ଆପଣଙ୍କୁ ମଧ୍ୟ ଝିଅର ସ୍ବପ୍ନ ଆସୁଥିଲେ , ତାହାର ଅର୍ଥ କଣ ଜାଣି ନିଅନ୍ତୁ

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟଟିରେ ଆମେ ଏକ ସୁନ୍ଦର ବିଷୟ ନେଇ ଆସିଛୁ । ଏହି ଲେଖାରେ ଆମେ ଜଣେଇବୁ ସ୍ୱପ୍ନରେ ସୁନ୍ଦରୀ ଝିଅକୁ ଦେଖିଲେ ତାର ମାନେ କଣ ହୋଇ ଥାଏ । ଏଥିପାଇଁ ଏହି ପୋଷ୍ଟଟିକୁ ଶେଷ ଯାଏଁ ନିଶ୍ଚିତ ଭାବରେ ପଢନ୍ତୁ ।

ସ୍ୱପ୍ନ ଉପରେ କୌଣସି ବ୍ୟକ୍ତିର ଜୋର ଚାଲେ ନାହିଁ। ସ୍ୱପ୍ନ ଯେକୌଣସି ସମୟରେ , ଯେକୌଣସି ବ୍ୟକ୍ତିଙ୍କୁ ଆସିପାରେ। ସ୍ୱପ୍ନ ଅନେକ ପ୍ରକାରର ହୋଇଥାଏ , ଯାହାର ଭିନ୍ନ ଭିନ୍ନ ଗୁରୁତ୍ୱ ହୋଇଥାଏ।

ସ୍ୱପ୍ନ ସମ୍ବନ୍ଧରେ ବିଜ୍ଞାନ ଏବଂ ଧର୍ମର ଉଭୟଙ୍କର ନିଜସ୍ୱ ଭିନ୍ନ ଭିନ୍ନ ଅର୍ଥ ରହିଛି। ସ୍ୱପ୍ନ ଦେଖିବା ସାଧାରଣ କଥା ଅଟେ। କିନ୍ତୁ ପ୍ରତ୍ୟେକ ସ୍ୱପ୍ନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ। ଯଦି ସ୍ୱପ୍ନରେ ଝିଅଙ୍କୁ ଦେଖାଯାଏ , ତେବେ ତାହାର ଭିନ୍ନ ଗୁରୁତ୍ୱ ରହିଥାଏ।

ହସୁଥିବା ଝିଅ:-

ଯଦି ସ୍ୱପ୍ନରେ କୌଣସି ଝିଅ ହସୁଥିବାର ଦେଖାଯାଏ , ତେବେ ଆପଣଙ୍କୁ ଖୁବ ଶୀଘ୍ର ଧନ ପ୍ରାପ୍ତି ହେବାକୁ ଯାଉଛି।

Google

ସୁସଜ୍ଜିତ ହୋଇଥିବା ଝିଅକୁ ଦେଖିବା:-

ସ୍ୱପ୍ନରେ ସଜ୍ଜିତ ହୋଇଥିବା ଝିଅକୁ ଦେଖିବା ଶୁଭ ସଙ୍କେତ ଅଟେ , ଏହି ପରିସ୍ଥିତିରେ ଆପଣଙ୍କ ଘରକୁ କୌଣସି ଶୁଭ ଖବର ଆସିବାକୁ ଯାଉଛି।

ସ୍ୱପ୍ନରେ ଝିଅ ସହିତ ସମ୍ପର୍କ ରଖିବା:-

ସ୍ୱପ୍ନରେ ଯଦି ଆପଣ କୌଣସି ଝିଅ ସହିତ ସମ୍ପର୍କ ରଖୁଛନ୍ତି , ତେବେ ଆପଣଙ୍କୁ ଅତିଶୀଘ୍ର କାମରେ ସଫଳତା ମିଳିବାକୁ ଯାଉଛି।

ସୁନ୍ଦର ଝିଅକୁ ଦେଖିବା:-

ସୁନ୍ଦର ଝିଅକୁ ସ୍ୱପ୍ନରେ ଦେଖିବା ଆପଣଙ୍କୁ ମନଇଚ୍ଛା ଚାକିରୀର ସଙ୍କେତ ଦେଇଥାଏ।

ଓଢଣୀରେ ମୁଁହ ଘୋଡାଇଥିବା ଝିଅକୁ ଦେଖିବା:-

ଯଦି ସ୍ବପ୍ନରେ କୌଣସି ମହିଳା କିମ୍ବା ଝିଅକୁ ଓଢଣୀରେ ମୁଁହ ଘୋଡାଇଥିବାର ଦେଖାଯାଏ , ତେବେ ଏହା ବିପଦର ଘଣ୍ଟି ହୋଇପାରେ। ଏହାର ଅର୍ଥ ହେଉଛି ବନ୍ଧୁ କିମ୍ବା ପରିବାର ଠାରୁ ପ୍ରତାରଣା ମିଳିବାକୁ ଯାଉଛି।

Google

କାନ୍ଦୁଥିବା କନ୍ୟାକୁ ଦେଖିବା:-

ଯଦି ସ୍ୱପ୍ନରେ କନ୍ୟାକୁ କାନ୍ଦୁଥିବା ଦେଖାଯାଏ , ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନଊଣା ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ ନିଶ୍ଚିତ କରନ୍ତୁ ଓ ଏହାକୁ ସେଆର କରି ନିଜର ସାଙ୍ଗ ସାଥୀଙ୍କୁ ପଢ଼ିବାର ସୁଯୋଗ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *