବଙ୍କ କ୍ରୋଧରେ ପୀଡିତ ଅଛନ୍ତି କିମ୍ବା ଆପଣଙ୍କ ରାଶିରେ ଗ୍ରହ ଦୋଷ ଅଛି, ତେବେ ଆପଣ ଶନିବାର ଦିନ ଭଗବାନ ହନୁମାନଙ୍କୁ କିଛି ବିଶେଷ ଜିନିଷ ଅର୍ପଣ କରି ଆପଣ ଆପଣଙ୍କ ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଶନିବାର ଦିନ ଶନି ଦେବଙ୍କ ସ୍ୱତନ୍ତ୍ର ଭାବରେ ପୂଜା ହୋଇଥାଏ କିନ୍ତୁ ଏହି ଦିନ ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ୱାରା ପ୍ରଭୁ ହନୁମାନଙ୍କର ଏବଂ ଶନି ଦେବଙ୍କର ଆଶୀର୍ବାଦ ମିଳିଥାଏ। କଳିଯୁଗରେ କେବଳ ଭଗବାନ ହନୁମାନ ହେଉଛନ୍ତି ଏକମାତ୍ର ଦେବତା ଯିଏ କିଛି ସମୟ ମଧ୍ୟରେ ତାଙ୍କ ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ କରିଥାନ୍ତି । ଯଦି ଆପଣ ଶନିଦେବଙ୍କ କ୍ରୋଧରେ ପୀଡିତ ଅଛନ୍ତି କିମ୍ବା ଆପଣଙ୍କ ରାଶିରେ ଗ୍ରହ ଦୋଷ ଅଛି, ତେବେ ଆପଣ ଶନିବାର ଦିନ ପ୍ରଭୁ ହନୁମାନଙ୍କୁ କିଛି ବିଶେଷ ଜିନିଷ ଅର୍ପଣ କରି ନିଜ ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଶନିବାର ଦିନ ସୂର୍ଯ୍ୟାସ୍ତ ସମୟରେ, କଳା ଘୋଡାର ନାଲ କିମ୍ବା ଡଙ୍ଗାରେ ଥିବା କଣ୍ଟାରେ ନିର୍ମିତ ଏକ ଲୁହା ମୁଦି ନେଇ ହନୁମାନଙ୍କ ମନ୍ଦିରକୁ ଯାଇ ଏହାକୁ ଭଗବାନ ହନୁମାନଙ୍କ ଚରଣରେ ରଖି ଦିଅନ୍ତୁ ଏବଂ ତିନିଥର ଆପଣ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ । ପାଠ କରି ସାରିବା ପରେ ଆପଣଙ୍କ ଡାହାଣ ହାତ ସାହାର୍ଯ୍ୟରେ ଉଠାଇ ସେଥିରେ ଟିକିଏ ପ୍ରଭୁ ହନୁମାନଙ୍କର ଚରଣ ଏବଂ ଗଦାର ସିନ୍ଦୁର ଲଗାଇ ଏହାକୁ ସିଧାସଳଖ ନିଜ ହାତର ମଧ୍ୟମା ଆଙ୍ଗୁଳିରେ ପିନ୍ଧନ୍ତୁ। ଏହି ଉପାୟ କରିବା ଦ୍ୱାରା ସମସ୍ତ ସମସ୍ୟା ଶୀଘ୍ର ଦୂର ହୋଇ ଯାଇଥାଏ ।

Google

ଶନିବାର ସକାଳେ ଟିକେ କଳା ତିଳ, ଅଟା, ଚିନି ଏହି ତିନି ଜିନିଷକୁ ମିଶାଇ ପିମ୍ପୁଡ଼ିକୁ ଏହି ମିଶ୍ରଣ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।

ପ୍ରାତ କାଳ (ସକାଳ) ସମୟରେ କଳା ତିଳ , କଳା କପଡା, କମ୍ବଳ, ଲୁହା ବାସନ, ହରଡ଼ ଡାଲି ଆପଣଙ୍କ ସମର୍ଥ ଅନୁସାରେ ଦାନ ଅବଶ୍ୟ କରନ୍ତୁ ।ଏହି ଉପାୟରେ ଶନିଦେବ ପ୍ରସନ୍ନ ହୋଇ ଶୀଘ୍ର ଶୁଭ ଫଳ ଦେଇଥାନ୍ତି ।

ଶନିବାର ସକାଳେ ଜଳରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ପରେ ଏକ ପାତ୍ରରେ ସୋରିଷ ତେଲ ନିଅନ୍ତୁ ଏବଂ ଏଥିରେ ଆପଣଙ୍କ ମୁହଁ ଦେଖିବା ପରେ ସେହି ତେଲକୁ ଏକ ଗରିବ ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ । ଏପରି କଲେ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।

Google

ଶନିବାର ଦିନ,ଅଟା ପେସିବାକୁ ଯାଉଥିବା ସମୟରେ କିଛି ଗହମରେ ୧୦୦ଗ୍ରାମ କଳା ଡାଲି, ୧୧ ଟି ତୁଳସୀପତ୍ର ଏବଂ ୨ଟି ଦାନା କେଶର ମିଶାଇ ଦିଅନ୍ତୁ । ଏବେ ଏହାକୁ ବାକି ଗହମରେ ମିଶାଇ ପେସିବାକୁ ଦିଅନ୍ତୁ । ଏହା ବ୍ୟତୀତ କେବଳ ଶନିବାର ଦିନ ଅଟା ପେସିବାକୁ ଦିଅନ୍ତୁ । ଏହି ଉପାୟ କରିବା ପରେ ଆପଣ ଅନେକ ଚମତ୍କାର ଦୃଶ୍ୟ ଦେଖିବାକୁ ପାଇବେ ।

ଶନିବାର ଦିନ ଘରେ ତିଆରି ହୋଇଥିବା ତାଜା ରୁଟିରେ ସୋରିଷ ତେଲ ଲଗାଇ ସେହି ରୁଟିକୁ କଳା କୁକୁରକୁ ଖାଇବାକୁ ଦିଅନ୍ତୁ ଏବଂ ସନ୍ଧ୍ୟାରେ ଏକ ଅଶ୍ୱତ୍ଥ ଗଛ ମୂଳରେ ଦେଶୀ ଘିଅର ଦୁଇଟି ବତୀ ଥିବା ଦୀପ ଜାଳିବା ଦ୍ୱାରା ମଧ୍ୟ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ବନ୍ଧୁଗଣ ଏହି ଆର୍ଟିକିଲଟି ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ତାଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହେବ ।

Leave a Reply

Your email address will not be published. Required fields are marked *